ଚିଲିକା ମଝିରେ ଦେଖାଗଲା ବିରାଟ ହାତୀଶୁଣ୍ଢ, ସୁସୁ ଗର୍ଜନ କରି ଆକାଶକୁ ଉଠିଗଲା ଚିଲିକା ପାଣି, ଜାଣନ୍ତୁ ପୁରା‌ ଘଟଣା

ଚିଲିକାରେ ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ଉପରେ ଏକ ବିରାଟ ଘୂର୍ଣ୍ଣିଝଡ ଦେଖିବା ପରେ ହ୍ରଦକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ। ଏହି ଋତୁରେ ରାଜ୍ୟରେ ଏହା ପ୍ରଥମ ରେକର୍ଡ ହୋଇଥିବା ଘୂର୍ଣ୍ଣିବାତ୍ୟା ବୋଲି ବିଶ୍ୱାସ କରାଯାଉଛି। ତେବେ ଏହି ଦୃଶ୍ୟକୁ ଦେଖି କିଛି ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିବା ବେଳେ ଅନେକ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ। ତେବେ ସ୍ଥାନୀୟ ଗଣମାଧ୍ୟମ ସହିତ … Read more

ରାସ୍ତାରେ ଗୋରୁଙ୍କ ପାଇଁ ରାସ୍ତା କଡକୁ ଖସିପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଲୁମରୈନା ସତପଥୀ ଓଡ଼ିଶାର ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ, ବିଭିନ୍ନ ଓଡ଼ିଆ ଧାରାବାହିକରେ ତାଙ୍କ ଭୂମିକା ପାଇଁ ବେସ୍ ଜଣାଶୁଣା। ତାଙ୍କ ଅଭିନୟ କ୍ୟାରିୟର ବ୍ୟତୀତ, ସେ ଜଣେ ଉଦ୍ୟୋଗୀ, ଲୁମରୈନା ଏଣ୍ଟରଟେନମେଣ୍ଟ ଇଭେଣ୍ଟସର ମାଲିକ ଏବଂ CGI CCTV କ୍ୟାମେରାର ସିଇଓ ମଧ୍ୟ। ତେବେ ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ ଲୁମରୈନା। ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବଞ୍ଚିଗଲେ ଅଭିନେତ୍ରୀ ଲୁମରୈନା ଶତପଥୀ । ଗାଈକୁ ବଞ୍ଚେଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ … Read more

ଅଣ୍ଡରୱାର୍ଲ୍ଡରୁ ଆସିଲା କ୍ରିକେଟର ରିଙ୍କୁ ସିଂଙ୍କୁ ଧମକ ଭରା ଦାଉଦ ଇବ୍ରାହିମର କଲ୍, ୫ କୋଟି ଦେ ନହଲେ ତୋର…

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।। ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ ସିଂହଙ୍କ … Read more

ଫୁଡ୍ ଡେଲିଭରି ବୟଙ୍କ ଗୋଟିଏ ମେସେଜ୍, ଗ୍ରାହକଙ୍କ ଆଖିରେ ଆଣିଦେଲା ଲୁହ, ଜାଣନ୍ତୁ କଣ ଥିଲା ମେସେଜ୍

ଜଣେ ଦିବ୍ୟାଙ୍ଗ ଫୁଡ୍ ଡେଲିଭରି ବୟ ତାଙ୍କର ଜଣେ ଗ୍ରାହକଙ୍କୁ ଏମିତି ଏକ ମେସେଜ୍ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାରଣ ଜୋମାଟୋ ଗ୍ରାହକ ଜଣକ ଦିବ୍ୟାଙ୍ଗ ଡେଲିଭରି ବୟଙ୍କ ସେହି ମେସେଜକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ସଭିଏଁ ଭାବୁକ ହେଉଛନ୍ତି ଆଉ ଡେଲିଭରି ବୟଙ୍କୁ ସାବାସୀ ଦେଉଛନ୍ତି । ଡେଲିଭରି ବୟ ଜଣକ ପ୍ରଥମ ମେସେଜରେ ଲେଖିଛନ୍ତି… ‘ମୁଁ ଅର୍ଡର ନେଇ ସାରିଛି, ଖୁବଶୀଘ୍ର ଆପଣଙ୍କୁ ଡେଲିଭରି … Read more

ବନ୍ଦ ହୋଇଯିବ ଜ଼ିରୋ ବାଲାନ୍ସ ଆକାଉଣ୍ଟ! ତୁରନ୍ତ କରନ୍ତୁ ଇକେୟାଇସି, ଜାଣନ୍ତୁ ପୁରା‌ ଖବର

ସରକାର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଆକାଉଣ୍ଟ ଧାରକଙ୍କୁ ରି-କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ଏହି ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି, ତେବେ ଆପଣଙ୍କ ଜନଧନ ଆକାଉଣ୍ଟ ବନ୍ଦ ହୋଇପାରେ। ରି-କେଓୱାଇସି ପ୍ରକ୍ରିୟା ଅତ୍ୟନ୍ତ ସହଜ। ଏଥିରେ ଆପଣ ବ୍ୟାଙ୍କ ଶାଖାକୁ ଯାଇ ନିଜର ପୁରୁଣା ତଥ୍ୟ ଯେପରି ନାମ, ଠିକଣା ଏବଂ ଫଟୋ ଅପଡେଟ କରିପାରିବେ। ଏହା ଠକେଇକୁ ରୋକିବାରେ ସାହାଯ୍ୟ କରେ ଏବଂ ବ୍ୟାଙ୍କିଂ ସେବାକୁ … Read more

ସାବଧାନ୍ ! ଗର୍ଜନ କରି ମାଡିଆସୁଛି ବାତ୍ୟା ‘ଶକ୍ତି ’କେହି ବି ସମୁଦ୍ରକୁ ଯାଅନି, ଜାଣନ୍ତୁ ପୁରା‌ ଖବର

ମୌସୁମୀ ବିଦାୟ ନେବା ପରେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଭାରତ ପାଣିପାଗ ବିଭାଗ (IMD) ଘୂର୍ଣ୍ଣିଝଡ଼ ଶକ୍ତି ପାଇଁ ଏକ ସତର୍କତା ଜାରି କରିଛି। IMD ଅନୁଯାୟୀ, ଅକ୍ଟୋବର ୪ ରୁ ୭ ମଧ୍ୟରେ ମହାରାଷ୍ଟ୍ରର କିଛି ଜିଲାରେ ଶକ୍ତିର ପ୍ରଭାବ ଅନୁଭୂତ ହୋଇପାରେ। IMD ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସିନ୍ଧୂଦୁର୍ଗ ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଏକ ସତର୍କତା ଜାରି କରିଛି। ଘୂର୍ଣ୍ଣିଝଡ଼ ଶକ୍ତି ଅକ୍ଟୋବର … Read more

ସାମ୍ନାକୁ ଆସିଲା ସତ, ୪ ଦିନ ଧରି ଟ୍ରକ ଭିତରେ ମହିଳାଙ୍କ ସହ ଏମିତି କରିଥିଲା ଏ ଡ୍ରାଇଭର, ଜାଣନ୍ତୁ ପୁରା‌ ଘଟଣା

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ୍‌। ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୋଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାଣ୍ଡ ଭିଅଇଲା ଅଭିଯୁକ୍ତ ସେନେଇ ପୋଲିସ୍‌ ତଦନ୍ତ … Read more

ଓଡ଼ିଶାର ଗରିବ ଝିଅକୁ ଭୋକରେ ରଖି ମାଡ଼ ମାରୁଥିଲେ ତେଲୁଗୁ ଅଭିନେତ୍ରୀ..ଥାନାକୁ ଦୈଡିଲେ ପ୍ରିୟଙ୍କା, ଜାଣନ୍ତୁ ପୁରା‌ ଘଟଣା

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ରାୟଗଡ଼ାର ପ୍ରିୟଙ୍କା ବିବରଙ୍କ ଅଭିଯୋଗରେ ହାଇଦ୍ରାବାଦର ଫିଲ୍ମ ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବତୀ ପ୍ରିୟଙ୍କା । ତାଙ୍କୁ ନିର୍ଯାତନା ଦେବା ସହ ଗାଳିଗୁଲଜ କରିବା ଓ ଖାଇବାକୁ ନଦେବା ନେଇ … Read more

ସତର୍କ କଲା ଆମେରିକାର ପାଣିପାଗ ବିଭାଗ, ଓଡ଼ିଶାରେ ହେଇପାରେ ବଡ଼ ବାତ୍ୟା, ଜାଣନ୍ତୁ ପୁରା‌ ଖବର

ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା! ଏନେଇ ଆଲର୍ଟ ଜାରି କରିଛି ଆମେରିକାର ପାଣିପାଗ ବିଭାଗ The Joint Typhoon Warning Centre (ଜେଟିଡବ୍ଲ୍ୟୁସି)। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ପ୍ରଭାବରେ ରାଜ୍ୟର ବିଭିନ୍ନ … Read more

ମେଟାର ନୂଆ ପ୍ଲାନ୍: ଫେସବୁକ୍-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା, ପ୍ରତିମାସରେ ପାଖାପାଖି ଏତିକି ଟଙ୍କା ଦେବାକୁ ପଡିବ

ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଓ ଇନଷ୍ଟାଗ୍ରାମର ବ୍ୟବହାର ବଢ଼ିଚାଲିଛି। ମନୋରଞ୍ଜନରୁ ଆରମ୍ଭ କରି ବନ୍ଧୁଙ୍କ ସହ ଯୋଗାଯୋଗ ରଖିବା ପାଇଁ ଲୋକେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି। ବର୍ତ୍ତମାନ ଯାଏ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଏବେ ଏହା ଆଉ ସେମିତି ରହିନାହିଁ। ଏବେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ଦେବାକୁ ହେବ। ହଁ, ଖବର ଅନୁଯାୟୀ, ଯୁକ୍ତରାଷ୍ଟ୍ର (UK)ରେ ଏବେ … Read more