କଣ ଆପଣ ପ୍ରତିଦିନ ହସ୍ତମେଥୁନ କରୁଛନ୍ତି କି ! ଏହାର ଭଲ ଓ ଖରାପ ଗୁଣ ବିଷୟରେ ଥରେ ନିଶ୍ଚିତ ପଢନ୍ତୁ

ଆମ ଦୁଆନିଆ ରେ ବହୁତ ଲୋକ ନିଜ ଜୀବନରେ ଉତେଜିତ ହୋଇ ହସ୍ତମେଥୁନ କରିଥାନ୍ତି, ଖାସ କରି ୧୮ ରୁ ୨୬ ବର୍ଷ ବୟସରେ ଏହା ଅଧିକ ମାତ୍ରା ରେ ଦେଖା ଯାଏ । ଯାହାକି ଏକ ସାମାନ୍ୟ କଥା ଅଟେ କିନ୍ତୁ ସବୁ ପୁରୁଷ ଭାବିଥାନ୍ତି ଯେ ହସ୍ତମେଥୁନ କମ୍ ବିପଦପୂର୍ଣ୍ଣ ଓ ସେକ୍ସର ସୁଖ ପାଇବା ପାଇଁ ସବୁଠାରୁ ସୁରକ୍ଷିତ ଉପାୟ କାରଣ ଏଥିରେ କୋୖଣସି ଯୈନ ସଂକ୍ରମଣ ରୋଗ ହେବାର ଆଶଙ୍କା ରହେ
 
କଣ ଆପଣ ପ୍ରତିଦିନ ହସ୍ତମେଥୁନ କରୁଛନ୍ତି କି ! ଏହାର ଭଲ ଓ ଖରାପ ଗୁଣ ବିଷୟରେ ଥରେ ନିଶ୍ଚିତ ପଢନ୍ତୁ

ଆମ ଦୁଆନିଆ ରେ ବହୁତ ଲୋକ ନିଜ ଜୀବନରେ ଉତେଜିତ ହୋଇ ହସ୍ତମେଥୁନ କରିଥାନ୍ତି, ଖାସ କରି ୧୮ ରୁ ୨୬ ବର୍ଷ ବୟସରେ ଏହା ଅଧିକ ମାତ୍ରା ରେ ଦେଖା ଯାଏ । ଯାହାକି ଏକ ସାମାନ୍ୟ କଥା ଅଟେ କିନ୍ତୁ ସବୁ ପୁରୁଷ ଭାବିଥାନ୍ତି ଯେ ହସ୍ତମେଥୁନ କମ୍ ବିପଦପୂର୍ଣ୍ଣ ଓ ସେକ୍ସର ସୁଖ ପାଇବା ପାଇଁ ସବୁଠାରୁ ସୁରକ୍ଷିତ ଉପାୟ କାରଣ ଏଥିରେ କୋୖଣସି ଯୈନ ସଂକ୍ରମଣ ରୋଗ ହେବାର ଆଶଙ୍କା ରହେ ନାହିଁ।

କଣ ଆପଣ ପ୍ରତିଦିନ ହସ୍ତମେଥୁନ କରୁଛନ୍ତି କି ! ଏହାର ଭଲ ଓ ଖରାପ ଗୁଣ ବିଷୟରେ ଥରେ ନିଶ୍ଚିତ ପଢନ୍ତୁ

ଡାକ୍ତର ଙ୍କ କହିବା ଅନୁସାରେ ଯଦି ଏହି କାର୍ଯ୍ୟକୁ ସଠିକ ସୀମାରେ ରହି କରାଯାଏ ତାହାଲେ କୋୖଣସି ଅସୁବିଧା ହୁଏନାହିଁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କ’ଣ ପ୍ରତିଦିନ ହସ୍ତମେଥୁନ କଲେ ଦୈନନ୍ଦିନ ଜୀବନରେ ଏହାର କେମିତି ପ୍ରଭାବ ପଡିବ।

କଣ ଆପଣ ପ୍ରତିଦିନ ହସ୍ତମେଥୁନ କରୁଛନ୍ତି କି ! ଏହାର ଭଲ ଓ ଖରାପ ଗୁଣ ବିଷୟରେ ଥରେ ନିଶ୍ଚିତ ପଢନ୍ତୁ

ସମ୍ଭୋଗ ସୁଖ ପ୍ରାପ୍ତ କରିବା ପାଇଁ ହସ୍ତମେଥୁନ ଏକ ସାମାନ୍ୟ ଉପାୟ ଅଟେ। ଯେଉଁଥିରେ ସେକ୍ସ ସୁଖ ପାଇବା ପାଇଁ ନିଜ ଗୁପ୍ତାଙ୍ଗରେ ନିଜେ ହାତ ମାରନ୍ତି। ଏହା ମହିଳା ଓ ପୁରୁଷ ଦୁହିଁଙ୍କ ପାଇଁ ଏକ ସାମାନ୍ୟ ଘଟଣା ଅଟେ। ଗୁପ୍ତାଙ୍ଗକୁ ଉତ୍ତେଜୀତ କରିବା ପାଇଁ ହାତ, ଆଙ୍ଗୁଳି, କିମ୍ବା ବଜାରରେ ମିଳୁଥିବା ଖେଳନା ଇତ୍ୟାଦି ବ୍ୟବହାର କରାଯାଏ। କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ରୁ ଅଧିକ ହସ୍ତମେଥୁନ କରିଥାନ୍ତି ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ ସୀମାରେ ରହି ଏହି କାର୍ଯ୍ୟକୁ ପୂରଣ କରନ୍ତି କିନ୍ତୁ ଏହାକୁ ସୀମା ଭିତରେ ରହି ପୂରଣ କରିବା ଉଚିତ୍ କାରଣ ପ୍ରତିଦିନ ହସ୍ତମେଥୁନ କରିବା ଫଳରେ ଆପଣଙ୍କ ଶରୀର କମଜୋର ହୋଇପାରେ କିମ୍ବା ଆପଣଙ୍କ ନିୟମିତ କାର୍ଯ୍ୟରେ ଏହା ବାଧା ସୃଷ୍ଟି କରିପାରେ ନହେଲେ ଆପଣଙ୍କ ଶୁକ୍ରାଣୁ ର ଗୁଣବତ୍ତା ଖରାପ୍ ହେବା ସହିତ ସ୍ମରଣ ଶକ୍ତି କମ୍ ହେବାର ସମ୍ଭାବନା ରହିଥାଏ।

କଣ ଆପଣ ପ୍ରତିଦିନ ହସ୍ତମେଥୁନ କରୁଛନ୍ତି କି ! ଏହାର ଭଲ ଓ ଖରାପ ଗୁଣ ବିଷୟରେ ଥରେ ନିଶ୍ଚିତ ପଢନ୍ତୁ

ଗୁପ୍ତରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ସୀମା ଭିତରେ ରହି ହସ୍ତମେଥୁନ କଲେ କୋୖଣସି ବିପଦ ନାହିଁ କିନ୍ତୁ ଅତି ରୁ ଅତ୍ୟଧିକ ଏହି କାର୍ଯ୍ଯ କଲେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତାହାଲେ ସାବଧାନ ରୁହନ୍ତୁ ଓ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।