କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କାଶ୍ମୀରରେ ଧାରା ଉଚ୍ଛେଦ ପରେ ଏବେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଛି। ତେବେ ଆପଣ ତ ଦେଖିଥିବେ କାଶ୍ମୀର ଲୋକମାନେ ଅଧିକ ଗୋରା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର କାରଣ। କାଶ୍ମୀରକୁ ହେଭେନ ଅନ ଆର୍ଥ, ଜନ୍ନତ ବା ଭୂ- ସ୍ବର୍ଗ କୁହାଯାଏ। କାଶ୍ମୀରର ପାଣି ପବନରେ ମଧ୍ୟ ଏକ ନିଆରା ଅନ୍ଦାଜ ରହିଛି। ଏହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ସେହି ସ୍ଥାନକୁ ଯିଏ
 
କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କାଶ୍ମୀରରେ ଧାରା ଉଚ୍ଛେଦ ପରେ ଏବେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଛି। ତେବେ ଆପଣ ତ ଦେଖିଥିବେ କାଶ୍ମୀର ଲୋକମାନେ ଅଧିକ ଗୋରା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର କାରଣ। କାଶ୍ମୀରକୁ ହେଭେନ ଅନ ଆର୍ଥ, ଜନ୍ନତ ବା ଭୂ- ସ୍ବର୍ଗ କୁହାଯାଏ। କାଶ୍ମୀରର ପାଣି ପବନରେ ମଧ୍ୟ ଏକ ନିଆରା ଅନ୍ଦାଜ ରହିଛି। ଏହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ସେହି ସ୍ଥାନକୁ ଯିଏ ଥରେ ଯାଏ ସେଠାର ଅନୁଭୂତି କେବେ ଭୁଲିପାରେ ନାହିଁ। ଏଥିପାଇଁ ବିଶ୍ବର କୋଣ କୋଣରୁ ଲୋକେ କାଶ୍ମୀର ବୁଲିବାକୁ ଆସନ୍ତି। ଏଭଳିକି କାଶ୍ମୀରର ଝିଅମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏହି ସ୍ଥାନର ଯୁବତୀମାନେ କୌଣସି ଅପସରା ବା ପରୀଙ୍କଠୁ କମ ନୁହଁନ୍ତି। ତେବେ ସେମାନଙ୍କ ଏହି ସୌନ୍ଦର୍ଯ୍ୟର ରାଜ କଣ ଜାଣନ୍ତୁ।

କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କାଶ୍ମୀରରେ ମିଳୁଥିବା କେଶର ସମଗ୍ର ବିଶ୍ବରେ ପ୍ରସିଦ୍ଧ ।ସ୍ପେନ ପରେ କାଶ୍ମୀରରେ ସବୁଠୁ ଭଲ ଓ ବେଷ୍ଟ କ୍ବାଲିଟିର କେଶର ମିଳେ। କେଶର ତ୍ବଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଚେହେରାର ଗୋରାପଣ ବଢାଇବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢାଏ। କେଶର ଦ୍ବାରା ତ୍ବଚାରେ ଅଧିକ ଗ୍ଲୋ ଆସେ। କାଶ୍ମୀରର ଯୁବତୀମାନେ ଚନ୍ଦନ ପାଉଡର ଓ କେଶରକୁ କ୍ଷୀର ସହ ମିଶାଇ ପେଷ୍ଟ ତିଆରି କରନ୍ତି। ଏହି ପେଷ୍ଟ ସେମାନେ ପ୍ରତିଦିନ ଚେହେରାରେ ଲଗାନ୍ତି।

କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କାଶ୍ମୀରର ଲୋକେ ଅଧିକ ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତି। ସେଠାରେ ପାଣିପାଗ ଥଣ୍ଡା ଥିବାରୁ ସ୍କିନରେ ସବୁବେଳେ ଚମକ ରହେ। ଅଧିକ ଶୀତ ଯୋଗୁଁ ସ୍କିନ ଡ୍ରାଏ ହୋଇଯାଏ। ଫଳରେ ସେଠାର ଝିଅମାନେ ଡ୍ରାଏନେସକୁ ଦୂର କରିବା ପାଇଁ ନ୍ୟାଚୁରାଲ ପ୍ରଡକ୍ଟ ବ୍ୟବହାର କରନ୍ତି। ଲହୁଣୀକୁ ବେସନ ସହ ମିଶାଇ ଚେହେରାରେ ଲଗାନ୍ତି। ପ୍ରତି ସପ୍ତାହ ୨-୩ ଦିନ ମଧ୍ୟରେ ୨୦ ମିନ୍‌ଟ ପାଇଁ ଏହି ପ୍ରକ୍ରିୟା କଲେ ଚେହେରାରେ ଚମକ ଆସେ ଓ ଡ୍ରାଏନେସ ହଟିଥାଏ। ଏଭଳି ନ୍ୟାଚୁରାଲ ଓ ଘରୋଇ ଟିପ୍ସ କରିଲେ ଚେହେରା ଜଡିତ ସବୁ ସମସ୍ୟା ଦୂର ହୋଇଥାଏ।

କାଶ୍ମୀରର ଯୁବତୀମାନେ କାହିଁକି ଏତେ ଗୋରା ଓ ସୁନ୍ଦରୀ ହୋଇଥାନ୍ତି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କେବଳ ସେତିକି ନୁହେଁ କାଶ୍ମୀରରେ ଅଧିକ ମାତ୍ରାରେ ଆଖରୋଟ ମିଳେ। ଅଧିକାଂଶ ଝିଅ ନିଜ କେଶ ମଜବୁତ କରିବା ପାଇଁ ଆଖରୋଟ ବ୍ୟବହାର କରନ୍ତି। ଆଖରୋଟରେ ଭରପୁର ମାତ୍ରାର ପୋଟାସିଅମ୍‌, ଓମେଗା-୩, ଓମେଗା-୬, ଓମେଗା-୯, ଓ ଅନେକ ଫ୍ୟାଟି ଏସିଡ୍‌ ଉପସ୍ଥିତ ଥାଏ ।ଏହି ସବୁ ଭିଟାମିନ୍‌ କେଶ ମଜବୁତ ରଖେ। ଲମ୍ବା ଓ ଗହଳ କେଶ ପାଇଁ ସେଠାର ମହିଳାମାନେ ଆଖରୋଟ ତେଲ ଲଗାନ୍ତି। ଏଥିପାଇଁ କାଶ୍ମୀରର ଝିଅମାନେ ଅଧିକ ସୁନ୍ଦର ଥାନ୍ତି।