ପାକିସ୍ତାନ କଲା ଭାରତ ସହିତ ସବୁ ବାଣିଜ୍ୟ ସଂପର୍କ ଛିନ୍ନ, କାହାର ହେବ ଅଧିକ ନ୍ୟଷ୍ଟି ! ପଢନ୍ତୁ ସମ୍ପୂର୍ଣ ଖବର

ଭାରତ ସହ ସମସ୍ତ ପ୍ରକାର କୁଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧମକ ଦେବା ପରେ ଭାରତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ନିଷ୍ପତି ପରେ ଛୋଟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଭାରତର ଅନେକ ବ୍ୟବସାହୀ ପାକିସ୍ତାନକୁ ସିମେଣ୍ଟ ଆମଦାନୀ କରୁଥିଲେ। ଏହା ପୂର୍ବରୁ ପୁଲଓ୍ଵାମ ହମଲା ପରେ ଭାରତ ପାକିସ୍ତାନୀ ସାମଗ୍ରୀ ଉପରେ ସୀମା
 
ପାକିସ୍ତାନ କଲା ଭାରତ ସହିତ ସବୁ ବାଣିଜ୍ୟ ସଂପର୍କ ଛିନ୍ନ, କାହାର ହେବ ଅଧିକ ନ୍ୟଷ୍ଟି ! ପଢନ୍ତୁ ସମ୍ପୂର୍ଣ ଖବର

ଭାରତ ସହ ସମସ୍ତ ପ୍ରକାର କୁଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଧମକ ଦେବା ପରେ ଭାରତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପାକିସ୍ତାନ କଲା ଭାରତ ସହିତ ସବୁ ବାଣିଜ୍ୟ ସଂପର୍କ ଛିନ୍ନ, କାହାର ହେବ ଅଧିକ ନ୍ୟଷ୍ଟି ! ପଢନ୍ତୁ ସମ୍ପୂର୍ଣ ଖବର

ଏହି ନିଷ୍ପତି ପରେ ଛୋଟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଭାରତର ଅନେକ ବ୍ୟବସାହୀ ପାକିସ୍ତାନକୁ ସିମେଣ୍ଟ ଆମଦାନୀ କରୁଥିଲେ। ଏହା ପୂର୍ବରୁ ପୁଲଓ୍ଵାମ ହମଲା ପରେ ଭାରତ ପାକିସ୍ତାନୀ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଥିଲା। ସେହି ସମୟରେ ଦୁଇ ଦେଶ ମଧ୍ୟରେ କାରବାରରେ ଝଟକା ଲାଗିଥିଲା।

ପାକିସ୍ତାନ କଲା ଭାରତ ସହିତ ସବୁ ବାଣିଜ୍ୟ ସଂପର୍କ ଛିନ୍ନ, କାହାର ହେବ ଅଧିକ ନ୍ୟଷ୍ଟି ! ପଢନ୍ତୁ ସମ୍ପୂର୍ଣ ଖବର

ଗୋଟିଏ ବିଜନେସ୍ ଟୁଡେର ଓ୍ଵେବସାଇଟ୍ ମୁତାବକ, ପାକିସ୍ତାନ ପ୍ରତିବର୍ଷ ୧୧୨.୮ ମିଲିୟନ ଡଲାର ଫଳ ରପ୍ତାନୀ କରିଥାଏ। ସିମେଣ୍ଟ ଉପରେ ପ୍ରତିବର୍ଷ ୭୮.୩ ମିଲିୟନ ଡଲାର, କେମିକାଲ ଉପରେ ୬୦.୪ ମିଲିୟନ ଓ ଖାଦ୍ୟର ରପ୍ତାନୀ ପ୍ରତି ବର୍ଷ ୩୪.୯ ମିଲିୟନ ଡଲାର ରପ୍ତାନୀ କରିଥାଏ। ଏହା ବ୍ୟତୀତ ପାକିସ୍ତାନ ଚମଡା ଏବଂ ଚମଡା ନିର୍ମିତ ସାମଗ୍ରୀ ମଧ୍ୟ ଭାରତକୁ ରପ୍ତାନୀ କରିଥାଏ।

ପାକିସ୍ତାନ କଲା ଭାରତ ସହିତ ସବୁ ବାଣିଜ୍ୟ ସଂପର୍କ ଛିନ୍ନ, କାହାର ହେବ ଅଧିକ ନ୍ୟଷ୍ଟି ! ପଢନ୍ତୁ ସମ୍ପୂର୍ଣ ଖବର

ପାକିସ୍ତାନ ପକ୍ଷରୁ ଭାରତକୁ ରପ୍ତାନୀ କରାଯାଉଥିବା ପ୍ରମୁଖ ୧୦ ଉତ୍ପାଦ ମଧ୍ୟରେ ତାଜା ଫଳ, ସିମେଣ୍ଟ, ପେଟ୍ରୋଲିୟମଜାତ ଉତ୍ପାଦ, ଖଣିଜ ଓ ଚମଡା ସାମିଲ। ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଗତିବିଧି ଉପରେ ନଜର ପକାଇଲେ ଜଣାଯାଏ ଯେ, ଦୁଇ ଦେଶ ମଧ୍ୟରେ ୨୦୧୪-୧୫ରୁ ଆମଦାନୀ ଓ ରପ୍ତାନୀ ହ୍ରାସ ପାଇବାରେ ଲାଗିଛି।