ସେନାର ପୋଷାକ ପିନ୍ଧି ଧୋନି ପହଁଚିଲେ କାଶ୍ମୀର,ମାତ୍ର ଲୋକେ ଲଗାଇଲେ ବୁମ ବୁମ ଆଫ୍ରିଦିର ନାରା,ତାପରେ ହେଲା ଏମିତି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଯିବେ ନାହିଁ ବୋଲି ରୋକଠୋକ୍ ମନା କରି ଦେଇଥିଲେ । ଭାରତୀୟ ଅର୍ଦ୍ଧ ସାମରିକ ସେନାବାହିନୀରେ ଦୁଇ ମାସ ଟ୍ରେନିଂ ନେବେ ବୋଲି କହିଥିଲେ । ଧୋନୀ ଓ୍ବେଷ୍ଟଇଣ୍ଡିଜ ନଯାଇ ସେନାବାହିନାରେ ଟ୍ରେନିଂ ନାଉଛନ୍ତି । ଧୋନି ଆଜିକାଲି କାଶ୍ମୀର ଠାରେ ପୋଷ୍ଟିଂ ଅଛନ୍ତି, ଗୋଟେ ରିପୋର୍ଟ ଅନୁସାରେ ଭାରତ ସରକାର ଦ୍ୱାରା ଧାରା ୩୭୦ କୁ ସମାପ୍ତ କରି ଜାମୁ କାଶ୍ମୀର ର
 
ସେନାର ପୋଷାକ ପିନ୍ଧି ଧୋନି ପହଁଚିଲେ କାଶ୍ମୀର,ମାତ୍ର ଲୋକେ ଲଗାଇଲେ ବୁମ ବୁମ ଆଫ୍ରିଦିର ନାରା,ତାପରେ ହେଲା ଏମିତି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଯିବେ ନାହିଁ ବୋଲି ରୋକଠୋକ୍ ମନା କରି ଦେଇଥିଲେ । ଭାରତୀୟ ଅର୍ଦ୍ଧ ସାମରିକ ସେନାବାହିନୀରେ ଦୁଇ ମାସ ଟ୍ରେନିଂ ନେବେ ବୋଲି କହିଥିଲେ । ଧୋନୀ ଓ୍ବେଷ୍ଟଇଣ୍ଡିଜ ନଯାଇ ସେନାବାହିନାରେ ଟ୍ରେନିଂ ନାଉଛନ୍ତି ।

ସେନାର ପୋଷାକ ପିନ୍ଧି ଧୋନି ପହଁଚିଲେ କାଶ୍ମୀର,ମାତ୍ର ଲୋକେ ଲଗାଇଲେ ବୁମ ବୁମ ଆଫ୍ରିଦିର ନାରା,ତାପରେ ହେଲା ଏମିତି

ଧୋନି ଆଜିକାଲି କାଶ୍ମୀର ଠାରେ ପୋଷ୍ଟିଂ ଅଛନ୍ତି, ଗୋଟେ ରିପୋର୍ଟ ଅନୁସାରେ ଭାରତ ସରକାର ଦ୍ୱାରା ଧାରା ୩୭୦ କୁ ସମାପ୍ତ କରି ଜାମୁ କାଶ୍ମୀର ର ବିଶେଷ ରାଜ୍ୟ ର ଦରଜା ସମାପ୍ତ କରିଦେଇଛନ୍ତି । ଏହାଦ୍ୱାରା କାଶ୍ମିରୀଙ୍କ ମନ ରେ ଆକ୍ରୋଶ ଅଛି ।

ସେନାର ପୋଷାକ ପିନ୍ଧି ଧୋନି ପହଁଚିଲେ କାଶ୍ମୀର,ମାତ୍ର ଲୋକେ ଲଗାଇଲେ ବୁମ ବୁମ ଆଫ୍ରିଦିର ନାରା,ତାପରେ ହେଲା ଏମିତି

ପାକିସ୍ତାନୀ ଚ୍ୟାନେଲ ଏଆରବାଇ ଦ୍ୱାରା ଅପଲୋଡ଼ କରାଯାଇଥିବା ଭିଡିଓ ଅନୁସାରେ ବାରାମୁଲା ଠାରେ ମହେନ୍ଦ୍ର ସିଂ ଧୋନି ସେନା ର ପୋଷାକ ପିନ୍ଧି ନିଜ କାମ କରିବାକୁ ପହଞ୍ଚିଥିଲେ କିନ୍ତୁ ସେଠାରେ କାଶ୍ମିରୀ ତାଙ୍କୁ ସ୍ୱାଗତ କରିନଥିଲେ । ଏହି ଭଳି ଏହା ଜଣା ପଡିଥାଏ କି କାଶ୍ମୀର ଭଳି ସୁନ୍ଦର ରାଜ୍ୟ ରେ ମହେନ୍ଦ୍ର ସିଂ ଧୋନି ଙ୍କ କୋଣସି ଫ୍ୟାନ ନାହାନ୍ତି . କେବଳ ଏହା ନୁହେଁ ଯେବେ ସେ ପ୍ୟାରେଡ଼ କରୁଥିଲେ ତେବେ କାଶ୍ମିରୀ ବୁମ ବୁମ ଆଫ୍ରିଦି ର ନାରା ଲଗାଇ ମାହୋଲ କୁ ଗରମ କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ନିଜ ସ୍ୱଭାବ ଭଳି ମହେନ୍ଦ୍ର ସିଂ ଧୋନି ଏହା ଉପରେ କୋଣସି ପ୍ରତିକ୍ରିୟା ଦେଇନଥିଲେ ।

ସେନାର ପୋଷାକ ପିନ୍ଧି ଧୋନି ପହଁଚିଲେ କାଶ୍ମୀର,ମାତ୍ର ଲୋକେ ଲଗାଇଲେ ବୁମ ବୁମ ଆଫ୍ରିଦିର ନାରା,ତାପରେ ହେଲା ଏମିତି

କାଶ୍ମିରୀ ପାକିସ୍ତାନ ସହିତ ପାକିସ୍ତାନ ଖେଳାଳି ଙ୍କ ପ୍ରତି ନିଜ ସମର୍ଥନ ଦେଖାଇଥିଲେ । କିନ୍ତୁ ଦେଶ ବିଦେଶ ର କ୍ରିକେଟର ଧୋନି ଙ୍କୁ ଦେଶ ର ସେବା କରୁଥିବା ଦେଖି ସ୍ୱାଗତ ଏବଂ ସମର୍ଥନ କରୁଛନ୍ତି । ଧୋନି ଙ୍କ ଏପରି ଅନ୍ଦାଜ ଦେଖି ସମସ୍ତେ ଖୁସି ଅଛନ୍ତି ।