ଏବେଏବେ ଏହି ବରିଷ୍ଠ ଅଭିନେତ୍ରୀଙ୍କ ହେଲା ଦେହାନ୍ତ, ସଲମାନଙ୍କ ସହ କରିଥିଲେ ଶେଷ ଫିଲ୍ମ, ଶୋକରେ ବୁଡିଲା ଫିଲ୍ମ ଜଗତ

ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ଆଜି ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
 
ଏବେଏବେ ଏହି ବରିଷ୍ଠ ଅଭିନେତ୍ରୀଙ୍କ ହେଲା ଦେହାନ୍ତ, ସଲମାନଙ୍କ ସହ କରିଥିଲେ ଶେଷ ଫିଲ୍ମ, ଶୋକରେ ବୁଡିଲା ଫିଲ୍ମ ଜଗତ

ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ଆଜି ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ।

ଏବେଏବେ ଏହି ବରିଷ୍ଠ ଅଭିନେତ୍ରୀଙ୍କ ହେଲା ଦେହାନ୍ତ, ସଲମାନଙ୍କ ସହ କରିଥିଲେ ଶେଷ ଫିଲ୍ମ, ଶୋକରେ ବୁଡିଲା ଫିଲ୍ମ ଜଗତ

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଏବେଏବେ ଏହି ବରିଷ୍ଠ ଅଭିନେତ୍ରୀଙ୍କ ହେଲା ଦେହାନ୍ତ, ସଲମାନଙ୍କ ସହ କରିଥିଲେ ଶେଷ ଫିଲ୍ମ, ଶୋକରେ ବୁଡିଲା ଫିଲ୍ମ ଜଗତ

ମାତ୍ର ୧୮ ବର୍ଷ ବୟସରେ ବିଦ୍ୟା ଅଭିନୟ ଜଗତରେ ପାଦ ଦେଇଥିଲେ। ସଲମାନ ଖାନ୍‌ଙ୍କ ‘ବଡିଗାର୍ଡ’ ଫିଲ୍ମରେ ଶେଷଥର ପାଇଁ ତାଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା।

ଏବେଏବେ ଏହି ବରିଷ୍ଠ ଅଭିନେତ୍ରୀଙ୍କ ହେଲା ଦେହାନ୍ତ, ସଲମାନଙ୍କ ସହ କରିଥିଲେ ଶେଷ ଫିଲ୍ମ, ଶୋକରେ ବୁଡିଲା ଫିଲ୍ମ ଜଗତ