ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ ! ଵିଵାହିତା ମାନେ ଥରେ ନିଶ୍ଚୟ ପଢନ୍ତୁ

କିଛି ଲୋକେ କହିଥାନ୍ତି ବୟସ ବୃଦ୍ଧି ହେବା ସହ ସେକ୍ସ ପ୍ରତି ଲୋକଙ୍କର ଇଚ୍ଛା ଶକ୍ତି ମଧ୍ୟ କମିଯାଇଥାଏ I କିନ୍ତୁ ପାର୍ଟନରଙ୍କ ସହ ସେକ୍ସ କରିବାରେ କେବେ ହେଲେ ଇଛାଶକ୍ତି କମି ନ ଥାଏ I ଆପଣଙ୍କର କିଛି ଖରାପ ଜୀବନଶୈଳୀକୁ ନେଇକି ହିଁ ବୈବାହିକ ଜୀବନରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I ଅଧିକ ବ୍ୟାୟାମ କରିବା: ବ୍ୟାୟାମ କରିବା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I କିନ୍ତୁ ଅଧିକ ବ୍ୟାୟାମ କରିବା ଦ୍ୱାରା
 
ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ ! ଵିଵାହିତା ମାନେ  ଥରେ ନିଶ୍ଚୟ ପଢନ୍ତୁ

କିଛି ଲୋକେ କହିଥାନ୍ତି ବୟସ ବୃଦ୍ଧି ହେବା ସହ ସେକ୍ସ ପ୍ରତି ଲୋକଙ୍କର ଇଚ୍ଛା ଶକ୍ତି ମଧ୍ୟ କମିଯାଇଥାଏ I କିନ୍ତୁ ପାର୍ଟନରଙ୍କ ସହ ସେକ୍ସ କରିବାରେ କେବେ ହେଲେ ଇଛାଶକ୍ତି କମି ନ ଥାଏ I ଆପଣଙ୍କର କିଛି ଖରାପ ଜୀବନଶୈଳୀକୁ ନେଇକି ହିଁ ବୈବାହିକ ଜୀବନରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I

ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ ! ଵିଵାହିତା ମାନେ  ଥରେ ନିଶ୍ଚୟ ପଢନ୍ତୁ

ଅଧିକ ବ୍ୟାୟାମ କରିବା: ବ୍ୟାୟାମ କରିବା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I କିନ୍ତୁ ଅଧିକ ବ୍ୟାୟାମ କରିବା ଦ୍ୱାରା ଶରୀର ଉପରେ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ I ଶରୀରରେ ଅଂଡୋଙ୍କରିଂ ସିଷ୍ଟମରେ ଗଡବଡ ହେଇଥାଏ I ଏବଂ ଟେଷ୍ଟସ୍ଟ୍ରେରନର ମାତ୍ରା କମିଯାଇଥାଏ I

ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ ! ଵିଵାହିତା ମାନେ  ଥରେ ନିଶ୍ଚୟ ପଢନ୍ତୁ

ଅଧିକ ଦୁଶ୍ଚିନ୍ତା ରେ ରହିବା: ଆପଣ ଯଦି ଅଧିକ ଦୁଶ୍ଚିନ୍ତାରେ ରହୁଛନ୍ତି I ଏଫସିର ଦୁଶ୍ଚିନ୍ତା, ଘରର ଦୁଶ୍ଚିନ୍ତା ଆଦି ସବୁ ରହୁଛି ତେବେ ମଧ୍ୟ ଆପଣଙ୍କର କାଟ୍ରିସୋଲ ନାମ ହର୍ମୋନ କ୍ଷରିତ ହେଇଥାଏ ଓ ଆପଣ ସେକ୍ସ ପ୍ରତି ଆଗ୍ରହ ହେଇ ନ ଥାନ୍ତି I

ଭରପୁର ନିଦ ନ ଆସିବା: ଦିନ ସାରାର ବ୍ୟସ୍ତତା ଘରକୁ ଫେରିଥାନ୍ତି କିନ୍ତୁ ଘରେ ଠିକରେ ନିଦ ଆସି ନ ଥାଏ I ଯାହା ଦ୍ୱାରା କି ଆପଣ ଥକାପଣ ଅନୁଭବ କରିଥାନ୍ତି ଓ ସେକ୍ସ ପ୍ରତି ଆଗ୍ରହ କମିଯାଇଥାଏ I ଏପରି ସମସ୍ୟା ଦ୍ୱାରା ଓଜନ ବୃଦ୍ଧି ପରି ସମସ୍ୟା ମଧ୍ୟ ହେଇଥାଏ I

ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ ! ଵିଵାହିତା ମାନେ  ଥରେ ନିଶ୍ଚୟ ପଢନ୍ତୁ

ଟେକ୍ନୋଲୋଜି ସହ ଅଧିକ ବ୍ୟସ୍ତ ରହିବା: ଫୋନ, କମ୍ପ୍ୟୁଟର, ଟିଭି ଆଦିରେ ଲୋକେ ଅଧିକ ବ୍ୟସ୍ତ ରହିଥାନ୍ତି ଏପରି କ୍ଷେତ୍ରରେ ମଧ୍ୟ ଲୋକଙ୍କର ସେକ୍ସ ପ୍ରତି ଆଗ୍ରହ କମିଯାଇଥାଏ I କାରଣ ପ୍ରକୃତିର ସୁଖଦ ଅନୁଭୂତିକୁ ମଧ୍ୟ ଗ୍ରହଣ କରିବା ଉଚିତ I ଏବଂ ଏକ ସୀମିତ ସମୟ ନିଜ ପାର୍ଟନରଙ୍କ ପାଁଇ ମଧ୍ୟ ଦେବା ଉଚିତ I