ଯୁବତୀଙ୍କ ଅଜବ ଚିନ୍ତାଧାରା: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, କାରଣ ଜାଣିଲେ ହୋସ୍ ଉଡିଯିବ

ଜଣେ ଯୁବତୀଙ୍କ ଅଜବ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଯୁବତୀଙ୍କ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ସିଲଭିୟା ସେଜ ନାମକ ଜଣେ ଯୁବତୀ ଡାକ୍ତରୀ ଚାକିରି ଛାଡି ନିଜକୁ ପର୍ନଷ୍ଟାର ସଜାଇଛନ୍ତି। ସ୍କୁଲରେ ପଢା ସାରିବା ପରେ ସିଲଭିୟା ରେଡିଓଲୋଜି ଡାକ୍ତର ଭାବେ ଚାକିରି ପାଇଥିଲେ। କିନ୍ତୁ ଏହି ଚାକିରୀ ତାଙ୍କୁ ଉଚିତ ପ୍ରାପ୍ୟ ଦେଇପାରିନଥିଲା। ତେଣୁ ସେ ଏହାକୁ ଛାଡି ଅନ୍ୟ ରାସ୍ତା ଆପଣାଇବାକୁ ଉଚିତ ମନେ
 
ଯୁବତୀଙ୍କ ଅଜବ ଚିନ୍ତାଧାରା: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, କାରଣ ଜାଣିଲେ ହୋସ୍ ଉଡିଯିବ

ଜଣେ ଯୁବତୀଙ୍କ ଅଜବ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଯୁବତୀଙ୍କ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ସିଲଭିୟା ସେଜ ନାମକ ଜଣେ ଯୁବତୀ ଡାକ୍ତରୀ ଚାକିରି ଛାଡି ନିଜକୁ ପର୍ନଷ୍ଟାର ସଜାଇଛନ୍ତି। ସ୍କୁଲରେ ପଢା ସାରିବା ପରେ ସିଲଭିୟା ରେଡିଓଲୋଜି ଡାକ୍ତର ଭାବେ ଚାକିରି ପାଇଥିଲେ। କିନ୍ତୁ ଏହି ଚାକିରୀ ତାଙ୍କୁ ଉଚିତ ପ୍ରାପ୍ୟ ଦେଇପାରିନଥିଲା। ତେଣୁ ସେ ଏହାକୁ ଛାଡି ଅନ୍ୟ ରାସ୍ତା ଆପଣାଇବାକୁ ଉଚିତ ମନେ କଲେ।

ଯୁବତୀଙ୍କ ଅଜବ ଚିନ୍ତାଧାରା: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, କାରଣ ଜାଣିଲେ ହୋସ୍ ଉଡିଯିବ

ସିଲଭିୟା ଡାକ୍ତରୀ ଚାକିରି ଛାଡିବା ପରେ ଜଣେ ଷ୍ଟାଣ୍ଡଅପ୍‌ କମେଡିଆନ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ଏହା ମଧ୍ୟ ତାଙ୍କୁ କିଛି ସଫଳତା ଦେଇପାରିଲା ନାହିଁ। ତେଣୁ ନିଜକୁ ସଫଳ କରାଇବା ପାଇଁ ସିଲଭିୟା ପର୍ନଷ୍ଟାର ହେବାକୁ ନିଷ୍ପତ୍ତି ନେଲେ। ୩୫ ବର୍ଷୀୟ ଯୁବତୀ ଏହି କାମକୁ ପସନ୍ଦ କରିବା ସହ ଏଥିପାଇଁ ବହୁତ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି। କିଛି ଘଣ୍ଟାର ଏଭଳି କାମ ତାଙ୍କୁ ସଫଳତା ଆଣିଦେଇଛି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପାଇଁ ଯନ୍ତ୍ରଣା ସାଜିଛି।

ଯୁବତୀଙ୍କ ଅଜବ ଚିନ୍ତାଧାରା: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, କାରଣ ଜାଣିଲେ ହୋସ୍ ଉଡିଯିବ

ସିଲଭିୟାଙ୍କ ଏହି କାମରେ ଘର ଲୋକ କେହି ତାଙ୍କ ସହିତ କଥାବାର୍ତ୍ତା ହେଉନାହାନ୍ତି । ଯାହାକୁ ନେଇ ଚିନ୍ତିତ ରହୁଛନ୍ତି ସିଲଭିୟା। ପୂର୍ବରୁ ସିଲଭିୟାଙ୍କ ପରିବାର ଲୋକ ଡାକ୍ତରୀ ଚାକିରିକୁ ନେଇ ଗର୍ବ କରୁଥିବା ବେଳେ ଏବେ ସିଲଭିୟାଙ୍କ ପ୍ରତି ଏଭଳି ମନୋଭାବ ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଛି। ସିଲଭିୟାଙ୍କ ଏହି କାମ ପାଇଁ ତାଙ୍କ ମାତାପିତା ଲଜ୍ଜିତ ମନେ କରୁଛନ୍ତି। ସିଲଭିୟାଙ୍କ ପାଖରେ ଅନେକ ବିକଳ୍ପ ରହିଥିବା ବେଳେ ସେ ସେକ୍ସକୁ ଚୟନ କରିଥିଲେ, ଯାହାକୁ ନେଇ ତାଙ୍କ ପରିବାର ଲୋକ ବହୁତ ଚିନ୍ତିତ ରହିଛି।

ଯୁବତୀଙ୍କ ଅଜବ ଚିନ୍ତାଧାରା: ଡାକ୍ତରୀ ଚାକିରି ଛାଡି ସାଜିଲେ ପର୍ନଷ୍ଟାର, କାରଣ ଜାଣିଲେ ହୋସ୍ ଉଡିଯିବ

ସିଲଭିୟା ନିଜ କାମକୁ ନେଇ ବହୁତ ଖୁସି ରହିଛନ୍ତି। ଧୀରେ ଧୀରେ ତାଙ୍କ ବାପା କାମକୁ ପସନ୍ଦ କରୁଥିବା ବେଳେ ତାଙ୍କ ମା ଏହି କାମକୁ ପସନ୍ଦ କରୁନାହାନ୍ତି। ଏହି କାରଣ ଯୋଗୁଁ ମଧ୍ୟ ସିଲଭିୟା ଏପର୍ଯ୍ୟନ୍ତ ସିଙ୍ଗଲ ରହିଛନ୍ତି। ତାଙ୍କୁ କେହି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତାଙ୍କର ଇଚ୍ଛା ଏହି କାମ ସହିତ ତାଙ୍କୁ କେହି ଗ୍ରହଣ କରନ୍ତୁ। ତାଙ୍କ କାମକୁ ନେଇ ତାଙ୍କ ଜୀବନସାଥୀ ଗର୍ବ ଅନୁଭବ କରନ୍ତୁ ବୋଲି ସିଲଭିୟା କହିଛନ୍ତି।