ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଏମିତି ଅନେକ ତଥ୍ୟ ଅଛି ଯାହା ପ୍ରତିଦିନ ଘଟୁଥିଲେ ମଧ୍ୟ ମଣିଷ ଧ୍ୟାନ ଦେଇନଥାଏ। ତେବେ ପୁରୁଷଙ୍କ ସାର୍ଟ ବୋତାମ ସବୁବେଳେ ଡାହାଣ ଓ ମହିଳାଙ୍କର ବାମ ପାର୍ଶ୍ବରେ ଥାଏ । ଏହା ଅଧିକାଂଶ ଲୋକ ଜାଣିନଥାନ୍ତି। ଏହା ପଛରେ ଅନେକ କାରଣ ଅଛି ଯେଉଁଥିପାଇଁ ପୁରୁଷଙ୍କର ଡାହାଣ ଓ ମହିଳାଙ୍କର ବାମ ପାର୍ଶ୍ବରେ ସାର୍ଟର ବୋତାମ ଥାଏ। ଏହି ପରମ୍ପରା ୧୮୫୦ ଦଶକରୁ ଆରମ୍ଭ ହୋଇଥିଲା। ପୁରୁଷଙ୍କ ସାର୍ଟରେ ଡାହାଣ ପାର୍ଶ୍ବରେ ବୋତାମ ଥାଏ କାରଣ
 
ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଏମିତି ଅନେକ ତଥ୍ୟ ଅଛି ଯାହା ପ୍ରତିଦିନ ଘଟୁଥିଲେ ମଧ୍ୟ ମଣିଷ ଧ୍ୟାନ ଦେଇନଥାଏ। ତେବେ ପୁରୁଷଙ୍କ ସାର୍ଟ ବୋତାମ ସବୁବେଳେ ଡାହାଣ ଓ ମହିଳାଙ୍କର ବାମ ପାର୍ଶ୍ବରେ ଥାଏ । ଏହା ଅଧିକାଂଶ ଲୋକ ଜାଣିନଥାନ୍ତି। ଏହା ପଛରେ ଅନେକ କାରଣ ଅଛି ଯେଉଁଥିପାଇଁ ପୁରୁଷଙ୍କର ଡାହାଣ ଓ ମହିଳାଙ୍କର ବାମ ପାର୍ଶ୍ବରେ ସାର୍ଟର ବୋତାମ ଥାଏ। ଏହି ପରମ୍ପରା ୧୮୫୦ ଦଶକରୁ ଆରମ୍ଭ ହୋଇଥିଲା।

ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ପୁରୁଷଙ୍କ ସାର୍ଟରେ ଡାହାଣ ପାର୍ଶ୍ବରେ ବୋତାମ ଥାଏ କାରଣ ସେମାନେ ଡାହାଣ ହାତ ଦ୍ବାରା ଶସ୍ତ୍ର ଧରୁଥିଲେ ଓ ବାମ ହାତ ଦ୍ବାରା ସାର୍ଟର ବୋତାମ ଖୋଲୁଥିଲେ। ଏହା ତାଙ୍କ ପାଇଁ ସୁବିଧା ହୋଇଥିବାରୁ ଏହି ଶୈଳୀ ଚଳିଆସୁଛି।

ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଅଧିକାଂଶ ଲୋକେ ନିଜର ସବୁ କାମ ଡାହାଣ ହାତ ଦ୍ବାରା କରନ୍ତି। ଅପରପକ୍ଷରେ ମହିଳାମାନେ ଶିଶୁଙ୍କୁ ନିଜ ହାତରେ କାଖେଇ ଧରନ୍ତି। ତେଣୁ ସ୍ତନ୍ୟପାନ କରାଇବାକୁ ବାମ ପାର୍ଶ୍ବରେ ବୋତାମ ଥିଲେ ସୁବିଧା ହୋଇଥାଏ। ଏହି କାରଣ ଯୋଗୁଁ ପୂର୍ବରୁ ମହିଳାଙ୍କ ସାର୍ଟ ବୋତାମ ବାମ ପଟେ ଥାଏ।  

ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆଗ କାଳରେ ଉଚ୍ଚବର୍ଗର ମହିଳାମାନେ ନିଜ ପୋଷାକ ନିଜେ ପିନ୍ଧୁନଥିଲେ। ପୂର୍ବରୁ ଦାସୀମାନେ ମାଲିକାଣୀଙ୍କୁ ପୋଷାକ ପିନ୍ଧାଉଥିଲେ। ସେମାନଙ୍କୁ ବାମ ପାର୍ଶ୍ବରେ ବୋତାମ ଲଗାଇବା ସୁବିଧା ହେଉଥିଲା।

ମହିଳାଙ୍କ ସାର୍ଟର ବୋତାମ ବାମ ପାର୍ଶ୍ବରେ କାହିଁକି ଥାଏ, ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ସେହିଭଳି  ଘୋଡା ଚଢିବାବେଳେ ସାଧାରଣତଃ ମହିଳାମାନେ ଡାହାଣ ପଟେ ହିଁ ଘୋଡା ଉପରକୁ ଉଠିଥାନ୍ତି । ତେଣୁ ବାମ ପାର୍ଶ୍ବରେ ବୋତାମ ରହିଲେ ପବନ ପଶି ପୋଷାକକୁ ଫୁଲାଇବା କିମ୍ବା ବୋତାମ ଛିଡାଇଦେବାର ଭୟ ନଥାଏ ।