ସ୍ଵାମୀ ଙ୍କୁ କାଙ୍ଗାଳ କରିଦେବ ସ୍ତ୍ରୀ ର ଏହି ସବୁ କାମ, ଭୁଲ ରେ ମଧ୍ୟ ସ୍ତ୍ରୀ ମାନେ ଏମିତି କରିବା କଥା ନୁହଁ

ଭାରତୀୟ ଶାସ୍ତ୍ରରେ ମହିଳାମାନଙ୍କୁ ଘରର ଲକ୍ଷ୍ମୀ ବୋଲି କହୁଛନ୍ତି । ବିବାହ ପରେ ସେ ଯେଉଁ ଘରକୁ ଯାଆନ୍ତି, ତାର ଭାଗ୍ୟ ସେହି ଘର ସହ ମିଶିଯାଇଥାଏ । ଯଦି ସେ ଚାହେଁ ତେବେ ସେହି ଘରକୁ ସ୍ୱର୍ଗ ବନେଇପାରିବେ ଓ ଯଦି ଚାହିଁଲେ ସେହି ଘରକୁ ନର୍କ ମଧ୍ୟ କରିପାରିବେ । କିନ୍ତୁ ଅଜାଣତରେ ହୋଇଥିବା ଭୁଲ ମଧ୍ୟ ଘର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଯାଉଛି । ଆଜି ଆମେ ଆପଣଙ୍କୁ କିଛି ଏମିତି
 
ସ୍ଵାମୀ ଙ୍କୁ କାଙ୍ଗାଳ କରିଦେବ ସ୍ତ୍ରୀ ର ଏହି ସବୁ କାମ, ଭୁଲ ରେ ମଧ୍ୟ ସ୍ତ୍ରୀ ମାନେ ଏମିତି କରିବା କଥା ନୁହଁ

ଭାରତୀୟ ଶାସ୍ତ୍ରରେ ମହିଳାମାନଙ୍କୁ ଘରର ଲକ୍ଷ୍ମୀ ବୋଲି କହୁଛନ୍ତି । ବିବାହ ପରେ ସେ ଯେଉଁ ଘରକୁ ଯାଆନ୍ତି, ତାର ଭାଗ୍ୟ ସେହି ଘର ସହ ମିଶିଯାଇଥାଏ । ଯଦି ସେ ଚାହେଁ ତେବେ ସେହି ଘରକୁ ସ୍ୱର୍ଗ ବନେଇପାରିବେ ଓ ଯଦି ଚାହିଁଲେ ସେହି ଘରକୁ ନର୍କ ମଧ୍ୟ କରିପାରିବେ । କିନ୍ତୁ ଅଜାଣତରେ ହୋଇଥିବା ଭୁଲ ମଧ୍ୟ ଘର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଯାଉଛି । ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ କହିବୁ ଯାହାକୁ ବିବାହିତ ମହିଳାମାନେ ଭୁଲରେ ମଧ୍ୟ କରିବା ଅନୁଚିତ ।

ସ୍ଵାମୀ ଙ୍କୁ କାଙ୍ଗାଳ କରିଦେବ ସ୍ତ୍ରୀ ର ଏହି ସବୁ କାମ, ଭୁଲ ରେ ମଧ୍ୟ ସ୍ତ୍ରୀ ମାନେ ଏମିତି କରିବା କଥା ନୁହଁ

ମହିଳାମାନେ ଘରର ଲକ୍ଷ୍ମୀ ଅଟନ୍ତି । ଏମିତିରେ ତାଙ୍କୁ ସକାଳେ ଜଲ୍ଦି ଉଠି ପୂଜାପାଠ କରିବା ଉଚିତ । ଯେଉଁ ଘରେ ମହିଳା ଡେରିରେ ଉଠନ୍ତି, ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତିନାହିଁ । ଏମିତି କଲେ ଘରେ ଧନର ଅଭାବ ଆସିଥାଏ ଓ ସ୍ୱାମୀର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ ।

ଘରେ ମହିଳାମାନଙ୍କର ଦାୟିତ୍ୱ ହେଉଛି କି ସେମାନେ ନିଜ ଘରକୁ ସଫାସୁତରା ରଖିବା । ଘର ଭିତରେ ଯଦି ଅସନା ଓ ଅଇଁଠା ବାସନ ରହିଥାଏ, ତେବେ ଏମିତି କଲେ ମା ଲକ୍ଷ୍ମୀ ରାଗିଯାଇଥାଆନ୍ତି ।

ସ୍ଵାମୀ ଙ୍କୁ କାଙ୍ଗାଳ କରିଦେବ ସ୍ତ୍ରୀ ର ଏହି ସବୁ କାମ, ଭୁଲ ରେ ମଧ୍ୟ ସ୍ତ୍ରୀ ମାନେ ଏମିତି କରିବା କଥା ନୁହଁ

ଶାସ୍ତ୍ରରେ କୁହାଯାଇଛି କି ସୂର୍ଯ୍ୟ ଅସ୍ତ ପରେ କାହାକୁ ଋଣ ଦେବା ଅନୁଚିତ । ଏହାସହିତ ସୂର୍ଯ୍ୟ ଅସ୍ତ ପରେ କ୍ଷୀର, ଦହି, ପିଆଜ ଓ ରସୁଣ କାହାକୁ ମଧ୍ୟ ଦିୟନ୍ତୁ ନାହିଁ କି ଆଣନ୍ତୁ ନାହିଁ । ଏମିତି କଲେ ଲକ୍ଷ୍ମୀ ଦୂର ହୋଇଯାଏ ।

ମହିଳାଙ୍କର ଶାନ୍ତ ସ୍ଵଭାଵ ଘର ଭିତରେ ଉନ୍ନତି ଆଣିଥାଏ । ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଘରେ ଶାନ୍ତ ସ୍ୱଭାବର ମହିଳାମାନେ ରହିଥାଆନ୍ତି, ସେହି ଘର ମନକୁ ମନ ଶାନ୍ତ ହୋଇଯାଇଥାଏ । କିନ୍ତୁ ଯେଉଁ ଘରେ ରାଗି ମହିଳା ରୁହନ୍ତି, ସେହି ଘରେ ମା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।

ସ୍ଵାମୀ ଙ୍କୁ କାଙ୍ଗାଳ କରିଦେବ ସ୍ତ୍ରୀ ର ଏହି ସବୁ କାମ, ଭୁଲ ରେ ମଧ୍ୟ ସ୍ତ୍ରୀ ମାନେ ଏମିତି କରିବା କଥା ନୁହଁ

ବିବାହିତ ମହିଳାମାନଙ୍କୁ ନିଜର ସିନ୍ଦୁର, ବିନ୍ଦି, ପାଉଁଜି, ଚୁଡ଼ି କାହା ସହିତ ମଧ୍ୟ ସେୟାର କରନ୍ତୁ ନାହିଁ । ଏଥିରେ ନା ଖାଲି ଆପଣଙ୍କ ସମ୍ପର୍କରେ ଭଲପାଇବା କମିବ ବରଂ ଆର୍ଥିକ ହାନି ମଧ୍ୟ ଆପଣଙ୍କୁ ଭୋଗିବାକୁ ପଡିବ ।