୨୭ ଟି ଟେଷ୍ଟ ମ୍ୟାଚ ପରେ ରୋହିତ-ବିରାଟ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ଦେଖନ୍ତୁ ସ୍କୋରକାର୍ଡ଼

ଭାରତୀୟ ଦଳ ର ୨ ଟି ସର୍ବଶ୍ରେଷ୍ଠ ଖେଳାଳି ହଉଛନ୍ତି ବିରାଟ କୋହଲି ଆଉ ରୋହିତ ଶର୍ମା । ଜଣେ ଦୁନିଆ ର ନମ୍ବର ୧ ଖେଲଲି ତ ଅନ୍ୟ ଜଣେ ନବର ୨ ସ୍ଥାନ ରେ ଅଛି । ମାତ୍ର ରୋହିତ ଶର୍ମା ଙ୍କ ପ୍ରଦର୍ଶନ ଟେଷ୍ଟ ମ୍ୟାଚ ରେ ଟିକିଏ ଫିକା ପଡି ଯାଉଛି । ଏବେ ପର୍ଯ୍ୟନ୍ତ ରୋହିତ ଶର୍ମା ୨୭ ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ଚାଲନ୍ତୁ ଆଜି ଆମେ ରୋହିତ
 
୨୭ ଟି ଟେଷ୍ଟ ମ୍ୟାଚ ପରେ ରୋହିତ-ବିରାଟ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ଦେଖନ୍ତୁ ସ୍କୋରକାର୍ଡ଼

ଭାରତୀୟ ଦଳ ର ୨ ଟି ସର୍ବଶ୍ରେଷ୍ଠ ଖେଳାଳି ହଉଛନ୍ତି ବିରାଟ କୋହଲି ଆଉ ରୋହିତ ଶର୍ମା । ଜଣେ ଦୁନିଆ ର ନମ୍ବର ୧ ଖେଲଲି ତ ଅନ୍ୟ ଜଣେ ନବର ୨ ସ୍ଥାନ ରେ ଅଛି । ମାତ୍ର ରୋହିତ ଶର୍ମା ଙ୍କ ପ୍ରଦର୍ଶନ ଟେଷ୍ଟ ମ୍ୟାଚ ରେ ଟିକିଏ ଫିକା ପଡି ଯାଉଛି ।

୨୭ ଟି ଟେଷ୍ଟ ମ୍ୟାଚ ପରେ ରୋହିତ-ବିରାଟ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ଦେଖନ୍ତୁ ସ୍କୋରକାର୍ଡ଼

ଏବେ ପର୍ଯ୍ୟନ୍ତ ରୋହିତ ଶର୍ମା ୨୭ ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ଚାଲନ୍ତୁ ଆଜି ଆମେ ରୋହିତ ଏବଂ ବିରାଟଙ୍କ ସ୍କୋରବୋଡ଼ ଉପରେ ନଜର ପକେଇବା ଆଉ ଦେଖିବା ୨୭ ମ୍ୟାଚ ଖେଳିସାରିବା ପରେ ଦୁଇଜଣଙ୍କ ଭିତରେ କିଏ ସବୁଠୁ ସର୍ବଶ୍ରେଷ୍ଠ ଖେଳାଳି।

୨୭ ଟି ମ୍ୟାଚ ଖେଳିସାରିବା ପରେ ବିରାଟ କୋହଲିଙ୍କ ସ୍କୋରବୋଡ଼

୨୭ ଟି ଟେଷ୍ଟ ମ୍ୟାଚ ପରେ ରୋହିତ-ବିରାଟ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ଦେଖନ୍ତୁ ସ୍କୋରକାର୍ଡ଼

ବିରାଟ କୋହଲି ତାଙ୍କ କ୍ୟାରିଅର ର ଆରମ୍ଭର ୨୭ ଟି ମ୍ୟାଚ ରେ ୪୭ ଥର ବ୍ୟାଟିଙ୍ଗ କରିଥିଲେ। ସିଏ ୪୭.୩୭ ଔଷତ ସହ ୧୮୨୨ ରନ ବନେଇଥିଲେ। କୋହଲିଙ୍କ ଷ୍ଟାଇକି ରେଟ ସେହି ସମୟରେ ୫୦.୩୩ ରହିଥିଲା। ସିଏ ସେହିସମୟରେ ୬ ଟି ଶତକ ଏବଂ ୯ ଟି ଅର୍ଧଶତକ ମଧ୍ୟ ଲାଗେଇଥିଲେ। କୋହଲିଙ୍କ ସେହିସମୟରେ ସବୁଠୁ ବେଶି ରନ ୧୧୯ ଥିଲା।

୨୭ ଟି ମ୍ୟାଚ ଖେଳିସାରିବା ପରେ ରୋହିତ ଶର୍ମାଙ୍କ ସ୍କୋରବୋଡ଼

୨୭ ଟି ଟେଷ୍ଟ ମ୍ୟାଚ ପରେ ରୋହିତ-ବିରାଟ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ଦେଖନ୍ତୁ ସ୍କୋରକାର୍ଡ଼

ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିଅର ରେ ୨୭ ଟି ମ୍ୟାଚ ଖେଳି ସେଥିରେ ୪୭ ଥର ବ୍ୟାଟିଙ୍ଗ କରି ୩୯.୬୨ ଔଷତ ଏବଂ ୫୫.୦୨ ଷ୍ଟାଇକି ରେଟ ସହିତ ୧୫୮୫ ରନ ବନେଇଛନ୍ତି। ରୋହିତଙ୍କର ଟେଷ୍ଟ କ୍ରିକେଟରେ ସବୁଠାରୁ ସର୍ବାଧିକ ରନ ହେଉଛି ୧୭୭ ରନ।