୧୩ ବର୍ଷ ର ଝିଅ “ଭାଇ ଭାଇ” କହି ଚିତ୍କାର କରୁଥିଲା ମାତ୍ର କିଛି ଯୁବକ ମିଶି ଦୁଷ୍କର୍ମ ସହ ଭିଡ଼ିଓ କରି ଚାଲିଥିଲେ

ବିହାରର ରାଜଗୀର ଅଞ୍ଚଳ ରୁ ଏକ ଲଜ୍ଜାଜନକ ଘଟଣା ସାମ୍ନା କୁ ଆସିଛି । ଜଣେ ନାବାଳିକା ଙ୍କ ସହ ଗଣଦୁଷ୍କର୍ମ ଓ ଭିଡିଓ ଭାଇରଲ ଘଟଣା ରେ ରାଜଗୀର ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି । ପଟନା ରୁ ପାଖାପାଖି 94 କିଲୋମିଟର ଦୂର ରୁ ଗୋଟେ ଭିଡିଓ ସାମ୍ନା କୁ ଆସିଛି । ଗୋଟେ ପୁଅ ଓ ଗୋଟେ ଝିଅ ପାହାଡ଼ ଉପରେ ବସିଛନ୍ତି । ସେଠାରେ କିଛି ସ୍ଥାନୀୟ ପୁରୁଷ ତାଙ୍କୁ
 
୧୩ ବର୍ଷ ର ଝିଅ “ଭାଇ ଭାଇ” କହି ଚିତ୍କାର କରୁଥିଲା ମାତ୍ର କିଛି ଯୁବକ ମିଶି ଦୁଷ୍କର୍ମ ସହ ଭିଡ଼ିଓ କରି ଚାଲିଥିଲେ

ବିହାରର ରାଜଗୀର ଅଞ୍ଚଳ ରୁ ଏକ ଲଜ୍ଜାଜନକ ଘଟଣା ସାମ୍ନା କୁ ଆସିଛି । ଜଣେ ନାବାଳିକା ଙ୍କ ସହ ଗଣଦୁଷ୍କର୍ମ ଓ ଭିଡିଓ ଭାଇରଲ ଘଟଣା ରେ ରାଜଗୀର ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି । ପଟନା ରୁ ପାଖାପାଖି 94 କିଲୋମିଟର ଦୂର ରୁ ଗୋଟେ ଭିଡିଓ ସାମ୍ନା କୁ ଆସିଛି । ଗୋଟେ ପୁଅ ଓ ଗୋଟେ ଝିଅ ପାହାଡ଼ ଉପରେ ବସିଛନ୍ତି । ସେଠାରେ କିଛି ସ୍ଥାନୀୟ ପୁରୁଷ ତାଙ୍କୁ ଘେରି ଦେଲେ ଓ ତା’ପରେ ଯାହା ହେଲା ତାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧୩ ବର୍ଷ ର ଝିଅ “ଭାଇ ଭାଇ” କହି ଚିତ୍କାର କରୁଥିଲା ମାତ୍ର କିଛି ଯୁବକ ମିଶି ଦୁଷ୍କର୍ମ ସହ ଭିଡ଼ିଓ କରି ଚାଲିଥିଲେ

ବିଳମ୍ବିତ ରାତିରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ରାତାରାତି ଭିଡ଼ିଓ ଟି ସବୁ ସୋସିଆଲ ମିଡ଼ିଆ ୟୁଜର୍ସ ଙ୍କ ପାଖରେ ପହଞ୍ଚିଯାଇଥିଲା । ଏହି ଭିଡିଓ ରେ କେତେ ଜଣ ଉନ୍ମତ୍ତ ଯୁବକ ଜଣେ ନାବାଳିକା ଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିବା ଦୃଶ୍ୟ ରହିଛି । ଏହି ଭାଇରାଲ ଭିଡିଓ ଟି ପରବର୍ତ୍ତୀ ସମୟରେ ମିଡ଼ିଆର ହେଡ ଲାଇନ୍ସ ରେ ପରିଣତ ହୋଇଯାଇଥିଲା ।

ଦୁଷ୍କର୍ମ ପରେ :-

୧୩ ବର୍ଷ ର ଝିଅ “ଭାଇ ଭାଇ” କହି ଚିତ୍କାର କରୁଥିଲା ମାତ୍ର କିଛି ଯୁବକ ମିଶି ଦୁଷ୍କର୍ମ ସହ ଭିଡ଼ିଓ କରି ଚାଲିଥିଲେ

ଦୁଷ୍କର୍ମ ପରେ ତାଙ୍କୁ ଧମକ ଦେଲେ କି ଭିଡିଓ କୁ ଭାଇରଲ କରିଦେବେ । ଖବର କାଗଜ ଅନୁସାରେ, ଏହି ଘଟଣା ର ଭିଡିଓ 23-24 ସେପ୍ଟେମ୍ବର ରେ ରାଜଗୀର ସହିତ ନାଳନ୍ଦା ର କିଛି ଏରିଆ ରେ ଖେଳିଯାଇଥିଲା । ଆସ୍ତେ-ଆସ୍ତେ ସୋସିଆଲ ମିଡିଆରେ ଲୋକମାନେ ଏହି ଘଟଣା କୁ ନେଇ ଆସିଲେ । ପୀଡିତାର ବୟସ ହେଉଛି 13 ବର୍ଷ ।

ଲୋକଙ୍କ ପ୍ରତିକ୍ରିୟା :-

ନାବାଳିକା ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ନାରାବାଜି ଦେଉଛନ୍ତି । ରାଜଗୀର ର ମୁଖ୍ୟ ରାସ୍ତା କୁ ବନ୍ଦକରି ଲୋକମାନେ ହଟଗୋଳ କରିଛନ୍ତି । ଯାହାଫଳରେ ସାଧାରଣ ଲୋକମାନଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଦୁଷ୍କର୍ମକାରୀ ଙ୍କୁ ଫାଶି ଦିଆଯାଉ ବୋଲି ଲୋକମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିଛନ୍ତି ।

ପୋଲିସ କଲା ଏମିତି :-

୧୩ ବର୍ଷ ର ଝିଅ “ଭାଇ ଭାଇ” କହି ଚିତ୍କାର କରୁଥିଲା ମାତ୍ର କିଛି ଯୁବକ ମିଶି ଦୁଷ୍କର୍ମ ସହ ଭିଡ଼ିଓ କରି ଚାଲିଥିଲେ

ଏହି ଘଟଣାଟି ପୂରା ଅଞ୍ଚଳ ରେ ଖେଳିଯିବା ପରେ ଏସପି ନିଲେଶ କୁମାର ଓ ଡିଏସପି ସୋମନାଥ ଙ୍କ ନେତୃତ୍ବ ରେ ଏକ ପୋଲିସ ଟିମ ଅଭିଯୁକ୍ତ ଙ୍କ ସନ୍ଧାନରେ ବାହାରିଥିଲେ । ବହୁ ଛାନଭିନ୍ନ କଲା ପରେ ଅଲଗା ଅଲଗା ସ୍ଥାନ ରୁ ପ୍ରାୟ ୬ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଗଙ୍ଗା ରାଜବଂଶୀ, କରଣ ରାଜବଂଶୀ, ଗୁଗଲ ରାଜବଂଶୀ, ବିଜୟ କୁମାର ଓ ସୋନୁ କୁମାର ସମେତ ୬ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାଷ୍ଠାନ ନିଆଯିବ ବୋଲି ଏସପି ନିଲେସ କୁମାର କହିଛନ୍ତି ।

ଝିଅ ର ବୟାନ :-

ପୀଡିତା ନିଜ FIR ରେ ଧର୍ଷଣ ହୋଇଛି ବୋଲି କହିଛନ୍ତି । ଏହାପରେ CrPC 164 ଅନୁସାରେ ପୀଡିତା ଙ୍କ ବୟାନ ଦର୍ଜ କରାଗଲା । ଏହି ବୟାନ ପରେ ପୀଡିତା ଙ୍କ ମେଡିକାଲ ଚେକଅପ କରାଯାଇଥିଲା ।