ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ର ଖରାପ ଖାଦ୍ୟପାନ, ଭୁଲ ଜୀବନଶୈଳୀ ଓ ଆମର ଦୈନିକ ଜୀବନ ର କିଛି ଭୁଲ କାରଣରୁ ଶରୀର କମ ବୟସ ରେ ମଧ୍ୟ ବୃଦ୍ଧ ଦେଖାଯିବାକୁ ଲାଗେ । ଏହି 5ଟି ଖରାପ ଅଭ୍ୟାସ ବୟସ ପୂର୍ବରୁ ଆପଣଙ୍କୁ କରିଦେଉଛି ବୃଦ୍ଧ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଭୁଲ ଖାଦ୍ୟପାନ :- ଆଜିକାଲି ର ଲୋକମାନେ ଘର ର ଶୁଦ୍ଧ ଖାଦ୍ୟ ଖାଇବା ବଦଳରେ ବାହାର ର ଫାଷ୍ଟ ଫୁଡ ଓ
 
ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ର ଖରାପ ଖାଦ୍ୟପାନ, ଭୁଲ ଜୀବନଶୈଳୀ ଓ ଆମର ଦୈନିକ ଜୀବନ ର କିଛି ଭୁଲ କାରଣରୁ ଶରୀର କମ ବୟସ ରେ ମଧ୍ୟ ବୃଦ୍ଧ ଦେଖାଯିବାକୁ ଲାଗେ । ଏହି 5ଟି ଖରାପ ଅଭ୍ୟାସ ବୟସ ପୂର୍ବରୁ ଆପଣଙ୍କୁ କରିଦେଉଛି ବୃଦ୍ଧ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଭୁଲ ଖାଦ୍ୟପାନ :-

ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ର ଲୋକମାନେ ଘର ର ଶୁଦ୍ଧ ଖାଦ୍ୟ ଖାଇବା ବଦଳରେ ବାହାର ର ଫାଷ୍ଟ ଫୁଡ ଓ ଅଧିକ ତେଲ ମସଲା ର ଖାଦ୍ୟ ଖାଇଥାନ୍ତି । ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

ପାଣି କମ ପିଇବା :-

ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ଲୋକମାନେ ପାଣି କମ ପିଉଛନ୍ତି । ପାଣି ର ଅଭାବ ରେ ତ୍ୱଚା ରୁ ନମୀ ସରିଯାଉଛି । ଏହା ଫଳରେ ମୁହଁ ରେ ରିଂକଲ ଓ ଆଖି ତଳେ ଡାର୍କ ସର୍କଲ ପଡିଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଗୋଟେ ଦିନ ରେ 2 ରୁ 3 ଲିଟର ପାଣି ନିଶ୍ଚୟ ପିଇବା ଦରକାର ।

ଶାରୀରିକ ପରିଶ୍ରମ ର ଅଭାବ :-

ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ଲୋକମାନେ ଶାରୀରିକ ପରିଶ୍ରମ କମ କରିବାକୁ ଚାହୁଁଛନ୍ତି । ଏହା ଫଳରେ ଖାଦ୍ୟ ରୁ ମିଳୁଥିବା ଉର୍ଜା ଶରୀର ରେ ଚର୍ବି ରୂପ ରେ ଜମା ହୋଇଯାଇଥାଏ ଓ ବ୍ୟକ୍ତି ମୋଟାପା ର ଶିକାର ହୋଇଯାଉଛନ୍ତି ।

ନିଦ ପୁରା ନ ହେବା :-

ଶରୀର ପାଇଁ ଆବଶ୍ୟକ ନିଦ ପୁରା ନ ହେଲେ ଏଞ୍ଜିଙ୍ଗ ର ସମସ୍ୟା ବଢ଼ିଯାଇଥାଏ । ରାତି ରେ ଡେରି ପର୍ଯ୍ୟନ୍ତ ମୋବାଇଲ ୟୁଜ କରିବା ଓ ସକାଳେ ଡେରି ପର୍ଯ୍ୟନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ । ଏହା ଫଳରେ ଶରୀର ରେ କେତେ ଗମ୍ଭୀର ରୋଗ ହେବାକୁ ଲାଗିଥାଏ ।

ଦୁଃଖ ଓ ଚିନ୍ତା ରେ ରହିବ :-

ଜୀବନରେ ଏହି ସବୁ ଭୁଲ କରନ୍ତୁ ନାହିଁ, ଭୁଲ ଅଭ୍ୟାସ ପାଇଁ ମଣିଷ ସମୟ ଆଗରୁ ହୋଇଯାଏ ବୁଢା

ଆଜିକାଲି ଦୁଃଖ ଓ ଚିନ୍ତା ଲୋକଙ୍କର ମୁଖ୍ୟ କାରଣ ହୋଇଯାଇଛି । ଦୁଃଖ ରେ ରହିଲେ ମୁହଁ ର ମାଂସପେଶୀ ଉପରେ ପ୍ରଭାବ ପଡିଥାଏ । ଯାହାଫଳରେ ମୁହଁ ରେ ଚିନ୍ତା ର ଚିହ୍ନ ଦେଖାଯିବାକୁ ଲାଗେ । ଏହାଠାରୁ ବଂଚିବା ପାଇଁ ସବୁଦିନ ବ୍ୟାୟାମ ଓ ଯୋଗ କରିବା ଦରକାର ।