କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୋର୍ଟ ଅଫ୍ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଭାରତୀୟ ଦଳ ଡିଏଲଏସ୍ ନିୟମରେ ୫୯ ରନ୍ରେ ଜିତି ନେଇଛି । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି । ଏହା ପରେ ବିରାଟ କୋହଲି ମିୟାଦାଦ ଦ୍ୱାରା ୱେଷ୍ଟଇଣ୍ଡିଜ ବିପକ୍ଷରେ ୱାନଡେ ରେ ବନା
 
କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତୀୟ ଦଳ ଡିଏଲଏସ୍‌ ନିୟମରେ ୫୯ ରନ୍‌ରେ ଜିତି ନେଇଛି । ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି ।

କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏହା ପରେ ବିରାଟ କୋହଲି ମିୟାଦାଦ ଦ୍ୱାରା ୱେଷ୍ଟଇଣ୍ଡିଜ ବିପକ୍ଷରେ ୱାନଡେ ରେ ବନା ଯାଇଥିବା ସବୁଠୁ ବେଶୀ ରନ ର ରେକର୍ଡ କୁ ଭାଙ୍ଗିବାରୁ ୧୯ ରନ ଦୂର ରେ ଅଛନ୍ତି । ମିୟାଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଅନ୍ତିମ ୱାନଡେ ମ୍ୟାଚ ୧୯୯୩ ରେ ଖେଳା ଯାଇଥିଲା ଆଉ ଯଦି କୋହଲି ରବିବାର କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ରେ ୧୯ ରନ ସଂଗ୍ରହ କରିନିଅନ୍ତି ତାହାଲେ ସେ ପାକିସ୍ତାନ ର ଦିଗ୍ଗଜ ବ୍ୟାଟ୍ସମ୍ୟାନ ଙ୍କ 26 ବର୍ଷ ର ପୁରୁଣା ରେକର୍ଡ କୁ ଭାଙ୍ଗିଦେବେ ।

କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତୀୟ ବିସ୍ଫୋଟକ ଖେଳାଳି ରୋହିତ ବିଶ୍ୱକପ ୨୦୧୯ ରୁ ଲଗାତାର ଭଲ ଫର୍ମ ରେ ଚାଲୁଛନ୍ତି । ପ୍ରଥମ ୱାନଡେ ବର୍ଷା କାରଣ ରୁ ଧୋଇ ହୋଇଯାଇଥିବାରୁ ଦ୍ୱିତୀୟ ୱାନଡେ ରେ ରୋହିତ ପୁଣିଥରେ ନିଜ ବ୍ୟାଟ ଦ୍ୱାରା କରିସ୍ମା ଦେଖାଇବା ପାଇଁ ଚାହିଁବେ ।

କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମ୍ୟାଚ ପୂର୍ବ ରୁ ପ୍ରେସ କନ୍ଫରେନ୍ସ ସମୟରେ ଯେବେ କୋହଲି ଙ୍କୁ ପଚରା ଗଲା ଆପଣ ଟିମ ରେ କୋଉ ବ୍ୟାଟ୍ସମ୍ୟାନ ଙ୍କ ଉପରେ ଅଧିକ ଭରସା ଦେଖାଇ ଥାଆନ୍ତି । ତେବେ ସେ ପ୍ରଥମେ କହିଥିଲେ ସମସ୍ତ ବ୍ୟାଟ୍ସମ୍ୟାନ ଟିମ ପାଇଁ ସମାନ ଅଟନ୍ତି ଆଉ ସମସ୍ତଙ୍କ ଉପରେ ଭରସା ମୋରୋ ଅଛି । ଯେବେ ତାଙ୍କୁ କୁହାଗଲା କୋଣସି ଜଣେ ବ୍ୟାଟ୍ସମ୍ୟାନ ଙ୍କ ନାମ ନିଅନ୍ତୁ ତେବେ ସେ କହିଥିଲେ ରୋହିତ ଶର୍ମା ଙ୍କ ବ୍ୟାଟିଂ ଉପରେ ଟିମ କୁ ଆଉ ମତେ ସବୁଠୁ ଅଧିକ ଭରସା ରହିଥାଏ ।