ପୁଣି ହେବ ମହା ବାତ୍ୟା ଯାହାର ନାମ ‘ହିକ୍କା’, ସେପ୍ଟେମ୍ବର ୨୫ ସୁଦ୍ଧା ସ୍ଥଳ ଭାଗ ଛୁଇଁବ, ଏହି ସ୍ଥାନ କୁ ନଷ୍ଟ କରିପାରେ

ପୁଣି ଏକ ବଡ ଝଡ ବାତ୍ୟା ସ୍ଥଳ ଭାଗ ଛୁଇଁବାକୁ ଯାଉଛି । କିନ୍ତୁ ଏଥର ଓଡ଼ିଶାରେ ନୁହେଁ ବରଂ ପଶ୍ଚିମ ଭାରତରେ ଏହା ତାଣ୍ଡବ ରଚିପାରେ । ଯାହାର ନାମ ‘ହିକ୍କା’ ରଖା ଯାଇଛି । ଗୁଜୁରାଟର କେତେକ ସ୍ଥାନରେ ଏହାର ପ୍ରଭାବ ଦେଖାଯିବ ବୋଲି ଜାତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ କହିବା ଅନୁଯାୟୀ, ଏହି ଝଡ ବାତ୍ୟା ‘ହିକ୍କା’ ପଶ୍ଚିମ ଭାରତ ଦେଇ ଓମାନରେ ମାଡ଼ ହେବ ।
 
ପୁଣି ହେବ ମହା ବାତ୍ୟା ଯାହାର ନାମ ‘ହିକ୍କା’, ସେପ୍ଟେମ୍ବର ୨୫ ସୁଦ୍ଧା ସ୍ଥଳ ଭାଗ ଛୁଇଁବ, ଏହି ସ୍ଥାନ କୁ ନଷ୍ଟ କରିପାରେ

ପୁଣି ଏକ ବଡ ଝଡ ବାତ୍ୟା ସ୍ଥଳ ଭାଗ ଛୁଇଁବାକୁ ଯାଉଛି । କିନ୍ତୁ ଏଥର ଓଡ଼ିଶାରେ ନୁହେଁ ବରଂ ପଶ୍ଚିମ ଭାରତରେ ଏହା ତାଣ୍ଡବ ରଚିପାରେ । ଯାହାର ନାମ ‘ହିକ୍କା’ ରଖା ଯାଇଛି । ଗୁଜୁରାଟର କେତେକ ସ୍ଥାନରେ ଏହାର ପ୍ରଭାବ ଦେଖାଯିବ ବୋଲି ଜାତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ପୁଣି ହେବ ମହା ବାତ୍ୟା ଯାହାର ନାମ ‘ହିକ୍କା’, ସେପ୍ଟେମ୍ବର ୨୫ ସୁଦ୍ଧା ସ୍ଥଳ ଭାଗ ଛୁଇଁବ, ଏହି ସ୍ଥାନ କୁ ନଷ୍ଟ କରିପାରେ

ପାଣିପାଗ ବିଭାଗ କହିବା ଅନୁଯାୟୀ, ଏହି ଝଡ ବାତ୍ୟା ‘ହିକ୍କା’ ପଶ୍ଚିମ ଭାରତ ଦେଇ ଓମାନରେ ମାଡ଼ ହେବ । ଓମାନର ଉପକୂଳବର୍ତୀ ଅଞ୍ଚଳରେ ହିକ୍କା ବାତ୍ୟା ସେପ୍ଟେମ୍ବର ୨୫ରେ ଛୁଇଁବ । ଏହା ଓମାନ ଠାରୁ ୬୩୦ କିଲୋମିଟର ଦୂରରେ ଗତି କରୁଛି ।

ପୁଣି ହେବ ମହା ବାତ୍ୟା ଯାହାର ନାମ ‘ହିକ୍କା’, ସେପ୍ଟେମ୍ବର ୨୫ ସୁଦ୍ଧା ସ୍ଥଳ ଭାଗ ଛୁଇଁବ, ଏହି ସ୍ଥାନ କୁ ନଷ୍ଟ କରିପାରେ

ଏହି ସାମୁଦ୍ରିକ ଘୁର୍ଣ୍ଣି ଝଡର ପ୍ରଭାବରେ ଭାରତ ଗୁଜୁରାଟର ସୌରାଷ୍ଟ୍ର ଓ କଛ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ପୁଣି ହେବ ମହା ବାତ୍ୟା ଯାହାର ନାମ ‘ହିକ୍କା’, ସେପ୍ଟେମ୍ବର ୨୫ ସୁଦ୍ଧା ସ୍ଥଳ ଭାଗ ଛୁଇଁବ, ଏହି ସ୍ଥାନ କୁ ନଷ୍ଟ କରିପାରେ

ଖାଲି ଏତିକି ନୁହେଁ ଏହି ବାତ୍ୟା ଅରବସାଗର ରେ ଉଗ୍ରରୂପ ନେଉଛି । ତେଣୁ ଗୁଜୁରାଟବାସୀ ଙ୍କୁ ସତର୍କ ଅବଲମ୍ବନ ରହିବା ସହ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ ।