ଏହି ଦୁଇଟି ଭୁଲ ପୁଅମାନଙ୍କୁ ୩୦ ବର୍ଷ ବୟସରେ ହିଁ କରିଦିଏ ବୁଢା, ଦ୍ଵିତୀୟ ଭୁଲ ୮୦% ପୁଅ କରନ୍ତି

ଆଜିକାଲି ର ଖରାପ ଖାଦ୍ୟପାନ, ଭୁଲ ଜୀବନଶୈଳୀ ଏତେ ବଦଳିଯାଇଛି କି ଅଧିକାଂଶ ଲୋକ ଯୌବନରେ ମଧ୍ୟ ବୃଦ୍ଧ ଦେଖାଯିବାକୁ ଲାଗନ୍ତି । ସବୁ ଲୋକ ଚାହାନ୍ତି କି ସେ ସବୁବେଳେ ସୁସ୍ଥ, ଫିଟ ଓ ଯବାନ ରହିବାକୁ କିନ୍ତୁ ଆଜିକାଲି ର ଦୈନିକ ଜୀବନ ରେ କିଛି ଭୁଲ କାରଣରୁ ଯୁବକଙ୍କୁ କମ ବୟସ ରେ ବୃଦ୍ଧ ବନେଇଥାଏ । ଏହି 2ଟି ଭୁଲ ପୁଅମାନଙ୍କୁ 30 ବର୍ଷ ର ବୟସ ରେ ବନେଇଦେଇଥାଏ ବୃଦ୍ଧ,
 
ଏହି ଦୁଇଟି ଭୁଲ ପୁଅମାନଙ୍କୁ ୩୦ ବର୍ଷ ବୟସରେ ହିଁ କରିଦିଏ ବୁଢା, ଦ୍ଵିତୀୟ ଭୁଲ ୮୦% ପୁଅ କରନ୍ତି

ଆଜିକାଲି ର ଖରାପ ଖାଦ୍ୟପାନ, ଭୁଲ ଜୀବନଶୈଳୀ ଏତେ ବଦଳିଯାଇଛି କି ଅଧିକାଂଶ ଲୋକ ଯୌବନରେ ମଧ୍ୟ ବୃଦ୍ଧ ଦେଖାଯିବାକୁ ଲାଗନ୍ତି । ସବୁ ଲୋକ ଚାହାନ୍ତି କି ସେ ସବୁବେଳେ ସୁସ୍ଥ, ଫିଟ ଓ ଯବାନ ରହିବାକୁ କିନ୍ତୁ ଆଜିକାଲି ର ଦୈନିକ ଜୀବନ ରେ କିଛି ଭୁଲ କାରଣରୁ ଯୁବକଙ୍କୁ କମ ବୟସ ରେ ବୃଦ୍ଧ ବନେଇଥାଏ ।

ଏହି ଦୁଇଟି ଭୁଲ ପୁଅମାନଙ୍କୁ ୩୦ ବର୍ଷ ବୟସରେ ହିଁ କରିଦିଏ ବୁଢା, ଦ୍ଵିତୀୟ ଭୁଲ ୮୦% ପୁଅ କରନ୍ତି

ଏହି 2ଟି ଭୁଲ ପୁଅମାନଙ୍କୁ 30 ବର୍ଷ ର ବୟସ ରେ ବନେଇଦେଇଥାଏ ବୃଦ୍ଧ, ଦ୍ୱିତୀୟ ଭୁଲ ଟିକୁ 90% ଲୋକ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

ମଦ ପିଇବା :-

ଏହି ଦୁଇଟି ଭୁଲ ପୁଅମାନଙ୍କୁ ୩୦ ବର୍ଷ ବୟସରେ ହିଁ କରିଦିଏ ବୁଢା, ଦ୍ଵିତୀୟ ଭୁଲ ୮୦% ପୁଅ କରନ୍ତି

ଆଜିକାଲି ର ଯୁବକ କମ ବୟସ ରେ ମଦ ପିଇଥାଆନ୍ତି । ଗୋଟେଥର ମଦ ର ଅଭ୍ୟାସ ହୋଇଗଲେ ତାକୁ ଛାଡିବା ପାଇଁ ବହୁକଷ୍ଟ ହୋଇଥାଏ । ଅଧିକ ମଦ ପିଇଲେ ଫୁସଫୁସ ଓ କିଡ଼ନୀ ଉପରେ ଖରାପ ପ୍ରଭାବ ପଡିଥାଏ । ଅଧିକ ମଦ ପିଇଲେ ଶରୀର ମଧ୍ୟ ବହୁତ ଦୁର୍ବଳ ହୋଇଯାଏ ଓ କମ ବୟସ ରେ ହିଁ ବୃଦ୍ଧ ଦେଖାଯିବାକୁ ଲାଗନ୍ତି ।

ତମ୍ବାକୂ ଖାଇବା :-

ଏହି ଦୁଇଟି ଭୁଲ ପୁଅମାନଙ୍କୁ ୩୦ ବର୍ଷ ବୟସରେ ହିଁ କରିଦିଏ ବୁଢା, ଦ୍ଵିତୀୟ ଭୁଲ ୮୦% ପୁଅ କରନ୍ତି

ବର୍ତମାନ ଭାରତ ରେ ପାଖାପାଖି 80% ଯୁବକ ତମ୍ବାକୂ ଖାଇଥାଆନ୍ତି ଓ ଆଜି ର ସମୟରେ 10 ବର୍ଷ ର ଛୁଆ ମଧ୍ୟ ତମ୍ବାକୂ ଖାଇଥାଆନ୍ତି । ତମ୍ବାକୂ ଖାଇବା ଶରୀର ପାଇଁ ହାନିକାରକ ଅଟେ । ତମ୍ବାକୂ ଖାଇଲେ ଶରୀର କମ ବୟସ ରେ ଦୁର୍ବଳ ହୋଇଯାଏ ଓ ଶରୀର ରେ କେତେ ଗମ୍ଭୀର ରୋଗ ହେବାକୁ ଲାଗିଥାଏ ।