ଲେଡିସ୍ ହଷ୍ଟେଲର ଗେଟ୍ ଖୋଲା ଦେଖି ଛାତ୍ରୀଙ୍କ ଖଟ ତଳେ ପଶିଗଲା ଯୁବକ, ଆଉ ତାପରେ ଯାହା ଘଟିଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ମହିଳା ହଷ୍ଟେଲର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବିହାର ପାଟନା ସହରରେ। ହଷ୍ଟେଲରେ ଗରମ ହେଉଥିବାରୁ ଛାତ୍ରୀ ଜଣକ କବାଟ ଖୋଲି ଦେଇ ରାତିରେ ଶୋଇଥିଲେ ହେଲେ ସକାଳୁ ଚପଲ ପିନ୍ଧିବା ପାଇଁ ଖଟ ତଳେ ଦେଖିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ଛାତ୍ରୀ ଜଣକଙ୍କ ଭୟଭୀତ ହୋଇ ଏସମ୍ପର୍କରେ ଅନ୍ୟ ଛାତ୍ରୀ ଓ ଓ୍ଵାଡେନ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ଏହା ପରେ ଛାତ୍ରୀ ଜଣକ ପୁଲିସ ଆଗରେ ଅଭିଯୋଗ କରିଥିଲେ।
 
ଲେଡିସ୍ ହଷ୍ଟେଲର ଗେଟ୍ ଖୋଲା ଦେଖି ଛାତ୍ରୀଙ୍କ ଖଟ ତଳେ ପଶିଗଲା ଯୁବକ, ଆଉ ତାପରେ ଯାହା ଘଟିଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ମହିଳା ହଷ୍ଟେଲର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବିହାର ପାଟନା ସହରରେ। ହଷ୍ଟେଲରେ ଗରମ ହେଉଥିବାରୁ ଛାତ୍ରୀ ଜଣକ କବାଟ ଖୋଲି ଦେଇ ରାତିରେ ଶୋଇଥିଲେ ହେଲେ ସକାଳୁ ଚପଲ ପିନ୍ଧିବା ପାଇଁ ଖଟ ତଳେ ଦେଖିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ଛାତ୍ରୀ ଜଣକଙ୍କ ଭୟଭୀତ ହୋଇ ଏସମ୍ପର୍କରେ ଅନ୍ୟ ଛାତ୍ରୀ ଓ ଓ୍ଵାଡେନ୍‌କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା।

ଲେଡିସ୍ ହଷ୍ଟେଲର ଗେଟ୍ ଖୋଲା ଦେଖି ଛାତ୍ରୀଙ୍କ ଖଟ ତଳେ ପଶିଗଲା ଯୁବକ, ଆଉ ତାପରେ ଯାହା ଘଟିଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଏହା ପରେ ଛାତ୍ରୀ ଜଣକ ପୁଲିସ ଆଗରେ ଅଭିଯୋଗ କରିଥିଲେ। ତେବେ ତଳେ ଶୋଇଥିବା ଯୁବକ ଜଣଙ୍କ ରବି କୁମାର ଉକ୍ତ ହଷ୍ଟେଲର ମେସ୍‌ର କାମ କରିଥାଏ। ସେ ପାଞ୍ଚ ବର୍ଷରୁ ହଷ୍ଟେଲରେ କାମ କରି ଆସୁଥିଲା। ଯୁବକଙ୍କୁ ପଚାରା ଯିବାକୁ ସେ କହିଥିଲେ ସେ ଭୁଲରେ ଛାତ୍ରୀଙ୍କ କୋଠରୀକୁ ଚାଲି ଯାଇଥିଲେ। ଏହାପରେ କ’ଣ କରିବେ କିଛି ବୁଝି ନପାରି ପଲଙ୍କ ତଳେ ଲୁଚି ଯାଇଥିଲେ।

ଲେଡିସ୍ ହଷ୍ଟେଲର ଗେଟ୍ ଖୋଲା ଦେଖି ଛାତ୍ରୀଙ୍କ ଖଟ ତଳେ ପଶିଗଲା ଯୁବକ, ଆଉ ତାପରେ ଯାହା ଘଟିଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

କିଛି ଖରାପ ମନୋଭାବ ରଖି ସେ ଛାତ୍ରୀଙ୍କ କୋଠରୀକୁ ଯାଇ ନଥିଲେ ବୋଲି ପୁଲିସ ସାମ୍ନାରେ କହିଥିଲେ ରବି। ପୁଲିସ ମାମଲାର ଯାଞ୍ଚ କରୁଛି। ଯେଉଁ ଅବସ୍ଥାରେ ଯୁବକକୁ ସେଠାରୁ ଉଦ୍ଧାର କରାଯାଇଛି ସେ ହୁଏତ ଛାତ୍ରୀଙ୍କ ସହିତ ଅସଦାଚରଣ ନଚେତ ଚୋରି କରିବାକୁ ଯାଇଥିବା ସନ୍ଦେହ କରାଯାଉଛି।