ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଲାଗି ଏଠାରେ ଯୁବତୀଙ୍କୁ ମିଳିଛି ଖୋଲା ଛୁଟ୍, ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ ଦେଶରେ ବିଭିନ୍ନ ପ୍ରଥା ଓ ପରମ୍ପରା ରହିଛି। ବିଶ୍ୱରେ ଏମିତି ବି ଦେଶ ଅଛି ଯେଉଁଠି ବିବାହ ପୂର୍ବରୁ ବାସର ରାତି ଲାଗି ପୁଅ ଓ ଝିଅଙ୍କୁ ଅନୁମତି ମିଳେ। ନିଜ ଜୀବନସାଥୀ ବାଛିବା ଲାଗି ଏହି ରାତିରେ ଯୁବତୀ ଚାହିଁଲେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ବି ସ୍ଥାପନା କରିଥାନ୍ତି। କମ୍ବୋଡିଆର କ୍ରେଉଙ୍ଗ ଜନଜାତି ସମ୍ପ୍ରଦାୟ ଝିଅମାନଙ୍କୁ ନିଜ ଇଛାରେ ଜୀବନସାଥୀ ଚୟନର ଏହି ମୁକ୍ତ ସ୍ୱାଚ୍ଛନ୍ଦ୍ୟ ଦେଇଛି । ଏଣୁ ବିବାହ ପୂର୍ବର
 
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଲାଗି ଏଠାରେ ଯୁବତୀଙ୍କୁ ମିଳିଛି ଖୋଲା ଛୁଟ୍, ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ ଦେଶରେ ବିଭିନ୍ନ ପ୍ରଥା ଓ ପରମ୍ପରା ରହିଛି। ବିଶ୍ୱରେ ଏମିତି ବି ଦେଶ ଅଛି ଯେଉଁଠି ବିବାହ ପୂର୍ବରୁ ବାସର ରାତି ଲାଗି ପୁଅ ଓ ଝିଅଙ୍କୁ ଅନୁମତି ମିଳେ। ନିଜ ଜୀବନସାଥୀ ବାଛିବା ଲାଗି ଏହି ରାତିରେ ଯୁବତୀ ଚାହିଁଲେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ବି ସ୍ଥାପନା କରିଥାନ୍ତି। କମ୍ବୋଡିଆର କ୍ରେଉଙ୍ଗ ଜନଜାତି ସମ୍ପ୍ରଦାୟ ଝିଅମାନଙ୍କୁ ନିଜ ଇଛାରେ ଜୀବନସାଥୀ ଚୟନର ଏହି ମୁକ୍ତ ସ୍ୱାଚ୍ଛନ୍ଦ୍ୟ ଦେଇଛି ।

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଲାଗି ଏଠାରେ ଯୁବତୀଙ୍କୁ ମିଳିଛି ଖୋଲା ଛୁଟ୍, ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏଣୁ ବିବାହ ପୂର୍ବର ଏହି ପ୍ରଥାକୁ ଏଠାରେ ଆପତ୍ତିଜନକ ସ୍ୱୀକାର କରାଯାଏନି। ଉତ୍ତର-ପୂର୍ବ କମ୍ବୋଡିଆରେ କ୍ରେଉଙ୍ଗ ଜନଜାତିର ଲୋକେ ବସବାସ କରନ୍ତି। ଏମାନଙ୍କ ଜୀବନଯାପନ ଶୈଳୀ ସାଙ୍ଗକୁ ପ୍ରଥା ଓ ପରମ୍ପରା ଯଦିଓ ପ୍ରାଚୀନ ହେଲେ ଆଧୁନିକ ସଭ୍ୟତାର ବିଚାରଧାରା ଠାରୁ କୌଣସିଥିରେ କମ୍ ନୁହେଁ। ଏଠାରେ ଝିଅ କିଶୋରାବସ୍ଥା ପାର କରିବା ପରେ ନିଜର ଜୀବନ ସାଥୀ ମନୋନୟନ ପାଇଁ ତାକୁ ପୂର୍ଣ୍ଣ ଅଧିକାର ମିଳିଥାଏ।

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଲାଗି ଏଠାରେ ଯୁବତୀଙ୍କୁ ମିଳିଛି ଖୋଲା ଛୁଟ୍, ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏଥିଲାଗି ବିବାହ ପୂର୍ବରୁ ବାସର ରାତି ଲାଗି ସାମାଜିକ ଅନୁମତି ଥିବା ବେଳେ ଏଭଳି ରିତିନୀତିରେ ପୁଅ ଓ ଝିଅ ପରସ୍ପରକୁ ବେଶ ନିକଟରୁ ଜାଣି ପାରିଥାନ୍ତି। ଏଥିଲାଗି ଝିଅର ବିବାହ ବୟସ ହେବା ମାତ୍ରେ ଅଭିଭାବକ ଘରଠାରୁ ଦୂରରେ ତା ପାଇଁ ଏକାନ୍ତ କୁଟିର ନିର୍ମାଣ କରନ୍ତି। ଯେଉଁଠାରେ ବିବାହ ପୂର୍ବ ରାତିକୁ ସେ ଭାବି ସ୍ୱାମୀ ସହ କଟାଏ। ତେବେ କେବଳ କମ୍ବୋଡିଆ ନୁହେଁ ଭାରତର ମଧ୍ୟ କେତେକ ଆଦିବାସୀ ସମ୍ପ୍ରଦାୟରେ ବି ଏଭଳି ପ୍ରଥା ପ୍ରଚଳିତ ଥିବା ଜଣାଯାଏ।

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଲାଗି ଏଠାରେ ଯୁବତୀଙ୍କୁ ମିଳିଛି ଖୋଲା ଛୁଟ୍, ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯାହାକୁ ଏଠାରେ ଘୋଟୁଲ କୁହାଯାଏ। ବିବାହ ପୂର୍ବରୁ ସେମାନଙ୍କ ମିଳନ ଯୋଗୁ ଯୁବତୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଥାଏ ବୋଲି ସାମାଜିକ ମାନ୍ୟତା ରହିଛି । ଫଳରେ ପରବର୍ତ୍ତି ବୈବାହିକ ଜୀବନରେ ସେଭଳି କୌଣସି ସମସ୍ୟା ଉପୁଜି ନଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଏଣୁ ଶହଶହ ବର୍ଷରୁ ଏଠାରେ ଏଭଳି ବୈବାହିକ ପ୍ରଥା ପ୍ରଚଳିତ ରହିଛି।