ବିଶ୍ଵକପ ଖେଳିଥିବା ପରେ ମଧ୍ୟ ଏହି କାରଣରୁ କ୍ରିକେଟ ଜଗତରୁ ଲୋପ ହୋଇଗଲା ଏହି ଦେଶର ଅସ୍ତିତ୍ବ

ଅନେକ ଦେଶ କ୍ରିକେଟ ଖେଳୁଛନ୍ତି ମାତ୍ର ସେଥିମଧ୍ୟରୁ ବହୁତ କମ ଦେଶକୁ ଆଇସିସି ମାନ୍ୟତା ପ୍ରଦାନ କରିଛି । କିଛି ଦେଶ ଏବେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ସଂଘର୍ଷ କରୁଛନ୍ତି ତ କିଛି ନୂଆ ଦେଶ କୁ ସୁଯୋଗ ମିଳିଛି । ମାତ୍ର କ୍ରିକେଟ ଜଗତ ର ଏମିତି ଏକମାତ୍ର ଟିମ ଥିଲା ଯିଏ ଗୋଟିଏ ସମୟରେ ଏକଦିଅଁବସୀୟ ବିଶ୍ୱକପ ର ଭାଗିଦାର ଥିଲା ଆଉ ଆଜି ଏହି ଟିମ ର ଅସ୍ତିତ୍ୱ ହିଁ ଶେଷ
 
ବିଶ୍ଵକପ ଖେଳିଥିବା ପରେ ମଧ୍ୟ ଏହି କାରଣରୁ କ୍ରିକେଟ ଜଗତରୁ ଲୋପ ହୋଇଗଲା ଏହି ଦେଶର ଅସ୍ତିତ୍ବ

ଅନେକ ଦେଶ କ୍ରିକେଟ ଖେଳୁଛନ୍ତି ମାତ୍ର ସେଥିମଧ୍ୟରୁ ବହୁତ କମ ଦେଶକୁ ଆଇସିସି ମାନ୍ୟତା ପ୍ରଦାନ କରିଛି । କିଛି ଦେଶ ଏବେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ସଂଘର୍ଷ କରୁଛନ୍ତି ତ କିଛି ନୂଆ ଦେଶ କୁ ସୁଯୋଗ ମିଳିଛି ।

ବିଶ୍ଵକପ ଖେଳିଥିବା ପରେ ମଧ୍ୟ ଏହି କାରଣରୁ କ୍ରିକେଟ ଜଗତରୁ ଲୋପ ହୋଇଗଲା ଏହି ଦେଶର ଅସ୍ତିତ୍ବ

ମାତ୍ର କ୍ରିକେଟ ଜଗତ ର ଏମିତି ଏକମାତ୍ର ଟିମ ଥିଲା ଯିଏ ଗୋଟିଏ ସମୟରେ ଏକଦିଅଁବସୀୟ ବିଶ୍ୱକପ ର ଭାଗିଦାର ଥିଲା ଆଉ ଆଜି ଏହି ଟିମ ର ଅସ୍ତିତ୍ୱ ହିଁ ଶେଷ ହୋଇଯାଇଛି । ଏହି ଟିମ କ୍ରିକେଟ ଇତିହାସ ର ପ୍ରଥମ ବିଶ୍ୱକପ ଖେଳିଥିବା ଇଷ୍ଟ ଆଫ୍ରିକା ଟିମ ଅଟେ ।

ବିଶ୍ଵକପ ଖେଳିଥିବା ପରେ ମଧ୍ୟ ଏହି କାରଣରୁ କ୍ରିକେଟ ଜଗତରୁ ଲୋପ ହୋଇଗଲା ଏହି ଦେଶର ଅସ୍ତିତ୍ବ

୧୯୭୫ ରେ ଖେଳା ଯାଇଥିବା ପ୍ରଥମ ବିଶ୍ୱକପ ମଧ୍ୟରେ ଇଷ୍ଟ ଆଫ୍ରିକା ଟିମ ମଧ୍ୟ ବିଶ୍ୱକପ ର ଭାଗିଦାର ଥିଲା କିନ୍ତୁ ଏହି ବିଶ୍ୱକପ ପରେ ଦ୍ୱିତୀୟ ଥର ଇଷ୍ଟ ଆଫ୍ରିକା ଟିମ ବିଶ୍ୱକପ ରେ ଦେଖା ଗଲା ନାହିଁ । ପ୍ରଥମ ବିଶ୍ୱକପ ରେ ମଧ୍ୟ ଇଷ୍ଟ ଆଫ୍ରିକା ର ପ୍ରଦର୍ଶନ ଭଲ ରହିନଥିଲା ଆଉ ଏହି ଟିମ କୁ ନିଜ ସମସ୍ତ ମ୍ୟାଚ ମଧ୍ୟରେ ହାର ର ସାମ୍ନା କରିବାକୁ ପଡିଥିଲା ।

ବିଶ୍ଵକପ ଖେଳିଥିବା ପରେ ମଧ୍ୟ ଏହି କାରଣରୁ କ୍ରିକେଟ ଜଗତରୁ ଲୋପ ହୋଇଗଲା ଏହି ଦେଶର ଅସ୍ତିତ୍ବ

ଇଷ୍ଟ ଆଫ୍ରିକା ଟିମ ମଧ୍ୟରେ କେନ୍ୟା, ତାଞ୍ଜାନିଆ, ଜାମ୍ବିଆ ଆଉ ୟୁଗାଣ୍ଡ ଦେଶ ର ଖେଳାଳି ସାମିଲ ଥିଲେ କିନ୍ତୁ ଆଜି ଏହି ଦେଶ ମାନଙ୍କ ପାଖରେ ନିଜର ଅଲଗା-ଅଲଗା ଟିମ ଅଛି ଆଉ ଇଷ୍ଟ ଆଫ୍ରିକା ଟିମ ର ଅସ୍ତିତ୍ୱ ଶେଷ ହୋଇଯାଇଛି ।