ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ତିକ୍ତତା ଲାଗିରହିଥାଏ। ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ କୌଣସି ଡି ସୁଯୋଗ ହାତ ଛଡା କରୁନି। ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଅନେକ ପରିବର୍ତ୍ତନର ଆଭାସ ମିଳିବାକୁ ଲାଗିଲାଣି। ଏପର୍ଯ୍ୟନ୍ତ ଦେଶର ଧାର୍ମିକ କଟକଣାର ଚୌହଦୀ ଭିତରେ ରହୁଥିବା ପାକ୍ ଯୁବତୀ ଓ ମହିଳାମାନେ ଏବେ ମୁହଁଖୋଲି ମନର କଥା କହିବା ଆରମ୍ଭ କରିଛନ୍ତି। ଅବିବାହିତା ଯୁବତୀମାନେ ବିବାହ ନିମନ୍ତେ ଭାରତୀୟ
 
ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ତିକ୍ତତା ଲାଗିରହିଥାଏ। ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ କୌଣସି ଡି ସୁଯୋଗ ହାତ ଛଡା କରୁନି। ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଅନେକ ପରିବର୍ତ୍ତନର ଆଭାସ ମିଳିବାକୁ ଲାଗିଲାଣି। ଏପର୍ଯ୍ୟନ୍ତ ଦେଶର ଧାର୍ମିକ କଟକଣାର ଚୌହଦୀ ଭିତରେ ରହୁଥିବା ପାକ୍ ଯୁବତୀ ଓ ମହିଳାମାନେ ଏବେ ମୁହଁଖୋଲି ମନର କଥା କହିବା ଆରମ୍ଭ କରିଛନ୍ତି।

ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ଅବିବାହିତା ଯୁବତୀମାନେ ବିବାହ ନିମନ୍ତେ ଭାରତୀୟ ଯୁବକ ସେମାନଙ୍କ ପ୍ରଥମ ପସନ୍ଦ ବୋଲି କହିବା ଏବେ ପାକ୍ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପାକ୍ ଯୁବତୀମାନେ ଭାରତୀୟ ଯୁବକଙ୍କୁ ଜୀବନ ସାଥୀ କରିବାକୁ ଏତେ ଆଗ୍ରହୀ କାହିଁକି ଆସନ୍ତୁ ଜାଣିବା। ପ୍ରଥମତଃ ପରିବାରର ରକ୍ଷଣଶୀଳ ମହିଳା ଅଭିଭାବକ।

ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ପାକ୍ ଶାଶୁମାନେ ବେଶ କଠୋର। ମହିଳାଙ୍କ ସମସ୍ୟା ସେମାନେ ନିଜ ଭିତରେ ସମାଧାନ କରିବାକୁ ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଯେଉଁଥିପାଇଁ ଘରର ମହିଳାଙ୍କ ସମସ୍ୟା ପୁରୁଷଙ୍କ କାନକୁ ପ୍ରାୟତଃ ଯାଏନି, ଯଦି ବା ଯାଏ ସେମାନେ ଏଥିପ୍ରତି ପ୍ରତିକ୍ରିୟାଶୀଳ ବି ନୁହନ୍ତି। ଏଣୁ ରକ୍ଷଣଶୀଳ ଶାଶୁଙ୍କ ଯୋଗୁ ଅନେକ ଯୁବତୀ ପାକ୍ ଯୁବକଙ୍କୁ ବିବାହ କରିବା ଅର୍ଥାତ ଜୀବନ ବରବାଦ କରିବା ସହ ସମାନ ବୋଲି ଭାବନ୍ତି।

ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ଶାଶୁଙ୍କ ବ୍ୟତୀତ ଅନ୍ୟ ଯେଉଁ ସମସ୍ୟାଟି ହେଉଛି ତାହା ହେଉଛି ଅଶିକ୍ଷା। ପାକିସ୍ତାନରେ ଅନେକ ମୁସଲମାନ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା  ପ୍ରାଥମିକ ଶ୍ରେଣୀ ପର୍ଯ୍ୟନ୍ତ ବି ନୁହେଁ। ଏଣୁ ବଂଶାନୁକ୍ରମେ ଚଳିଆସୁଥିବା ପ୍ରଥାକୁ ପାଥେୟ କରି ସେମାନେ ବିବାହ ଓ ପରିବାର ନିର୍ବାହ କରିଆସୁଛନ୍ତି। ଯେଉଁ ବ୍ୟବସ୍ଥାରେ ମହିଳାଙ୍କ ସ୍ଥାନ ଅତ୍ୟନ୍ତ ଗୌଣ। ପତ୍ନୀଙ୍କ ଇଚ୍ଛା ଜାଣିବା ଦୂରର କଥା ସେମାନଙ୍କୁ ସନ୍ତାନ ଉତ୍ପାଦନର ମେସିନ ବୋଲି ଭାବନ୍ତି। ତେବେ ଭାରତୀୟ ଯୁବକ ଏ ବାବଦେ ସମ୍ପୂର୍ଣ୍ଣ ସ୍ୱାଧୀନ ଓ ପତ୍ନୀଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇଥାନ୍ତି।

ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ଅନ୍ୟପକ୍ଷରେ ଭାରତୀୟ ମହିଳାମାନେ ସେମାନଙ୍କ ନିଜ ମନର କଥା ସ୍ୱାମୀଙ୍କ ଆଗରେ ପ୍ରକାଶ କରିବାର ପୂର୍ଣ୍ଣ ସ୍ୱାଧୀନ ହୋଇଥିବା ବେଳେ ତାହା କିନ୍ତୁ ପାକିସ୍ତାନୀ ରକ୍ଷଣଶୀଳ ପରିବାରରେ  ସମ୍ଭବ ନୁହେଁ।  ଯେଉଁଥିଲାଗି ପାକ୍ ଯୁବତୀମାନେ ଭାରତୀୟ ଯୁବକଙ୍କୁ ବିବାହ ନିମନ୍ତେ ପସନ୍ଦ କରିବା ସ୍ୱଭାବିକ।ତେବେ ପାକିସ୍ତାନରେ ଯୁବତୀଙ୍କ ବିବାହ ପରିବାର ନିମନ୍ତେ ଢେର ମହଙ୍ଗା। ଏଠାରେ ଯୌତୁକ ପ୍ରଥା ଧର୍ମ ଅନୁସାରେ ପ୍ରଚଳିତ। ଏଣୁ ଝିଅ ବିବାହ କରିବାରେ ପାକିସ୍ତାନୀ ପରିବାର ନିଶ୍ୱ ହୋଇଯାଆନ୍ତି। ହେଲେ ଭାରତରେ ଏହା ଆଇନତଃ ଅଶିଦ୍ଧ।

ଧାରା ହଟିବା ପରେ ପାକିସ୍ତାନୀ ଯୁବତୀମାନେ କହିଲେ ବିବାହ ପାଇଁ ଭାରତୀୟ ଯୁବକ ଆମର ପ୍ରଥମ ପସନ୍ଦ, ଜାଣନ୍ତୁ କାରଣ

ତେବେ ସାମାଜିକ ଚଳଣି ଅନୁସାରେ ଭାରତରେ ଯୌତୁକ ପ୍ରଥା ଥିଲେବି ପାକିସ୍ତାନ ଭଳି ବାଧ୍ୟବାଧକତା ନୁହେଁ। ପାକିସ୍ତାନରେ ଏଥିଲାଗି ବିବାହର କିଛି ଦିନ ପରେ ମହିଳାଙ୍କୁ ତଲାକ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏବେ ଭାରତରେ ଏହା ବିରୋଧରେ ଆଇନ ମଧ୍ୟ ପ୍ରଣୟନ ହୋଇଛି।