ଜାଡେଜା ଧୋନିଙ୍କ ଜଣେ ବଡ ଫ୍ୟାନ ମାତ୍ର ତାଙ୍କ ଆଦର୍ଶ ଖେଳାଳି ଅନ୍ୟ ଜଣେ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରବୀନ୍ଦ୍ର ଜାଡେଜା ହଉଛନ୍ତି ଭାରତୀୟ ଟିମ ର ଯୁବ ଆଲ- ରାଉଣ୍ଡର । ସେ ୨୦୧୯ ବିଶ୍ୱକପ ସେମି ଫାଇନାଲ ରେ ଖେଳିଥିବା ମୂଲ୍ୟବାନ ଇନିଂସ ପାଇଁ ସମସ୍ତଙ୍କ ପସନ୍ଦିତା ଖେଳାଳି ହୋଇଥିଲେ । ଜାଡେଜା ଟେଷ୍ଟ କ୍ରିକେଟ ରେ ମଧ୍ୟ ନିଜ ନାମ ଆଇସିସି ରାଙ୍କୀଙ୍ଗ ରେ ଜଣେ ବୋଲର ହିସାବରେ ହାସଲ କରିଛନ୍ତି । ଗୋଟେ ଇଣ୍ଟରଭିଉ ରେ କିଛି ଦିନ ପୂର୍ବ ରୁ ଜାଡେଜା ବହୁ ପ୍ରଶ୍ନ ର ଉତ୍ତର ଦେଇଥିଲେ ।
 
ଜାଡେଜା ଧୋନିଙ୍କ ଜଣେ ବଡ ଫ୍ୟାନ ମାତ୍ର ତାଙ୍କ ଆଦର୍ଶ ଖେଳାଳି ଅନ୍ୟ ଜଣେ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରବୀନ୍ଦ୍ର ଜାଡେଜା ହଉଛନ୍ତି ଭାରତୀୟ ଟିମ ର ଯୁବ ଆଲ- ରାଉଣ୍ଡର । ସେ ୨୦୧୯ ବିଶ୍ୱକପ ସେମି ଫାଇନାଲ ରେ ଖେଳିଥିବା ମୂଲ୍ୟବାନ ଇନିଂସ ପାଇଁ ସମସ୍ତଙ୍କ ପସନ୍ଦିତା ଖେଳାଳି ହୋଇଥିଲେ । ଜାଡେଜା ଟେଷ୍ଟ କ୍ରିକେଟ ରେ ମଧ୍ୟ ନିଜ ନାମ ଆଇସିସି ରାଙ୍କୀଙ୍ଗ ରେ ଜଣେ ବୋଲର ହିସାବରେ ହାସଲ କରିଛନ୍ତି ।

ଜାଡେଜା ଧୋନିଙ୍କ ଜଣେ ବଡ ଫ୍ୟାନ ମାତ୍ର ତାଙ୍କ ଆଦର୍ଶ ଖେଳାଳି ଅନ୍ୟ ଜଣେ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୋଟେ ଇଣ୍ଟରଭିଉ ରେ କିଛି ଦିନ ପୂର୍ବ ରୁ ଜାଡେଜା ବହୁ ପ୍ରଶ୍ନ ର ଉତ୍ତର ଦେଇଥିଲେ । ସେ ସବୁ ମଧ୍ୟ ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର କହିବୁ…

ପ୍ରଶ୍ନ – ଟେଷ୍ଟ କ୍ରିକେଟ ମଧ୍ୟରେ ଶତକ ବା ୫ ଟି ୱିକେଟ ଆପଣ କଣ ପସନ୍ଦ କରିବେ ।

ଜାଡେଜା- ମୁଁ ଶତକ ଲଗାଇବା ପସନ୍ଦ କରିବି ।

ଜାଡେଜା ଧୋନିଙ୍କ ଜଣେ ବଡ ଫ୍ୟାନ ମାତ୍ର ତାଙ୍କ ଆଦର୍ଶ ଖେଳାଳି ଅନ୍ୟ ଜଣେ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପ୍ରଶ୍ନ- ଯଦି ଆପଣଙ୍କ ଉପରେ କୋଣସି ଫିଲ୍ମ ତିଆରି ହୁଏ, ତାହାଲେ ଆପଣ ସେଥିରେ ହିରୋ କାହାକୁ ଦେଖିବା ପାଇଁ ଚାହୁଁଛନ୍ତି ?

ଜାଡେଜା- ଇମରାନ ହାସମି ।

ପ୍ରଶ୍ନ- ଯେବେ ଆପଣ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ତେବେ ଆପଣ କେଉଁ ଖେଳାଳି ଙ୍କୁ ନିଜର ଆଦର୍ଶ ମାନୁଥିଲେ ?

ଜାଡେଜା ଧୋନିଙ୍କ ଜଣେ ବଡ ଫ୍ୟାନ ମାତ୍ର ତାଙ୍କ ଆଦର୍ଶ ଖେଳାଳି ଅନ୍ୟ ଜଣେ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଜାଡେଜା- ଯୁବରାଜ ସିଂ ।

ପ୍ରଶ୍ନ- ବିଶ୍ୱ କ୍ରିକେଟ ରେ ସବୁଠୁ ଭଲ ନିଶ କାହାର ?

ଜାଡେଜା- ମୋରୋ ଆଉ ଶିଖର ଧୱନ ଙ୍କ ।