ଝିଅଙ୍କୁ ଘୋଡା ବନାଇ ଫସିଗଲେ ପପୁ ପମ୍‌ପମ୍, ଜାଣନ୍ତୁ ଏହି ଫିଲ୍ମ ପୋଷ୍ଟର ପଛର ପୂରା ରହସ୍ୟ

ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍ପମ୍ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଥିବା ଏକ ଓଡିଆ ଫିଲ୍ମର ଭାଇରାଲ୍ ଫୋଷ୍ଟରକୁ ଦେଖିଲେ ଏହା ହିଁ କହି ହେବ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି। ତେବେ ସିନେମା ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ
 
ଝିଅଙ୍କୁ ଘୋଡା ବନାଇ ଫସିଗଲେ ପପୁ ପମ୍‌ପମ୍, ଜାଣନ୍ତୁ ଏହି ଫିଲ୍ମ ପୋଷ୍ଟର ପଛର ପୂରା ରହସ୍ୟ

ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଥିବା ଏକ ଓଡିଆ ଫିଲ୍ମର ଭାଇରାଲ୍ ଫୋଷ୍ଟରକୁ ଦେଖିଲେ ଏହା ହିଁ କହି ହେବ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି।

ଝିଅଙ୍କୁ ଘୋଡା ବନାଇ ଫସିଗଲେ ପପୁ ପମ୍‌ପମ୍, ଜାଣନ୍ତୁ ଏହି ଫିଲ୍ମ ପୋଷ୍ଟର ପଛର ପୂରା ରହସ୍ୟ

ତେବେ ସିନେମା ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଏହି ବିବାଦ ଜୋର୍‌ ଧରିଛି। ପୋଷ୍ଟରଟିରେ ପପୁ ୭ଜଣ ଝିଅଙ୍କ ସହ ଅଛନ୍ତି। ଉକ୍ତ ୭ ଝିଅଙ୍କ ବେକରେ ଲାଗିଥିବା ଦଉଡିକୁ ପପୁ ଧରିଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରଟି ରିଲିଜ୍‌ ହେବା ପରେ ପପୁଙ୍କ ଏହି ଅବତାରକୁ ଦର୍ଶକ ପ୍ରଶଂସା କରିବା ପରିବର୍ତ୍ତେ କଡ଼ା ସମାଲୋଚନା କରୁଛନ୍ତି ।

ଝିଅଙ୍କୁ ଘୋଡା ବନାଇ ଫସିଗଲେ ପପୁ ପମ୍‌ପମ୍, ଜାଣନ୍ତୁ ଏହି ଫିଲ୍ମ ପୋଷ୍ଟର ପଛର ପୂରା ରହସ୍ୟ

ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଭଉୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ କରୁଛନ୍ତି। ଏଭଳି ଶସ୍ତା ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏ ନେଇ ଏପର୍ଯ୍ୟନ୍ତ ପପୁ ପମପମ କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

ଝିଅଙ୍କୁ ଘୋଡା ବନାଇ ଫସିଗଲେ ପପୁ ପମ୍‌ପମ୍, ଜାଣନ୍ତୁ ଏହି ଫିଲ୍ମ ପୋଷ୍ଟର ପଛର ପୂରା ରହସ୍ୟ

ପୂର୍ବରୁ କାଷ୍ଟିଂକାଉଚ୍ ଲାଗି ବଦନାମ୍ ହୋଇଥିବା ପପୁ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟରରେ ଦେଖାଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।