ବାହା ହେବି ବୋଲି ଜିଦ କରି ୬୦ ବର୍ଷର ବୁଢା ବିବାହ କଲା, ତାପରେ ଝିଅଟି ବିବାହ କରି କଲା ଏମିତି କାମ …

ବେଳେ ବେଳେ ବାହା ହେବାର ନିଶା ମଣିଷ କୁ ଭାରି ପଡିଥାଏ । ଇନ୍ଦୋର ର ନିବାସୀ ୬୦ ବର୍ଷୀୟ ରୂପ ଦାସ ବୈରାଗୀ ବିଜୁଳି କମ୍ପାନୀରୁ ରିଟାୟର୍ଡ ହୋଇ ସାରିଛି ଓ ସେ ନୌଗାଂବର ସାଈଂ ଧାମ କଲୋନୀରେ ଏକ ଘର ବି କରି ରଖିଥିଲା । ରିପୋର୍ଟ ଅନୁସାରେ ତାର ପ୍ରଥମ ପତ୍ନୀ ବନ୍ଦନାର ୧୯୯୨ ମସିହାରେ ନିଧନ ହୋଇ ଯାଇଥିଲା । ତାର କୌଣସି ସନ୍ତାନ ବି ନ ଥିଲା । ଏହା
 
ବାହା ହେବି ବୋଲି ଜିଦ କରି ୬୦ ବର୍ଷର ବୁଢା ବିବାହ କଲା, ତାପରେ ଝିଅଟି ବିବାହ କରି କଲା ଏମିତି କାମ …

ବେଳେ ବେଳେ ବାହା ହେବାର ନିଶା ମଣିଷ କୁ ଭାରି ପଡିଥାଏ । ଇନ୍ଦୋର ର ନିବାସୀ ୬୦ ବର୍ଷୀୟ ରୂପ ଦାସ ବୈରାଗୀ ବିଜୁଳି କମ୍ପାନୀରୁ ରିଟାୟର୍ଡ ହୋଇ ସାରିଛି ଓ ସେ ନୌଗାଂବର ସାଈଂ ଧାମ କଲୋନୀରେ ଏକ ଘର ବି କରି ରଖିଥିଲା । ରିପୋର୍ଟ ଅନୁସାରେ ତାର ପ୍ରଥମ ପତ୍ନୀ ବନ୍ଦନାର ୧୯୯୨ ମସିହାରେ ନିଧନ ହୋଇ ଯାଇଥିଲା । ତାର କୌଣସି ସନ୍ତାନ ବି ନ ଥିଲା । ଏହା ପରେ ରିଟାୟର୍ଡ ହେବା ପରେ ବୃଦ୍ଧ ଅବସ୍ଥାରେ ଚିଡି ଯାଇ ରୂପ ଦାସ ବିବାହ କରିବା ପାଇଁ ନିଷ୍ପତି ନେଲା ଓ ଏହା ବିଷୟରେ ସେ ନିଜର ମିତ୍ର ଅଶୋକ ପ୍ରଜାପତକୁ କହିଲା ।

ବାହା ହେବି ବୋଲି ଜିଦ କରି ୬୦ ବର୍ଷର ବୁଢା ବିବାହ କଲା, ତାପରେ ଝିଅଟି ବିବାହ କରି କଲା ଏମିତି କାମ …

ଏହା ପରେ ଗତ ୧୮ ମେ ରେ ତାକୁ ୪୦ ରୁ ୪୫ ବର୍ଷର ବିଧବା ମହିଳାର ନମ୍ବର ଅଶୋକ ଠାରୁ ମିଳିଲା । ଅଶୋକ ସେହି ମହିଳା ପୂଜା ଓ ତାହାର ଭାଇ ଜିତେନ୍ଦ୍ରକୁ ରୂପ ଦାସ ଘରକୁ ବି ନେଇ ଆସିଲା । ଅଶୋକ ରୂପ ଦାସକୁ କହିଲା କି ଏହି ପରିବାରକୁ ନେଇ ତୁମକୁ କୌଣସି ବି ଚିନ୍ତା କରିବା ଦରକାର ନାହିଁ ।

ଏହା ପରେ ୨୨ ଜୁନରେ ଅଶୋକ ସନ୍ତୋଷୀ ମାତା ମନ୍ଦିରରେ ଦୁଇ ଜଣଙ୍କର ବିବାହ କରିଦେଲା । ବାହାଘର ପରେ ରୂପ ଦାସ ପୂଜାକୁ ନେଇ ନିଜ ଘରକୁ ଚାଲିଗଲେ ଓ ତାକୁ ନିଜର ଆଲମାରି ଏବଂ ଘରର ସମସ୍ତ ଚାବି ବି ଦେଇଦେଲା ।

ବାହା ହେବି ବୋଲି ଜିଦ କରି ୬୦ ବର୍ଷର ବୁଢା ବିବାହ କଲା, ତାପରେ ଝିଅଟି ବିବାହ କରି କଲା ଏମିତି କାମ …

ଏହା ପରେ ୨୯ ଜୁନରେ ରୂପ ଦାସ ନିଜ ଘରର ଦ୍ଵିତୀୟ ମହଲାରେ ଥିଲା ଓ ସେ ଯେତେବେଳେ ସେ ତଳକୁ ଆସିଲା ତେବେ ଦେଖିଲା କି ତାର ଆଲମାରି ଖୋଲା ଅଛି । ଏହା ପରେ ସେ ଜାଣି ପାରିଲା କି ଆଲମାରୀରୁ ନଗଦ ୩ ଲକ୍ଷ ଟଙ୍କା ଓ କିଛି ସୁନା ଚାନ୍ଦିର ଗହଣା ଗାୟବ ଅଛି । ମହିଳା ଙ୍କ ବିରୋଧ ରେ ରିପୋର୍ଟ କଲା ପରେ ବର୍ତମାନ ମହିଳା କୁ ପୋଲିସ ଧରି ନେଇଛି ।