ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ ଶର୍ମା କାରଣ ଜାଣିଲେ ଆଶ୍ଚଯ୍ୟ ହେବେ, ଦେଖନ୍ତୁ ଫୋଟୋ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦
 
ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ ଶର୍ମା କାରଣ ଜାଣିଲେ ଆଶ୍ଚଯ୍ୟ ହେବେ, ଦେଖନ୍ତୁ ଫୋଟୋ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି।

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ ଶର୍ମା କାରଣ ଜାଣିଲେ ଆଶ୍ଚଯ୍ୟ ହେବେ, ଦେଖନ୍ତୁ ଫୋଟୋ

ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଓ୍ବିକେଟକିପର ରିଷଭ ପନ୍ତ ୬୫ ରନର ବିଜୟୀ ଇନିଂସ ଖେଳିଥିଲେ।

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ ଶର୍ମା କାରଣ ଜାଣିଲେ ଆଶ୍ଚଯ୍ୟ ହେବେ, ଦେଖନ୍ତୁ ଫୋଟୋ

ମ୍ୟାଚ୍‌ ପରେ ବିସିସିଆଇ ଟିଭିରେ ରିଷଭଙ୍କ ଏକ ସାକ୍ଷାତକାର ନେଇଥିଲେ ଭାରତୀୟ ଓପନର ରୋହିତ ଶର୍ମା। ସାକ୍ଷାତକାରବେଳେ ରୋହିତ ରିଷଭଙ୍କୁ ପନ୍ତ ବଦଳରେ ସନ୍ତ ଡାକିଦେଇଥିଲେ। ଏହି ଭୁଲ ପାଇଁ ପନ୍ତଙ୍କୁ କ୍ଷମା ମାଗିଥିଲେ ରୋହିତ।

ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ରୋହିତ ଶର୍ମା କାରଣ ଜାଣିଲେ ଆଶ୍ଚଯ୍ୟ ହେବେ, ଦେଖନ୍ତୁ ଫୋଟୋ

ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଭାରତୀୟ ଉଇକେଟକିପରଙ୍କ ଲାଗି ସର୍ବାଧିକ ସ୍କୋର। ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା। ତାଙ୍କ ଟି୨୦ କ୍ୟାରିୟରର ସର୍ବାଧକ ସ୍କୋର ହେଉଛି ୫୬। ସେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ୨୦୧୭ରେ ଏହି ଇନିଂସ ଖେଳିଥିଲେ। ଧୋନୀଙ୍କ ଅନୁପସ୍ଥିତିରେ ଓ୍ବେଷ୍ଟଇଣ୍ଡିଜରେ ସମସ୍ତ ଫର୍ମାଟ ପାଇଁ ଦଳରେ ଚୟନ ହୋଇଛନ୍ତି ପନ୍ତ।