no comments

ଜୀବନସାଥୀ ଖୋଜୁଛନ୍ତି କି, ପତଳା ଏବଂ ମୋଟି ଝିଅ ମାନଙ୍କ ମଧ୍ୟରୁ କାହା ସହିତ ରୋମାନ୍ସ ବେଳେ ଅଧିକ ମଜା ଲାଗେ!

ପ୍ରେମ ଦୁଇଜଣଙ୍କ ମଧ୍ୟରେ ଥିବା ଏକ ଅତୁଟ ସମ୍ପର୍କ ଅଟେ । ଆପଣ ଯଦି ନିଜ ଜୀବନସାଥି ଖୋଜୁଛନ୍ତି ତାହାଲେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ଗୋଟେ ଜରୁରୀ କଥା ହେଲା ରୋମାନ୍ସ ସମୟରେ ପୁରୁଷ ଓ ମହିଳା ଉଭୟ ଯଦି ସନ୍ତୁଷ୍ଟ ହୁଅନ୍ତି ନାହିଁ, ତାହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ଓ କିଛି କ୍ଷେତ୍ରରେ ସଂପର୍କ ଭାଙ୍ଗି ମଧ୍ୟ ଯାଏ।

ପାର୍ଟନର ଙ୍କୁ ସନ୍ତୁଷ୍ଟ କରିବା କୋୖଣସି ସାଧାରଣ କଥା ନୁହେଁ, ଏଥିପାଇଁ ଆପଣଙ୍କ ପାଖରେ ବହୁତ୍ ଯୋଗ୍ୟତା ଓ କଳା ଥିବା ଆବଶ୍ୟକ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପତଳା ଓ ମୋଟି ଝିଅଙ୍କ ମଧ୍ୟରୁ କିଏ ଆପଣଙ୍କୁ ରୋମାନ୍ସ ସମୟରେ ଅଧିକ ମଜା ଦେଇ ପାରିବ:-

Loading...

ଆମ ସମାଜରେ ବାହାଘର ପରେ ଶାରୀରିକ ସମ୍ପର୍କ କରିବା ପାଇଁ ମାନ୍ୟତା ମିଳିଛି କିନ୍ତୁ ଆଜି କାଲି ବାହାଘର ପୂର୍ବରୁ ଲିଭିଙ୍ଗ ରିଲେସନସିପ ରେ ରହି ଏହି ସବୁ ମଜା ନେଉଛନ୍ତି ଓ ଏହାକୁ ଆମ ଦେଶ ମଧ୍ୟ ମାନ୍ୟତା ଦେଇଛି।

ଆଜିକାଲି ମୋଟି ଝିଅ ଅପେକ୍ଷା ପତଳା ଝିଅମାନଙ୍କୁ ପୁଅମାନେ ଅଧିକ ପସନ୍ଦ କରନ୍ତି କାରଣ ପତଳା ଝିଅମାନେ ବିଭିନ୍ନ ପ୍ରକାର ପୋଜିସନ ବହୁତ ସହଜରେ କରିପାରନ୍ତି ଓ ସେମାନେ ହାଲୁକା ହୋଇଥିବାରୁ ପୁଅ ମାନେ ସହଜରେ ଉଠାଇ ପାରନ୍ତି ଏବଂ ଏହି ମଜା ଦୁଇଗୁଣ ହୋଇଯାଏ । ମୋଟି ଝିଅମାନଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ।

error: Content is protected !!