ଆଧାର କାର୍ଡର ନମ୍ବର ଭୁଲରେ ବି ଦିଅନ୍ତୁ ନାହିଁ ଏହିସବୁ ଜାଗାରେ, ବ୍ୟାଙ୍କ ଆକାଉଣ୍ଟରୁ ହେଇଯିବ ଟଙ୍କା ଗାୟବ

ଆଜିକାଲି ସବୁ ଜାଗାରେ ଆଧାର କାର୍ଡ଼ ଦରକାର ପଡୁଛି, ଛୋଟରୁ ନେଇ ବଡ କାମ ସବୁଥିରେ ପ୍ରାୟ ଆଧାର ନମ୍ବର ନେସେସେରି ଅଟେ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଧାର କାର୍ଡ଼କୁ ବ୍ୟାଙ୍କ୍ ସହ ଲିଙ୍କ ବାଧ୍ୟତାମୂଳକ। ତେବେ ଏହି ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଆଧାର କାର୍ଡ଼ ନମ୍ବର ସହ ସଂଯୁକ୍ତ ହୋଇଯାଇଥାଏ। ଆଧାର କାର୍ଡରେ ଆମ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ନିଜର ସମସ୍ତ ଗୋପନୀୟ ତଥ୍ୟ ରହିଥାଏ। ଗୋଟିଏ ଆଧାର କାର୍ଡର
 
ଆଧାର କାର୍ଡର ନମ୍ବର ଭୁଲରେ ବି ଦିଅନ୍ତୁ ନାହିଁ ଏହିସବୁ ଜାଗାରେ, ବ୍ୟାଙ୍କ ଆକାଉଣ୍ଟରୁ ହେଇଯିବ ଟଙ୍କା ଗାୟବ

ଆଜିକାଲି ସବୁ ଜାଗାରେ ଆଧାର କାର୍ଡ଼ ଦରକାର ପଡୁଛି, ଛୋଟରୁ ନେଇ ବଡ କାମ ସବୁଥିରେ ପ୍ରାୟ ଆଧାର ନମ୍ବର ନେସେସେରି ଅଟେ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଧାର କାର୍ଡ଼କୁ ବ୍ୟାଙ୍କ୍ ସହ ଲିଙ୍କ ବାଧ୍ୟତାମୂଳକ। ତେବେ ଏହି ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଆଧାର କାର୍ଡ଼ ନମ୍ବର ସହ ସଂଯୁକ୍ତ ହୋଇଯାଇଥାଏ। ଆଧାର କାର୍ଡରେ ଆମ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ନିଜର ସମସ୍ତ ଗୋପନୀୟ ତଥ୍ୟ ରହିଥାଏ।

ଆଧାର କାର୍ଡର ନମ୍ବର ଭୁଲରେ ବି ଦିଅନ୍ତୁ ନାହିଁ ଏହିସବୁ ଜାଗାରେ, ବ୍ୟାଙ୍କ ଆକାଉଣ୍ଟରୁ ହେଇଯିବ ଟଙ୍କା ଗାୟବ

ଗୋଟିଏ ଆଧାର କାର୍ଡର ନମ୍ବର ମାଧ୍ୟମରେ, ହେକର୍ସମାନେ ଆପଣଙ୍କ ସମ୍ପୂର୍ଣ ତଥ୍ୟକୁ ହାସଲ କରିପାରିବେ। ତେଣୁ ନିଜ ଆଧାର କାର୍ଡର ନମ୍ବରକୁ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ବେଳେବେଳେ ଆପଣଙ୍କୁ ଅଜଣା ନମ୍ବରୁର ଫୋନ୍ କରି କେହି ଆପଣଙ୍କୁ ଆଧାର କାର୍ଡର ନମ୍ବରକୁ ମାଗି ପାରନ୍ତି। ଆପଣ ଯଦି ସେମାନଙ୍କୁ ନିଜ ଆଧାର କାର୍ଡ଼ର ନମ୍ବର ଦିଅନ୍ତି,

ଆଧାର କାର୍ଡର ନମ୍ବର ଭୁଲରେ ବି ଦିଅନ୍ତୁ ନାହିଁ ଏହିସବୁ ଜାଗାରେ, ବ୍ୟାଙ୍କ ଆକାଉଣ୍ଟରୁ ହେଇଯିବ ଟଙ୍କା ଗାୟବ

ତେବେ ସେମାନେ ଗୋଟିଏ ଡୁପ୍ଲିକେଟ୍ ସିମ୍ କରନ୍ତି ଏବଂ OTPକୁ ସହଜରେ ହାସଲ କରିଦିଅନ୍ତି ଓ ଆକାଉଣ୍ଟରୁ ସବୁ ଟଙ୍କାକୁ ଖାଲି କରି ଦିଅନ୍ତି। ତେଣୁ ନିଜ ଆଧାର କାର୍ଡ଼ ନମ୍ବର କୌଣସି ମଧ୍ୟ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ଏହାଛଡା ଆଜିକାଲି ୱାଟସପ୍ ରେ ବହୁତ ଗୁଡ଼ାଏ ଲିଙ୍କ ଆସିଥାଏ କରି ସେହି ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଏ। ସେହି ଲିଙ୍କ ତଳେ ଲେଖନ୍ତି କି, ଆପଣ ଏଠାରେ ଟଙ୍କା ଜିତିବାର ସମ୍ଭାବନା ଅଛି। ବହୁତ ଲୋକମାନେ ଟଙ୍କା ମିଳିବ ବୋଲି କ୍ଲିକ୍ କରିଦିଅନ୍ତି।

ଆଧାର କାର୍ଡର ନମ୍ବର ଭୁଲରେ ବି ଦିଅନ୍ତୁ ନାହିଁ ଏହିସବୁ ଜାଗାରେ, ବ୍ୟାଙ୍କ ଆକାଉଣ୍ଟରୁ ହେଇଯିବ ଟଙ୍କା ଗାୟବ

ସେହି ଲିଙ୍କକୁ କ୍ଲିକ୍ କରିଲେ ସେଠାରେ ଆପଣଙ୍କ ମୋବାଇଲ ନମ୍ବର, ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ଼ର ନମ୍ବର ମାଗିଥାଏ। ଆପଣ ଅଜାଣତରେ ସବୁ ତଥ୍ୟକୁ ସେହି ଅଜଣା ବ୍ୟକ୍ତିକୁ ଦେଇ ଦିଅନ୍ତି। ଯଦି ଆପଣ ଏଭଳି କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ସବୁ ବାଲାନ୍ସ ଖାଲି ହୋଇଯାଇପାରେ। ତେଣୁ ଆପଣଙ୍କୁ କିଏ ଆଧାର କାର୍ଡ଼ ନମ୍ବର ମାଗିଲେ ଦିଅନ୍ତୁ ନାହିଁ।