ଦୁନିଆରେ ଏପରି ଜାଗା ଯେଉଁଠାରେ ନିଜ ଝିଅକୁ ବିବାହ କରିଥାନ୍ତି ବାପା, କାରଣ ଜାଣିଲେ ଆପଣ ହେବେ ଚକିତ

ଦୁନିଆରେ ଏପରି ଅନେକ ଦେଶ ଅଛି, ଯିଏ ନିଜର ଅଦ୍ଭୁତ ନିୟମ ପାଇଁ ଚର୍ଚ୍ଚାରେ ରହିଥାଏ । ଏପରି ଏକ ଦେଶ ହେଉଛି ଇରାନ, ଏହି ଦେଶରେ ଏପରି ନିୟମ ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହାତ ମିଲାଇବା ଠାରୁ ଶାରିରୀକ ସମ୍ପର୍କ ରଖିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଉପରେ ବିଭିନ୍ନ ନିୟମ ଲାଗୁ କରାଯାଏ । ଇରାନରେ ମହିଲାମାନେ ଅଜଣା ପୁରୁଷ ସହ ହାତ ମଳାଇବାକୁ ଅପରାଧ ମନାଯାଇଥାଏ
 
ଦୁନିଆରେ ଏପରି ଜାଗା ଯେଉଁଠାରେ ନିଜ ଝିଅକୁ ବିବାହ କରିଥାନ୍ତି ବାପା, କାରଣ ଜାଣିଲେ ଆପଣ ହେବେ ଚକିତ

ଦୁନିଆରେ ଏପରି ଅନେକ ଦେଶ ଅଛି, ଯିଏ ନିଜର ଅଦ୍ଭୁତ ନିୟମ ପାଇଁ ଚର୍ଚ୍ଚାରେ ରହିଥାଏ । ଏପରି ଏକ ଦେଶ ହେଉଛି ଇରାନ, ଏହି ଦେଶରେ ଏପରି ନିୟମ ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହାତ ମିଲାଇବା ଠାରୁ ଶାରିରୀକ ସମ୍ପର୍କ ରଖିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଉପରେ ବିଭିନ୍ନ ନିୟମ ଲାଗୁ କରାଯାଏ ।

ଦୁନିଆରେ ଏପରି ଜାଗା ଯେଉଁଠାରେ ନିଜ ଝିଅକୁ ବିବାହ କରିଥାନ୍ତି ବାପା, କାରଣ ଜାଣିଲେ ଆପଣ ହେବେ ଚକିତ

ଇରାନରେ ମହିଲାମାନେ ଅଜଣା ପୁରୁଷ ସହ ହାତ ମଳାଇବାକୁ ଅପରାଧ ମନାଯାଇଥାଏ । ମହିଳା ଯଦି କୌଣସି ଅଜଣା ପୁରୁଷ ସହ ହାତ ମିଳାଉଥିବା ଦେଖିବାକୁ ମିଳିଥାଏ ତାହାଲେ ତାଙ୍କୁ ଗିରଫ କରାଯାଏ । ଏଠାରେ ମହିଳାମାନେ ଟାଇଟ୍‌ ଡ୍ରେସ୍‌ ପିନ୍ଧିଲେ ଅପରାଧି ବୋଲି ମନାଯାଏ ।

ଦୁନିଆରେ ଏପରି ଜାଗା ଯେଉଁଠାରେ ନିଜ ଝିଅକୁ ବିବାହ କରିଥାନ୍ତି ବାପା, କାରଣ ଜାଣିଲେ ଆପଣ ହେବେ ଚକିତ

ଏହା ସହ ଏଠାରେ ଏପରି ନିୟମ ଅଛି ଯେ ମହିଳାମାନେ ତାଙ୍କ ପତିଙ୍କୁ ତାଙ୍କ ସହ ସମ୍ପର୍କ ରଖିବାକୁ ମନା କରିପାରିବେ ନାହିଁ । ଏହି ଦେଶରେ ମହିଳାମାନଙ୍କୁ ଷ୍ଟାଡିୟମରେ ପୁରୁଷଙ୍କ ଖେଳ ଦେଖିପାରିବେ ନାହିଁ। ଇରାନରେ ପୁରୁଷମାନେ ମହିଳାଙ୍କୁ ତଲାକ ଦେବାର ଅଧିକାର ଅଛି କିନ୍ତୁ ମହିଳାମାନେ ପୁରୁଷମାନଙ୍କୁ ତଲାକ ମାଗି ପାରିବେ ନାହିଁ ।

ଦୁନିଆରେ ଏପରି ଜାଗା ଯେଉଁଠାରେ ନିଜ ଝିଅକୁ ବିବାହ କରିଥାନ୍ତି ବାପା, କାରଣ ଜାଣିଲେ ଆପଣ ହେବେ ଚକିତ

ଇରାନରେ ସବୁଠୁ ଆଶ୍ଚର୍ଯ୍ୟ କଲା ଭଲି ନିୟମ ହେଉଛି ଏଠାରେ ପିତା ନିଜ ଝିଅକୁ ବିବାହ କରିପାରିବେ । ୨୦୧୩ ମସିହାରେ ଇରାନରେ ଏହି ଆଇନ ପାସ୍‌ ହୋଇଥିଲା । ଯାହା ବଳରେ ପିତା ପୌଷ୍ୟ କନ୍ୟା ସନ୍ତାନକୁ ବିବାହ କରିପାରିବେ, କିନ୍ତୁ ଏଥିପାଇଁ କନ୍ୟାର ବୟସ ୧୩ ବର୍ଷ ହୋଇଥିବା ଦରକାର ।