ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଲା ପାକିସ୍ତାନ, ଅଟା ଓ ଗହମ ସହ ଟମାଟୋ କିଲୋ ହେଲା ଏତେ ମାହାଙ୍ଗା

ବର୍ତମାନ ପାକିସ୍ତାନ ନିଜ ବାଣିଜ୍ୟ କାରୋବାର ବନ୍ଦ କରିଛି ଭାରତ ସହ, ଏହି ନିଷ୍ପତି ପରେ ଭାରତ ର ଛୋଟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ମାତ୍ର କାଙ୍ଗାଳର ଚରମ ସୀମା ରେ ଛିଡ଼ା ହୋଇଥିବା ପାକିସ୍ତାନରେ ଲୋକଙ୍କୁ ମହଙ୍ଗା ହୋଇ ଚାଲିଥିବା ଖାଦ୍ୟ ସାମଗ୍ରୀକୁ ନେଇ ନାନା ପ୍ରକାରର ଅସୁବିଧା ଭୋଗିବାକୁ ପଡ଼ୁଛି। ଏବେ ଗହମ ଏବଂ ଅଟା ଦର ଆକାଶଛୁଆଁ ହେଲାଣି। ଅବସ୍ଥା ଯେମିତି ସାଙ୍ଘାତିକ ନହୁଏ ଏଥିପାଇଁ ଇମ୍ରାନ ସରକାର ଗହମ ଓ
 
ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଲା ପାକିସ୍ତାନ, ଅଟା ଓ ଗହମ ସହ ଟମାଟୋ କିଲୋ ହେଲା ଏତେ ମାହାଙ୍ଗା

ବର୍ତମାନ ପାକିସ୍ତାନ ନିଜ ବାଣିଜ୍ୟ କାରୋବାର ବନ୍ଦ କରିଛି ଭାରତ ସହ, ଏହି ନିଷ୍ପତି ପରେ ଭାରତ ର ଛୋଟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ମାତ୍ର କାଙ୍ଗାଳର ଚରମ ସୀମା ରେ ଛିଡ଼ା ହୋଇଥିବା ପାକିସ୍ତାନରେ ଲୋକଙ୍କୁ ମହଙ୍ଗା ହୋଇ ଚାଲିଥିବା ଖାଦ୍ୟ ସାମଗ୍ରୀକୁ ନେଇ ନାନା ପ୍ରକାରର ଅସୁବିଧା ଭୋଗିବାକୁ ପଡ଼ୁଛି।

ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଲା ପାକିସ୍ତାନ, ଅଟା ଓ ଗହମ ସହ ଟମାଟୋ କିଲୋ ହେଲା ଏତେ ମାହାଙ୍ଗା

ଏବେ ଗହମ ଏବଂ ଅଟା ଦର ଆକାଶଛୁଆଁ ହେଲାଣି। ଅବସ୍ଥା ଯେମିତି ସାଙ୍ଘାତିକ ନହୁଏ ଏଥିପାଇଁ ଇମ୍ରାନ ସରକାର ଗହମ ଓ ଅଟାର ରପ୍ତାନୀ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ପାକିସ୍ତାନରେ କଳାବଜାରୀଙ୍କ ବିରୋଧରେ ସମଗ୍ର ଦେଶରେ ଅଭିଯାନ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଲା ପାକିସ୍ତାନ, ଅଟା ଓ ଗହମ ସହ ଟମାଟୋ କିଲୋ ହେଲା ଏତେ ମାହାଙ୍ଗା

ପାକିସ୍ତାନରେ ଏଥର ଗହମର ଉତ୍ପାଦନ ଗତ ବର୍ଷ ତୂଳନାରେ କମ ହୋଇଛି। ଫଳସ୍ଵରୂପ ଅଟାର ଉତ୍ପାଦନ ଗତ ବର୍ଷ ତୂଳନାରେ ୩୩ ପ୍ରତିଶତ କମ ହୋଇଛି। ଫଳରେ ଲୋକଙ୍କ ପାଇଁ ରୋଟି ଖାଇବା ମଧ୍ୟ ମହଙ୍ଗା ହୋଇ ପଡିଛି। ରୋଟି ଓ ଗହମରେ ପ୍ରସ୍ତୁତ ଉତ୍ପାଦନକୁ ନିୟନ୍ତ୍ରିତ କରିବା ପାଇଁ ଇମ୍ରାନ ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ନ୍ୟାସନାୋଲ ପ୍ରାଇସ ମନିଟରିଂ କମିଟିର ର ବୈଠକ ଡକାଇବାକୁ ବିଚାର କରୁଛନ୍ତି। ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ମାତ୍ର ଗୋଟିଏ ରୋଟିର ମୂଲ୍ୟ ୨୦ରୁ ୩୦ ଟଙ୍କାରେ ପହଞ୍ଚିଛି।

ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଲା ପାକିସ୍ତାନ, ଅଟା ଓ ଗହମ ସହ ଟମାଟୋ କିଲୋ ହେଲା ଏତେ ମାହାଙ୍ଗା

ଏହି ପଟେ ପାକିସ୍ତାନ ରେ ପାଣି ପାରିବ ର ଦର ମଧ୍ୟ କ୍ରମାଗତ ବୃଦ୍ଧି ପାଇଛି । ଟମାଟ କିଲୋ ୩୦୦ ଟଙ୍କା ଉପରେ ପହଂଚିଲାଣି । ଏହା ପରେ ଇମ୍ରାନଙ୍କ କ୍ୟାବିନେଟର ଇକୋନୋମିକ କୋଅର୍ଡିନେସନ କମିଟି(ଇସିସି) ବୁଧବାର ବୈଠକରେ ଏହି ସମସ୍ୟା ଉପରେ କିଛି ନିଷ୍ପତି ନେଇଛି ।