ଶନିଦେବଙ୍କ ଅଶୁଭ ଦୃଷ୍ଟି ରୁ ବଂଚିବାକୁ ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

ଭଗବାନ ଶିବ ନିଜେ ଶନି ଦେବଙ୍କ ରଚନା କରିଥିଲେ, ଏହି କାରଣରୁ ଶନି ଙ୍କୁ ନ୍ୟାୟର ଦେବତା କୁହାଯାଏ। ସମସ୍ତେ ଜାଣନ୍ତି ଶନି ଦେବ ଙ୍କ ଦୃଷ୍ଟି ପଡିଲେ ମଣିଷ ଜୀବନ ରେ ବହୁତ କଷ୍ଟ ଆସିଥାଏ। ସେହି ପରି ଶନି ଦେବ ଙ୍କ କୃପା ପଡିଲେ ଜୀବନରେ ମଣିଷ ସଫଳ ହୋଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟ କଲେ ଶନି ଦେବ ରୁଷ୍ଟ ହୁଅନ୍ତି… ୧. ଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ କିଛି
 
ଶନିଦେବଙ୍କ ଅଶୁଭ ଦୃଷ୍ଟି ରୁ ବଂଚିବାକୁ ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

ଭଗବାନ ଶିବ ନିଜେ ଶନି ଦେବଙ୍କ ରଚନା କରିଥିଲେ, ଏହି କାରଣରୁ ଶନି ଙ୍କୁ ନ୍ୟାୟର ଦେବତା କୁହାଯାଏ। ସମସ୍ତେ ଜାଣନ୍ତି ଶନି ଦେବ ଙ୍କ ଦୃଷ୍ଟି ପଡିଲେ ମଣିଷ ଜୀବନ ରେ ବହୁତ କଷ୍ଟ ଆସିଥାଏ। ସେହି ପରି ଶନି ଦେବ ଙ୍କ କୃପା ପଡିଲେ ଜୀବନରେ ମଣିଷ ସଫଳ ହୋଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟ କଲେ ଶନି ଦେବ ରୁଷ୍ଟ ହୁଅନ୍ତି…

୧. ଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ କିଛି ଲୁହା ଜିନିଷ ନେଇ ଆସିଥା’ନ୍ତି ଶନିଦେବ ତାଙ୍କ ଉପରେ କୁଦୃଷ୍ଟି ପକାଇଥାନ୍ତି। ଶନିଦେବଙ୍କ ଖରାପ ଦୃଷ୍ଟି ପଡ଼ିବା ମାତ୍ରକେ ହିଁ ବ୍ୟକ୍ତି କାଙ୍ଗାଳ ହେବାକୁ ଲାଗିଥାଏ। ତେଣୁ ଶନିବାର ଦିନ ଲୁହାର ଦ୍ରବ୍ୟ କିଣିବା କଥା ନୁହେଁ ବରଂ ଦାନ କରିବା ଉଚିତ।

ଶନିଦେବଙ୍କ ଅଶୁଭ ଦୃଷ୍ଟି ରୁ ବଂଚିବାକୁ ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

୨. ଯେଉଁ ବ୍ୟକ୍ତି ଧନ ବଳରେ ଅସହାୟ ଏବଂ ଗରିବ ଲୋକଙ୍କୁ ଅପମାନିତ କରନ୍ତି, ଶନିଦେବ ତାଙ୍କ ଉପରେ ବକ୍ର ଦୃଷ୍ଟି ପକାଇଥାନ୍ତି।

ଶନିଦେବଙ୍କ ଅଶୁଭ ଦୃଷ୍ଟି ରୁ ବଂଚିବାକୁ ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

୩. କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭୁଲରେ ମଧ୍ୟ ଜୋତା ବା ଚପଲ ନେବା ଉଚିତ ନୁହେଁ। ଏହାଦ୍ବାରା ମଧ୍ୟ ଶନିଙ୍କର ଖରାପ ପ୍ରଭାବ ପଡ଼ିଥାଏ।

ଶନିଦେବଙ୍କ ଅଶୁଭ ଦୃଷ୍ଟି ରୁ ବଂଚିବାକୁ ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ

୪. ଶନିବାର ଦିନ ଘରକୁ ତେଲ ଆଣିବା ଉଚିତ ନୁହେଁ। କାରଣ ଏହି ଦିନରେ ଶନିଦେବଙ୍କୁ ତେଲ ଚଢ଼ା ଯାଇଥାଏ।