ଏହି କାରଣରୁ ଦିଲ୍ଲୀ ର ଡ୍ରାଇଭର ମାନେ ଗାଡ଼ିରେ କୋଣ୍ଡୋମ ରଖିବାକୁ ବାଧ୍ୟ ହୋଉଥିଲେ, ପଢନ୍ତୁ କଣ ଥିଲା କାରଣ

ଦିଲ୍ଲୀ ରେ କେବ ଡ୍ରାଇଭରମାନେ ନିଜ ଟ୍ୱେକ୍ସି ରେ କଣ୍ଡୋମ ରଖି ଯାଉଛନ୍ତି । ସେମାନେ କହୁଛନ୍ତି କି ଯଦି ଆମେ ଏମିତି ନକରିବୁ ତେବେ ଆମର ଚାଲାଣ କଟିଯିବ । ଦିଲ୍ଲୀ ର ସର୍ବୋଦୟ ଡ୍ରାଇଭର ଆସୋସିଏସନ ର ପ୍ରେସିଡେଣ୍ଟ କମଳଜୀତ ଗିଲ ମିଡ଼ିଆ ସହିତ କଥା ହେବାବେଳେ କହିଲେ କି ସବୁ ସାର୍ବଜନିକ ବାହାନ ପାଇଁ ସବୁ ସମୟ ରେ ଅତିକମ ରେ 3ଟି କଣ୍ଡୋମ ନେଇ ଯିବା ଜରୁରୀ ଅଟେ କିନ୍ତୁ ତାଙ୍କୁ
 
ଏହି କାରଣରୁ ଦିଲ୍ଲୀ ର ଡ୍ରାଇଭର ମାନେ ଗାଡ଼ିରେ କୋଣ୍ଡୋମ ରଖିବାକୁ ବାଧ୍ୟ ହୋଉଥିଲେ, ପଢନ୍ତୁ କଣ ଥିଲା କାରଣ

ଦିଲ୍ଲୀ ରେ କେବ ଡ୍ରାଇଭରମାନେ ନିଜ ଟ୍ୱେକ୍ସି ରେ କଣ୍ଡୋମ ରଖି ଯାଉଛନ୍ତି । ସେମାନେ କହୁଛନ୍ତି କି ଯଦି ଆମେ ଏମିତି ନକରିବୁ ତେବେ ଆମର ଚାଲାଣ କଟିଯିବ । ଦିଲ୍ଲୀ ର ସର୍ବୋଦୟ ଡ୍ରାଇଭର ଆସୋସିଏସନ ର ପ୍ରେସିଡେଣ୍ଟ କମଳଜୀତ ଗିଲ ମିଡ଼ିଆ ସହିତ କଥା ହେବାବେଳେ କହିଲେ କି ସବୁ ସାର୍ବଜନିକ ବାହାନ ପାଇଁ ସବୁ ସମୟ ରେ ଅତିକମ ରେ 3ଟି କଣ୍ଡୋମ ନେଇ ଯିବା ଜରୁରୀ ଅଟେ କିନ୍ତୁ ତାଙ୍କୁ ଜଣାନାହିଁ କି କଣ୍ଡୋମ ରଖିବା କାହିଁକି ଜରୁରୀ ଅଟେ ।

ଏହି କାରଣରୁ ଦିଲ୍ଲୀ ର ଡ୍ରାଇଭର ମାନେ ଗାଡ଼ିରେ କୋଣ୍ଡୋମ ରଖିବାକୁ ବାଧ୍ୟ ହୋଉଥିଲେ, ପଢନ୍ତୁ କଣ ଥିଲା କାରଣ

କିଛି ମିଡ଼ିଆ ରିପୋର୍ଟ ରେ ଏହା ମଧ୍ୟ କୁହାଯାଇଛି କି ଏମିତି ଖାଲି ଗୋଟେ ଗୁଜବ କାରଣରୁ ଏହା ହେଉଛି । ଅସଲ ରେ ସାଉଥ ଦିଲ୍ଲୀ ର ନେଲସନ ମଣ୍ଡେଲା ମାର୍ଗ ରେ ଗୋଟେ କେବ ଡ୍ରାଇଭର ଧର୍ମେନ୍ଦ୍ର ଙ୍କୁ ଟ୍ରାଫିକ ପୋଲିସ ଅଟକେଇଥିଲା ।

ଏହି କାରଣରୁ ଦିଲ୍ଲୀ ର ଡ୍ରାଇଭର ମାନେ ଗାଡ଼ିରେ କୋଣ୍ଡୋମ ରଖିବାକୁ ବାଧ୍ୟ ହୋଉଥିଲେ, ପଢନ୍ତୁ କଣ ଥିଲା କାରଣ

ଏହାପରେ ପୋଲିସ ତାଙ୍କ ଫାଷ୍ଟ ଏଡ଼ ବକ୍ସ କୁ ଚେକ କଲେ ତ ସେଥିରେ କଣ୍ଡୋମ ମଧ୍ୟ ରଖାଯାଇଥିଲା । ଧର୍ମେନ୍ଦ୍ର କହିଲେ କି, କିଛିଦିନ ପୂର୍ବରୁ କଣ୍ଡୋମ ନରଖିଥିବାରୁ ତାଙ୍କର ଚାଲାଣ କଟିଥିଲା । ଏହାପରେ ସେ ବହୁତ ସତର୍କ ରହୁଛନ୍ତି । ତାଙ୍କୁ ଚାଲାଣ ର ଯେଉଁ ରସିଦ ଦିଆଯାଇଛି, ସେଇଟା ହେଉଛି ଓଭରସ୍ପିଡ଼ ର, ଏହାପରେ ଏହି ଗୁଜବ କୁ ଭରସା କରି ଦିଲ୍ଲୀ ର କେବ ଡ୍ରାଇଭରମାନେ ଟ୍ୱେକ୍ସି ରେ କଣ୍ଡୋମ ରଖି ବୁଲୁଛନ୍ତି ।

ଏହି କାରଣରୁ ଦିଲ୍ଲୀ ର ଡ୍ରାଇଭର ମାନେ ଗାଡ଼ିରେ କୋଣ୍ଡୋମ ରଖିବାକୁ ବାଧ୍ୟ ହୋଉଥିଲେ, ପଢନ୍ତୁ କଣ ଥିଲା କାରଣ

ଗୋଟେ ସ୍ଥାନୀୟ ମିଡ଼ିଆ ସହ କଥା ହେବାବେଳେ ଟ୍ରାଫିକ ପୋଲିସ ର ଜଣେ ଅଧିକାରୀ କହିଲେ କି ଏମିତି କୌଣସି ନିୟମ ନାହିଁ କି ଫାଷ୍ଟ ଏଡ଼ ବକ୍ସ ରେ କଣ୍ଡୋମ ରଖିବ । ପୋଲିସ କହିଲେ କି ଯଦି କଣ୍ଡୋମ ନରଖିଥିବାରୁ ଚାଲାଣ ହୁଏ ତେବେ କେବ ଡ୍ରାଇଭର ଙ୍କୁ ଅଧିକାରୀ ଙ୍କୁ ସମ୍ପର୍କ କରିବା ଦରକାର ।