ଅଧିକ ଚିକେନ୍ ଖାଉଥିଲେ ସାବଧାନ! ହଠାତ୍ ମାଡିଆସିବ ଏହି ଭୟଙ୍କର ରୋଗ, ଔଷଧ ବି କରିବନି କାମ

ଆମିଷ ଖାଇବା କାହାକୁ ବି ନ ପସନ୍ଦ। ଆମିଷ ଟିକେ ହେଲେ ଆଉ କିଛି ଦରକାର ପଡିନଥାଏ। ଆଜିକାର ସମୟରେ ୧୦୦ରୁ ୭୦ ଭାଗ ଲୋକେ ପ୍ରତିଦିନ ଆମିଷ ଖାଇଥାନ୍ତି। ତେବେ ଆମିଷରେ ସବୁଠାରୁ ଅଧିକ ଚିକେନ୍ କୁ ଲୋକେ ଖାଇବାକୁ ଭଲ ପାଇଥାନ୍ତି। ତେବେ ଯେମିତି ସବୁ ଜିନିଷର କିଛି ଏକ ଲିମିଟ୍ ଥାଏ ସେହିଭଳି ଖାଦ୍ୟରେ ମଧ୍ୟ ରହିଥାଏ। କିଛି ଜିନିଷକୁ ଅତ୍ୟଧିକ ଖାଇବା ଦ୍ଵାରା ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ।
 
ତେବେ ଯଦି ଆପଣ ଅଧିକ ଚିକେନ ଖାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ପାଟିକୁ ସୁଆଦିଆ ଲାଗୁଥିବା ଚିକେନ୍ ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ। ବାସ୍ତବରେ କୁକୁଡ଼ା ଫାର୍ମ ମାଲିକ କୁକୁଡ଼ା ଛୁଆଙ୍କୁ ଶୀଘ୍ର ବଡ଼ କରିବା ପାଇଁ ଆଣ୍ଟିବାୟୋଟିକ୍ ଡୋଜ ଦେଉଛନ୍ତି। ଏହା ଦ୍ବାରା ମାସେ ମଧ୍ୟରେ କୁକୁଡ଼ା ଗୁଡ଼ିକ ବିକ୍ରିଯୋଗ୍ୟ ହୋଇଯାଆନ୍ତି।

ଅଧିକ ଚିକେନ୍ ଖାଉଥିଲେ ସାବଧାନ! ହଠାତ୍ ମାଡିଆସିବ ଏହି ଭୟଙ୍କର ରୋଗ, ଔଷଧ ବି କରିବନି କାମ

କିନ୍ତୁ ଚିକେନ ଖାଉଥିବା ଲୋକଙ୍କ ଉପରେ ଏହା କୁପ୍ରଭାବ ପକାଇଥାଏ। ଆଣ୍ଟିବାୟୋଟିକ୍ ଡୋଜ ଦ୍ବାରା ତାଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆର ପ୍ରତିରୋଧକ ଶକ୍ତି ବଢ଼ିଯାଉଛି ଯାହା ଫଳରେ ରୋଗ ହେବାରୁ ଔଷଧ ଖାଇଲେ ଏହା ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ସହରରେ ପ୍ରତିଦିନ ପାଖାପାଖି ୧ଲକ୍ଷ କିଲୋ ମାଂସ ବ୍ୟବହାର ହେଉଛି।

ଅଧିକ ଚିକେନ୍ ଖାଉଥିଲେ ସାବଧାନ! ହଠାତ୍ ମାଡିଆସିବ ଏହି ଭୟଙ୍କର ରୋଗ, ଔଷଧ ବି କରିବନି କାମ

କୁକୁଡ଼ା ଛୁଆଙ୍କୁ ପିଇବା ପାଣିରେ ଆଣ୍ଟିବାୟାଟିକ୍ ମିଶାଇ ପିଇବାକୁ ଦିଆଯାଇଥାଏ। ଫଳରେ ୨୪ରୁ ୨୭ଦିନ ମଧ୍ୟରେ କୁକୁଡ଼ା ଛୁଆଙ୍କ ଓଜନ ୧୫୦୦ରୁ ୧୭୫୦ଗ୍ରାମ୍ ହୋଇଯାଇଥାଏ। ଔଷଧର ପାଶ୍ବପ୍ରତିକ୍ରିୟା କାରଣରୁ ୧୦ହଜାର ମଧ୍ୟରୁ ୪୫୦ କୁକୁଡ଼ା ଛୁଆ ମରି ଯାଇଥାଆନ୍ତି।