ପୁରୁଣା କାଳରେ ରାଣୀମାନେ ଏହି ସବୁ ଉପାୟ ଦ୍ଵାରା ରାଜା ଙ୍କୁ ଆକର୍ଷିତ କରୁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

0 64

ରାଜା ମହାରାଜା ଙ୍କ ସମୟରେ ମହିଳାମାନଙ୍କ ପାଖରେ ନିଜକୁ ସୁନ୍ଦର ଏବଂ ଆକର୍ଷିତ ରଖିବା ପାଇଁ ବିଉଟି ପାର୍ଲର ଭଳି ସୁବିଧା ନଥିଲା । ସେମାନେ ଆଜିର ସମୟ ଭଳି ମୁଖ ରେ କ୍ରିମ ଅଥବା ଅନ୍ୟ କୌଣସି ସାବୁନ ମଧ୍ୟ ପ୍ରୟୋଗ କରୁ ନଥିଲେ ।

ମାତ୍ର ପୁରୁଣା କାଳରେ ରାଣୀମାନେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ । ସେ ସମୟରେ କେବଳ ଏହି ସୁନ୍ଦରୀ ରାଣୀମାନଙ୍କୁ ପାଇବା ପାଇଁ କିଛି ଭୟଙ୍କର ଯୁଦ୍ଧ ମଧ୍ୟ ହୋଇଥିଲା । ଇତିହାସ କୁ ଦେଖିଲେ ଏହି ସବୁ ବିଷୟରେ ଜାଣିବାକୁ ମିଳେ ।

ସେ ସମୟରେ ନିଜକୁ ସୁନ୍ଦର ରଖିବା ପାଇଁ ରାଣୀମାନେ କେବଳ ପ୍ରାକୃତିକ ଜିନିଷ ହିଁ ବ୍ୟବହାର କରୁଥିଲେ । ଯେମିତି କି ଗାଧୋଇଲା ବେଳେ ପାଣି ରେ କ୍ଷୀର ଏବଂ ଗୋଲାପ ପତ୍ର ଏବଂ ଫୁଲ ପକେଇ ଗାଧୋଉଥିଲେ । ଯାହା ଦ୍ଵାରା ତାଙ୍କ ଶରୀର କୋମଳ ଏବଂ ସୁଗନ୍ଧିତ ରହୁଥିଲା ।

ଏହା ଛଡା ରାଣୀମାନେ ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଥିଲେ, ଯେମିତି ତାଙ୍କ ଶରୀର ଫିଟ ଆଉ ସୁନ୍ଦର ରହିବ । ସେମାନେ ନିଜ ମୁହଁରେ ମଦ ଏବଂ ଅଣ୍ଡା ର ଧଳା ଭାଗ ପକେଇ ମିଶେଇ ଲଗାଉଥିଲେ । ସେଥିପାଇଁ ତାଙ୍କ ଚେହେରା ଅତି ସୁନ୍ଦର ଥିଲା ।

Leave A Reply

Your email address will not be published.