ଆତଙ୍କବାଦୀ ଦେଶ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି ଆମିର,ଏହି ଦେଶ ର ନାଗରିକତା ମାଗିଲେ, କାରଣ ଆଶ୍ଚଯ୍ୟଜନକ

ବର୍ତମାନ ଚର୍ଚା ରେ ଅଛନ୍ତି ମହମ୍ମଦ ଆମିର, ସେ ଏମିତି ଏକ କାମ କରିବାକୁ ଯାଉଛନ୍ତି ଯାହାକୁ ଶୁଣିଲେ କିଏ ବି ଆଶ୍ଚର୍ଯ୍ୟ ହେବ । ଗତ ଶୁକ୍ରବାର କୁ ସେ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ୱସିମ ଅକରମ ଯେପରି ଖେଳାଳି ମଧ୍ୟ ତାଙ୍କର ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହମ୍ମଦ ଆମିର ଙ୍କ ସାଙ୍ଗ ମାନଙ୍କ କହିବା ଅନୁସାରେ ସେ ଏବେ ପାକିସ୍ତାନ ତରଫରୁ
 
ଆତଙ୍କବାଦୀ ଦେଶ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି ଆମିର,ଏହି ଦେଶ ର ନାଗରିକତା ମାଗିଲେ, କାରଣ ଆଶ୍ଚଯ୍ୟଜନକ

ବର୍ତମାନ ଚର୍ଚା ରେ ଅଛନ୍ତି ମହମ୍ମଦ ଆମିର, ସେ ଏମିତି ଏକ କାମ କରିବାକୁ ଯାଉଛନ୍ତି ଯାହାକୁ ଶୁଣିଲେ କିଏ ବି ଆଶ୍ଚର୍ଯ୍ୟ ହେବ । ଗତ ଶୁକ୍ରବାର କୁ ସେ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ୱସିମ ଅକରମ ଯେପରି ଖେଳାଳି ମଧ୍ୟ ତାଙ୍କର ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହମ୍ମଦ ଆମିର ଙ୍କ ସାଙ୍ଗ ମାନଙ୍କ କହିବା ଅନୁସାରେ ସେ ଏବେ ପାକିସ୍ତାନ ତରଫରୁ ଖେଳିବାକୁ ଚାହୁଁ ନାହାନ୍ତି .

ଆତଙ୍କବାଦୀ ଦେଶ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି ଆମିର,ଏହି ଦେଶ ର ନାଗରିକତା ମାଗିଲେ, କାରଣ ଆଶ୍ଚଯ୍ୟଜନକ

ସୂଚନା ଅନୁସାରେ ମହମ୍ମଦ ଆମିର ଙ୍କ ସାଙ୍ଗ ମାନେ କହିଥିଲେ ସେ ଏବେ ନା ପାକିସ୍ତାନ ରେ ରହିବାକୁ ଚାହୁଁଛନ୍ତି ଆଉ ନା ପାକିସ୍ତାନ ତରଫରୁ ଖେଳିବାକୁ ଚାହୁଁଛନ୍ତି । ଏହା ସହିତ ସେ କହିଥିଲେ ସେ ଇଂଲଣ୍ଡ ଆଉ ସାରା ଦୁନିଆ ର ଟି-୨୦ ଲିଗ ଗୁଡିକରେ ଖେଳିବାକୁ ଚାହୁଁଛନ୍ତି । ବିଶ୍ୱକପ ୨୦୧୯ ସମୟରେ ପାକିସ୍ତାନୀ ଟିମ ର ମହମ୍ମଦ ଆମିର ସାନଦାର ଖେଳ ଦେଖାଇଥିଲେ । କିନ୍ତୁ ଟିମ ଇଣ୍ଡିଆ ସାମ୍ନା ରେ ହାରିବାକୁ ପଡିଥିଲା ।

ଆତଙ୍କବାଦୀ ଦେଶ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି ଆମିର,ଏହି ଦେଶ ର ନାଗରିକତା ମାଗିଲେ, କାରଣ ଆଶ୍ଚଯ୍ୟଜନକ

ବ୍ରିଟେନ ର ନାଗରିକତା ପାଇଁ ମହମ୍ମଦ ଆମିର ଆବେଦନ କରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ସେ ବ୍ରିଟେନ ଠାରେ ଘର ମଧ୍ୟ କିଣିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ସେ ସେଠାରେ ସ୍ଥାଇ ରୂପ ରେ ରହିପାରିବେ । ଆମିର ୨୦୧୬ ରେ ବ୍ରିଟିଶ ନାଗରିକ ନର୍ଗିସ ମଲିକ ଙ୍କୁ ବିବାହ କରିଥିଲେ ।

ଆତଙ୍କବାଦୀ ଦେଶ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି ଆମିର,ଏହି ଦେଶ ର ନାଗରିକତା ମାଗିଲେ, କାରଣ ଆଶ୍ଚଯ୍ୟଜନକ

ଦ ଟ୍ରିବିଉନ ନାମକ ଏକ ପାକିସ୍ତାନ ର ଖବରକାଗଜ ଅନୁସାରେ ଆମିର ସ୍ପାଉଜ ଭିଜା (ପତ୍ନୀ ଙ୍କ ନାଗରିକତା ଆଧାର ଉପରେ ମିଳୁଥିବା ଭିଜା) ପାଇଁ ଆବେଦନ କରିଛନ୍ତି , ଆରମ୍ଭ ରେ ଏହା ୩୦ ମାସ ପାଇଁ ମିଳିଥାଏ ପରେ ଯଦି ସେହି ବ୍ୟକ୍ତି ନିୟମ ପୁରା କରିଥାନ୍ତି ତାହାଲେ ତାଙ୍କୁ ସ୍ଥାଇ ନାଗରିକତା ଆଉ ବ୍ରିଟିଶ ପାସପୋର୍ଟ ମଧ୍ୟ ମିଳିଥାଏ ।