ମହାଭାରତ ସମୟରେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଲାଗିଥିବା ମଣି ଅତ୍ୟନ୍ତ ଦିବ୍ୟ ଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମହାଭାରତ ଅନୁସାରେ ଦ୍ରୋଣପୁତ୍ର ଅଶ୍ଵତ୍ଥାମା ଙ୍କ ମୁଣ୍ଡ ରେ ଗୋଟେ ମଣି ଥିଲା । ଏହି ମଣି ତାଙ୍କୁ ଜନ୍ମରୁ ମିଳିଥିଲା । ଅଶ୍ଵତ୍ଥାମା ଙ୍କ ଦ୍ୱାରା ଏହି ମଣି ର ବହୁତ ପ୍ରଶଂସା କରାଯାଇଛି । ମହାଭାରତ ଯୁଦ୍ଧ ର ଶେଷ ରେ ଯେବେ ଅଶ୍ଵତ୍ଥାମା ପାଣ୍ଡବ ଙ୍କ ପୁତ୍ର ଙ୍କୁ ରାତି ସମୟ ରେ ମାରିଦେଲେ । ତେବେ ଅର୍ଜୁନ ଓ ଅଶ୍ଵତ୍ଥାମା ଙ୍କ ମଧ୍ୟରେ ଯୁଦ୍ଧ ହେଲା ଓ ଦୁଇଜଣ ପରସ୍ପରକୁ ବ୍ରହ୍ମାସ୍ତ୍ର
 
ମହାଭାରତ ସମୟରେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଲାଗିଥିବା ମଣି ଅତ୍ୟନ୍ତ ଦିବ୍ୟ ଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମହାଭାରତ ଅନୁସାରେ ଦ୍ରୋଣପୁତ୍ର ଅଶ୍ଵତ୍ଥାମା ଙ୍କ ମୁଣ୍ଡ ରେ ଗୋଟେ ମଣି ଥିଲା । ଏହି ମଣି ତାଙ୍କୁ ଜନ୍ମରୁ ମିଳିଥିଲା । ଅଶ୍ଵତ୍ଥାମା ଙ୍କ ଦ୍ୱାରା ଏହି ମଣି ର ବହୁତ ପ୍ରଶଂସା କରାଯାଇଛି । ମହାଭାରତ ଯୁଦ୍ଧ ର ଶେଷ ରେ ଯେବେ ଅଶ୍ଵତ୍ଥାମା ପାଣ୍ଡବ ଙ୍କ ପୁତ୍ର ଙ୍କୁ ରାତି ସମୟ ରେ ମାରିଦେଲେ । ତେବେ ଅର୍ଜୁନ ଓ ଅଶ୍ଵତ୍ଥାମା ଙ୍କ ମଧ୍ୟରେ ଯୁଦ୍ଧ ହେଲା ଓ ଦୁଇଜଣ ପରସ୍ପରକୁ ବ୍ରହ୍ମାସ୍ତ୍ର ଛାଡିଦେଲେ । ସେହି ସମୟରେ ବେଦବ୍ୟାସ ସେଠାକୁ ଆସିଲେ ଓ ସେ ଯୁଦ୍ଧକୁ ବନ୍ଦ କରିଥିଲେ ।

ମହାଭାରତ ସମୟରେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଲାଗିଥିବା ମଣି ଅତ୍ୟନ୍ତ ଦିବ୍ୟ ଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବେଦବ୍ୟାସ କହିବାରୁ ଅର୍ଜୁନ ବ୍ରହ୍ମାସ୍ତ୍ର କୁ ଶାନ୍ତ କରିଦେଲେ କିନ୍ତୁ ଅଶ୍ଵତ୍ଥାମା ବ୍ରହ୍ମାସ୍ତ୍ର କୁ ଅଭିମନ୍ୟୁ ଙ୍କ ସ୍ତ୍ରୀ ଉତ୍ତରା ଙ୍କ ଗର୍ଭ ପଟକୁ ମୋଡି଼ଦେଲେ । ଏହାପରେ ଅଶ୍ଵତ୍ଥାମା ଙ୍କୁ ବାନ୍ଧି ଦ୍ରୌପଦୀ ଙ୍କ ପାଖକୁ ନିଆଗଲା । ଦ୍ରୌପଦୀ ଙ୍କୁ ଦ୍ରୋଣାପୁତ୍ର ଅଶ୍ଵତ୍ଥାମା ଙ୍କ ଉପରେ ଦୟା ଆସିଗଲା ଓ ଦ୍ରୌପଦୀ ଙ୍କ କହିବା ଅନୁସାରେ ଅଶ୍ଵତ୍ଥାମା ଙ୍କୁ ଛାଡିଦିଆଗଲା ।

ମହାଭାରତ ସମୟରେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଲାଗିଥିବା ମଣି ଅତ୍ୟନ୍ତ ଦିବ୍ୟ ଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସେହି ସମୟରେ ବେଦବ୍ୟାସ ଅଶ୍ଵତ୍ଥାମା ଙ୍କୁ ଏହି ଆଜ୍ଞା ଦେଲେ କି ସେ ନିଜ ମଣି ମୁଣ୍ଡ ରୁ କାଢି ଯୁଧିଷ୍ଠିର ଙ୍କୁ ପ୍ରଦାନ କର । ଅଶ୍ଵତ୍ଥାମା ସେହି ସମୟରେ ମଣି ର ପ୍ରଶଂସା କରି କହିଲେ କି, ମୋର ଏହି ମଣି ଦିବ୍ୟ ଅଟେ । ଏହା କାରଣରୁ ମୋତେ କୌଣସି ଅସ୍ତ୍ର-ଶାସ୍ତ୍ର ର ଭୟ ନାହିଁ ଓ ମୋର ଶରୀର ନିରୋଗ ରହେ ।

ମହାଭାରତ ସମୟରେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଲାଗିଥିବା ମଣି ଅତ୍ୟନ୍ତ ଦିବ୍ୟ ଥିଲା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏହି ମଣି ଥିବା ଫଳରେ ଦେବ, ଦାନବ, ନାଗ ଓ ରାକ୍ଷସ କୌଣସି ପ୍ରକାର ର ମୋର ଅହିତ କରିପାରିବେ ନାହିଁ ମୁ ଏହି ମାନି କୁ ଦେଇ ପାରିବି ନାହିଁ, ଏହା ଶୁଣି ଶ୍ରୀକୃଷ୍ଣ କ୍ରୋଧିତ ହେଲେ ଏବଂ ଭୀମ ଙ୍କୁ କହିଲେ ଅଶ୍ଵତ୍ଥାମା ଠାରୁ ମଣି ଛଡେଇ ନିଅ । ଭୀମ ମଣି ଛଡେଇ ନେଲେ ଏହାପରେ ଅଶ୍ଵତ୍ଥାମା ଙ୍କୁ ଶ୍ରୀକୃଷ୍ଣ ଭୟଙ୍କର ଅଭିଶାପ ଦେଲେ।