୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି । ଜେଲରୁ ବାହାରିଲେ ଜୁହାର ହେଲେ । ଜେଲରୁ
 
୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି ।

୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ଜେଲରୁ ବାହାରିଲେ ଜୁହାର ହେଲେ । ଜେଲରୁ ବାହାରିବା ବେଳେ ବାବା ସାରଥୀ ଜୁହାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବୋଧହୁଏ ଭବିଷ୍ୟତରେ ଯେପରି ଆଉ ଜେଲର ମାଟି ନ ମାଡିବେ ସେଥିପାଇଁ ମୁକୁଳିବା ସମୟରେ ଜୁହାର ହୋଇଥିଲେ ନିଜକୁ ଆତ୍ମଘୋଷିତ ଭଗବାନ ସଜାଇଥିବା ବାବା ସାରଥୀ ।

୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକଳିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଆଉ ଜେଲରୁ ସଜ ହୋଇ ସାରଥୀ ବାହାରିଥିବାର ଦେଖିବାକୁ ମିଳିଛି ।

୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ମଥାରେ ଚିତା ଚଇତନ ଓ ବେକରେ ଧୋବ ଫରଫର ଗାମୁଛାରେ ନଜର ଆସିଛନ୍ତି ସାରଥୀ । ଏହାଛଡା ଜେଲରେ ନିଜର ଅଲୌକିକତା ବିଷୟରେ ଜଣାଇବାକୁ ଯାଇ ସାରଥୀ ଯାଦୁ ମଧ୍ୟ ଦେଖାଇଛନ୍ତି ।

୪ ବର୍ଷ ଜେଲରେ ରହି ସାରଥୀ କରୁଥିଲେ ଏହି କାମ, ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଗୁମର

ଜେଲ କର୍ମଚାରୀଙ୍କୁ ଯାଦୁ କରି ଅନେକଥର ମିଠା ଖୁଆଇଛନ୍ତି କିନ୍ତୁ କେବେ ଆକାଶରୁ ବିଭୂତି ବାହାର କରିପାରିନାହାନ୍ତି । ସାରଥୀ ନିଜକୁ ଆଧ୍ୟାତ୍ମିକ ଲୋକ କହୁଥିଲେ ମଧ୍ୟ ‘ଆଜ୍ଞା’ର ମାନେ ଜାଣିନଥିବା କହିଛନ୍ତି ଜେଲ କର୍ମଚାରୀ ।