ବାବା ମାନେ ଯୌନ ସମ୍ବନ୍ଧ ପାଇଁ ଏତେ ପାଗଳ କଣ ପାଇଁ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେ ବାବା ଧରା ପଡ଼ି ସାରିଲେଣି ସମସ୍ତେ ଯୌନରୋଗୀ। ବାବା ହେବା ପଛରେ ପ୍ରମୁଖ କାରଣ ହେଉଛି ନିଜର ଯୌନକ୍ଷୁଦା ମେଣ୍ଟାଇବା। ପୁଳାଏ ବୋକା ଲୋକଙ୍କୁ ଠକି ଦେଶ, ବିଦେଶରେ ଅମାପ ସମ୍ପତ୍ତି ଠୁଳ କରିବା, ଶହଶହ ଆଶ୍ରମ ଖୋଲି ନିଜ ଐଶ୍ଵର୍ଯ୍ୟର ସାମ୍ରାଜ୍ୟ ବିସ୍ତାର କରିବା। ପ୍ରତିଷ୍ଠା, ପ୍ରଭୁତ୍ଵ, ପ୍ରତିପତ୍ତି, ବାହୁବଳ, ଧନବଳ ଜରିଆରେ ଝିଅ, ବୋହୂମାନଙ୍କୁ ବଶୀଭୂତ କରି ନିଜ ପାଖରେ ରଖିବା ବାବାଙ୍କ ଅସଲ ସଉକ। ନିଜ ଭିତରେ ଥିବା ଲାଳସା କୁ
 
ବାବା ମାନେ ଯୌନ ସମ୍ବନ୍ଧ ପାଇଁ ଏତେ ପାଗଳ କଣ ପାଇଁ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେ ବାବା ଧରା ପଡ଼ି ସାରିଲେଣି ସମସ୍ତେ ଯୌନରୋଗୀ। ବାବା ହେବା ପଛରେ ପ୍ରମୁଖ କାରଣ ହେଉଛି ନିଜର ଯୌନକ୍ଷୁଦା ମେଣ୍ଟାଇବା। ପୁଳାଏ ବୋକା ଲୋକଙ୍କୁ ଠକି ଦେଶ, ବିଦେଶରେ ଅମାପ ସମ୍ପତ୍ତି ଠୁଳ କରିବା, ଶହଶହ ଆଶ୍ରମ ଖୋଲି ନିଜ ଐଶ୍ଵର୍ଯ୍ୟର ସାମ୍ରାଜ୍ୟ ବିସ୍ତାର କରିବା।

ବାବା ମାନେ ଯୌନ ସମ୍ବନ୍ଧ ପାଇଁ ଏତେ ପାଗଳ କଣ ପାଇଁ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରତିଷ୍ଠା, ପ୍ରଭୁତ୍ଵ, ପ୍ରତିପତ୍ତି, ବାହୁବଳ, ଧନବଳ ଜରିଆରେ ଝିଅ, ବୋହୂମାନଙ୍କୁ ବଶୀଭୂତ କରି ନିଜ ପାଖରେ ରଖିବା ବାବାଙ୍କ ଅସଲ ସଉକ। ନିଜ ଭିତରେ ଥିବା ଲାଳସା କୁ ମେଣ୍ଟେଇବା ଏମାଙ୍କର ଲକ୍ଷ୍ୟ ।ନିଜକୁ ଜ୍ଞାନୀ କୁହନ୍ତି । ଛୋଟ ପିଲାଙ୍କୁ ଭରସା ଦେଇ ନିଜର ହକ କୁ ତାଙ୍କ ଉପରେ ରଖନ୍ତି ।

ବାବା ମାନେ ଯୌନ ସମ୍ବନ୍ଧ ପାଇଁ ଏତେ ପାଗଳ କଣ ପାଇଁ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏମିତି କେତେ ଆଶାରାମ, ରାମ ରହିମ, ବାବା ବୀରେନ୍ଦ୍ର, ନିତ୍ୟାନନ୍ଦ, ସାରଥୀ, ସୁର..ଏବେବି ରାସଲୀଳା ଚଳାଇଛନ୍ତି। ଆଉ କେତେ ଯୌନ ପାଗଳ ବାବା ବନ୍ଧା ହେଲେ ବୋକା ଲୋକମାନେ ସୁଧୁରିବେ ଜଣା ପଡୁନି। ୩୩ କୋଟି ଦେବଦେବୀ ଥାଉ ଥାଉ ପୁଣି ଏଇ ଭଣ୍ଡ ବାବାମାନେ କାହିଁକି ଦରକାର ପଡୁଛନ୍ତି ବୁଝାପଡ଼ୁନି। ସେମାନଙ୍କଠାରୁ ମିଳୁଛି କ’ଣ ?

ବାବା ମାନେ ଯୌନ ସମ୍ବନ୍ଧ ପାଇଁ ଏତେ ପାଗଳ କଣ ପାଇଁ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏଇ ମୂର୍ଖମାନଙ୍କ ଯୋଗୁ କୁଡ଼ିଆ ଘରେ ରହୁଥିବା ବାବାଟିଏ ରାତାରାତି ରାଜମହଲ ବାଡେଇ ପକାଉଛି। ଲକ୍ଷଲକ୍ଷ ମୂର୍ଖ-ଶିକ୍ଷିତ ଶିଷ୍ୟଙ୍କ ଝାଳବୁହା ଟଙ୍କା ଯାଉଛି। ସେମାନଙ୍କ ଝିଅ, ବୋହୂ, ପତ୍ନୀ ବାବାଙ୍କ ଶଯ୍ୟାସଙ୍ଗିନୀ ସାଜୁଛନ୍ତି। ତଥାପି କାହା ଆଖି ଖୋଲୁନି। ଘରେ ବାପାମା’, ଗୁରୁଜନଙ୍କ କଥା ମାନୁ ନାହାନ୍ତି, ହେଲେ ବଳାତ୍କାରୀ ବାବାଙ୍କ ପଛରେ ଗୋଡାଉଛନ୍ତି।