କାଶ୍ମୀରରେ ଧୋନୀ କଲେ ବଡ ଘୋଷଣା, କହିଲେ ଏବେ କ୍ରିକେଟ ଅପେକ୍ଷା ମୁଁ ଏମାନଙ୍କ ପାଇଁ କରିବି ଏହି କାମ

କ୍ରିକେଟରୁ କିଛି ଦିନ ପାଇଁ ବିଶ୍ରାମ ନେଇ ସେଞାରେ ଯୋଗ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଧାରା ୩୭୦ ଉଚ୍ଛେଦ ପରେ ଧୋନୀ ଲଦାଖରେ ୧୫ ଅଗଷ୍ଟରେ ତ୍ରିରଙ୍ଗା ଉଡାଇବାର ଆୟୋଜନ ପୂର୍ବରୁ କାଶ୍ମୀରରେ କରିଛନ୍ତି ଧୋନୀ ବଡ ଘୋଷଣା।ଅନୁଛେଦ ୩୭୦ ହଟିବା ପରେ ଧାରା ୧୪୪ ଲାଗୁ ହେଲା। ଏପରି ମୁସକିଲ ପରିସ୍ଥିତି ମଧ୍ୟରେ ଧୋନି କାଶ୍ମୀର ଠାରେ ବୁଲି-ବୁଲି ଛାତ୍ରଛାତ୍ରୀ ମାନଙ୍କ ସହିତ ଭେଟି ତାଙ୍କ ସମସ୍ୟା ର ସମାଧାନ କରୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ
 
କାଶ୍ମୀରରେ ଧୋନୀ କଲେ ବଡ ଘୋଷଣା, କହିଲେ ଏବେ କ୍ରିକେଟ ଅପେକ୍ଷା ମୁଁ ଏମାନଙ୍କ ପାଇଁ କରିବି ଏହି କାମ

କ୍ରିକେଟରୁ କିଛି ଦିନ ପାଇଁ ବିଶ୍ରାମ ନେଇ ସେଞାରେ ଯୋଗ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଧାରା ୩୭୦ ଉଚ୍ଛେଦ ପରେ ଧୋନୀ ଲଦାଖରେ ୧୫ ଅଗଷ୍ଟରେ ତ୍ରିରଙ୍ଗା ଉଡାଇବାର ଆୟୋଜନ ପୂର୍ବରୁ କାଶ୍ମୀରରେ କରିଛନ୍ତି ଧୋନୀ ବଡ ଘୋଷଣା।ଅନୁଛେଦ ୩୭୦ ହଟିବା ପରେ ଧାରା ୧୪୪ ଲାଗୁ ହେଲା। ଏପରି ମୁସକିଲ ପରିସ୍ଥିତି ମଧ୍ୟରେ ଧୋନି କାଶ୍ମୀର ଠାରେ ବୁଲି-ବୁଲି ଛାତ୍ରଛାତ୍ରୀ ମାନଙ୍କ ସହିତ ଭେଟି ତାଙ୍କ ସମସ୍ୟା ର ସମାଧାନ କରୁଛନ୍ତି।

କାଶ୍ମୀରରେ ଧୋନୀ କଲେ ବଡ ଘୋଷଣା, କହିଲେ ଏବେ କ୍ରିକେଟ ଅପେକ୍ଷା ମୁଁ ଏମାନଙ୍କ ପାଇଁ କରିବି ଏହି କାମ

ସମସ୍ତ ଛାତ୍ରଛାତ୍ରୀ ଙ୍କ କଥା ଶୁଣିବା ପରେ ଧୋନି ଏହା ଘୋଷଣା କରିଦେଇଛନ୍ତି କି ସେ ଜାମୁ କାଶ୍ମୀର ଠାରେ ସ୍ପୋର୍ଟ୍ସ କଲେଜ ଖୋଲିବେ। ସ୍ଥିତି ସାମାନ୍ୟ ହେବାପରେ କେନ୍ଦ୍ର ଶାସିତ ସରକାର ସହିତ କଥା ହେବେ ଆଉ ଯାହା ତାଙ୍କ ଦ୍ୱାରା ସାହାଯ୍ୟ ହୋଇପାରିବ ତାହା ସେ କାଶ୍ମୀର ର ପିଲାମାନଙ୍କ ପାଇଁ କରିବେ।

କାଶ୍ମୀରରେ ଧୋନୀ କଲେ ବଡ ଘୋଷଣା, କହିଲେ ଏବେ କ୍ରିକେଟ ଅପେକ୍ଷା ମୁଁ ଏମାନଙ୍କ ପାଇଁ କରିବି ଏହି କାମ

ଧୋନି ଙ୍କ ଏହି ଘୋଷଣା ପରେ କାଶ୍ମୀର ପିଲା ମାନଙ୍କ ଚେହେରା ଖୁସି ରେ ଖେଳି ଉଠିଛି। ତାଙ୍କୁ ଏହି କଥା ର ଖୁସି ଅଛି କି ଧୋନି ଙ୍କ ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପ ଉପରେ ଯଦି କାଶ୍ମୀର ଠାରେ ଟ୍ରେନିଙ୍ଗ ସ୍ପୋର୍ଟ୍ସ କଲେଜ ଖୋଲିଥାଏ ତାହାଲେ ତାକୁ ବିଶ୍ୱ ର ସବୁଠୁ ସଫଳ କ୍ୟାପଟେନ ଆଉ ଫିନିସର ଧୋନି ଙ୍କ ଠାରୁ କିଛି ଶିଖିବା ପାଇଁ ମିଳିବ।

କାଶ୍ମୀରରେ ଧୋନୀ କଲେ ବଡ ଘୋଷଣା, କହିଲେ ଏବେ କ୍ରିକେଟ ଅପେକ୍ଷା ମୁଁ ଏମାନଙ୍କ ପାଇଁ କରିବି ଏହି କାମ

କାଶ୍ମୀର ପିଲା ମାନଙ୍କ ପାଇଁ ଧୋନି ସ୍ପୋର୍ଟ୍ସ କଲେଜ ମଧ୍ଦ୍ୟାରେ ଫ୍ରି ଟ୍ରେନିଙ୍ଗ ଦେବାର କଥା କହିଛନ୍ତି। ଧୋନି ଙ୍କ ଏହି ପଦକ୍ଷେପ ଦ୍ୱାରା ନବଯୁବ ଙ୍କୁ କିଛି କରିବାର ମଉକା ମିଳିଵ ଆଉ ହୋଇପାରେ ଭବିଷ୍ୟ ରେ କାଶ୍ମୀର ର ଯୁବ ବର୍ଗ ଏକ ନୁଆଁ ଯୁଗ ର ଆରମ୍ଭ କରିପାରନ୍ତି।