ଅଧା ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଗତ ୭ ତାରିଖ ଦିନ ଧୁମଧାମ୍ ରେ ହୋଇଥିଲା ବିବାହ। ଚଉଠି ଦିନ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଲେ ଯୌତୁକ ଲୋଭୀ ସ୍ବାମୀ। ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ୍ ପଠାଇ ଦେଇଛି ପୋଲିସ। ଅଭିଯୁକ୍ତ ହେଉଛନ୍ତି ଭିଏସ୍ଏସ୍ନଗର ଦେବୀ ପ୍ରସାଦ ନାୟକ। ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଭିଏସ୍ଏସ୍ନଗରର ଦେବୀ ପ୍ରସାଦଙ୍କର ବିବାହ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ ଝିଅ
 
ଅଧା ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଗତ ୭ ତାରିଖ ଦିନ ଧୁମଧାମ୍ ରେ ହୋଇଥିଲା ବିବାହ। ଚଉଠି ଦିନ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଲେ ଯୌତୁକ ଲୋଭୀ ସ୍ବାମୀ। ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ପୋଲିସ। ଅଭିଯୁକ୍ତ ହେଉଛନ୍ତି ଭିଏସ୍‌ଏସ୍‌ନଗର ଦେବୀ ପ୍ରସାଦ ନାୟକ।

ଅଧା ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଭିଏସ୍‌ଏସ୍‌ନଗରର ଦେବୀ ପ୍ରସାଦଙ୍କର ବିବାହ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ ଝିଅ ବନ୍ଦନା ସେନାପତିଙ୍କ ସହ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା।

ଅଧା ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବିବାହ ସମୟରେ ବରଘର ଦାବି ମୁତାବକ ବନ୍ଦନାଙ୍କ ପରିବାର ପକ୍ଷରୁ ସୁନାଗହଣା, ଜିନିଷପତ୍ର ଓ ଅଢ଼େଇ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଦିଆ ଯାଇଥିଲା। ବାକି ଟଙ୍କା ଚତୁର୍ଥୀ ଦିନ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ଚତୁର୍ଥୀରେ ବନ୍ଦନାଙ୍କ ଘର ଲୋକେ ଟଙ୍କା ଦେଇ ନ ପାରିବାରୁ ଦେବୀ ପ୍ରସାଦ ସ୍ତ୍ରୀ ବନ୍ଦନାଙ୍କୁ ନିସ୍ତୁକ ମାଡ ମାରିଥିଲେ।

ଅଧା ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଫଳରେ ବନ୍ଦନା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସହିଦନଗର ଥାନା ପୋଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ଦେବୀ ପ୍ରସାଦଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।