ରାସ୍ତା ରେ ଯାଉଥିବା ପୁଅଙ୍କୁ ସେକ୍ସ ର ଲୋଭ ଦେଖାଇ ନିରବ ସ୍ଥାନ କୁ ନେଇ ଯାଉଥିଲା ଏହି ଯୁବତୀ,ତାପରେ କରୁଥିଲା ଏମିତି

ରାଜଧାନୀ ଦିଲ୍ଲୀ ରେ ହୁସ୍ନ ଓ ସେକ୍ସ ର ଲୋଭ ଦେଇ ଲୁଟ ଓ ହତ୍ୟା କୁ ପରିଣାମ ଦେଉଥିବା ଗେଂଗ କୁ ରୋହିଣୀ ଜିଲ୍ଲା ପୋଲିସ ଗିରଫ କରିଛି । ପ୍ରଶାନ୍ତ ବିହାର ଥାନା ପୋଲିସ ଏକ ମଡ଼ର ର ମିଷ୍ଟ୍ରି କୁ 24 ଘଣ୍ଟା ଭିତରେ ସଲ୍ଭ କରି ଜଣେ ଯୁବତୀ ଓ 2ଜଣ ଯୁବକ କୁ ଧରିଥିଲା । ଆରୋପିମାନଙ୍କ ଠାରୁ ଲୁଟ ହୋଇଥିବା 5ଟି ମୋବାଇଲ ଓ ପର୍ସ ଯେଉଁଥିରେ 350
 
ରାସ୍ତା ରେ ଯାଉଥିବା ପୁଅଙ୍କୁ ସେକ୍ସ ର ଲୋଭ ଦେଖାଇ ନିରବ ସ୍ଥାନ କୁ ନେଇ ଯାଉଥିଲା ଏହି ଯୁବତୀ,ତାପରେ କରୁଥିଲା ଏମିତି

ରାଜଧାନୀ ଦିଲ୍ଲୀ ରେ ହୁସ୍ନ ଓ ସେକ୍ସ ର ଲୋଭ ଦେଇ ଲୁଟ ଓ ହତ୍ୟା କୁ ପରିଣାମ ଦେଉଥିବା ଗେଂଗ କୁ ରୋହିଣୀ ଜିଲ୍ଲା ପୋଲିସ ଗିରଫ କରିଛି । ପ୍ରଶାନ୍ତ ବିହାର ଥାନା ପୋଲିସ ଏକ ମଡ଼ର ର ମିଷ୍ଟ୍ରି କୁ 24 ଘଣ୍ଟା ଭିତରେ ସଲ୍ଭ କରି ଜଣେ ଯୁବତୀ ଓ 2ଜଣ ଯୁବକ କୁ ଧରିଥିଲା ।

ରାସ୍ତା ରେ ଯାଉଥିବା ପୁଅଙ୍କୁ ସେକ୍ସ ର ଲୋଭ ଦେଖାଇ ନିରବ ସ୍ଥାନ କୁ ନେଇ ଯାଉଥିଲା ଏହି ଯୁବତୀ,ତାପରେ କରୁଥିଲା ଏମିତି

ଆରୋପିମାନଙ୍କ ଠାରୁ ଲୁଟ ହୋଇଥିବା 5ଟି ମୋବାଇଲ ଓ ପର୍ସ ଯେଉଁଥିରେ 350 ଟଙ୍କା ଜବତ କରିଛି । କୁହାଯାଉଛି କି ଆରୋପି ଉପରେ ହତ୍ୟା, ଲୁଟ ପରି 2 ଦର୍ଜନ ରୁ ଅଧିକ କେସ ଦର୍ଜ ଅଛି । କୁହାଯାଉଛି କି ଗେଂଗ ରେ ସାମିଲ ହୋଇଥିବା ମହିଳା ପାୟଲ ସନ୍ଧ୍ୟା ହେବା ପରେ ରାସ୍ତାରେ ନିଜ ଶିକାର କୁ ଖୋଜିବା ପାଇଁ ବାହାରିଯାଉଛି ।

ରାସ୍ତା ରେ ଯାଉଥିବା ପୁଅଙ୍କୁ ସେକ୍ସ ର ଲୋଭ ଦେଖାଇ ନିରବ ସ୍ଥାନ କୁ ନେଇ ଯାଉଥିଲା ଏହି ଯୁବତୀ,ତାପରେ କରୁଥିଲା ଏମିତି

ତା’ସହିତ 2ଜଣ ସାଥି ମୋନୁ ଓ ଅଜୟ ରହିଥାଆନ୍ତି । ପାୟଲ ସେକ୍ସ ୱାର୍କର ହୋଇ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କାହାକୁ ନିଜ ହୁସ୍ନ ର ଜାଲରେ ଫସେଇ ନିଜ ସହିତ ସେକ୍ସ କରିବା ପାଇଁ ରାଜି କରେଇ କୌଣସି ସୁନସାନ ଜାଗାକୁ ନେଇଯାଏ ।

ରାସ୍ତା ରେ ଯାଉଥିବା ପୁଅଙ୍କୁ ସେକ୍ସ ର ଲୋଭ ଦେଖାଇ ନିରବ ସ୍ଥାନ କୁ ନେଇ ଯାଉଥିଲା ଏହି ଯୁବତୀ,ତାପରେ କରୁଥିଲା ଏମିତି

ଯେମିତି ତା ଜାଲରେ କିଏ ଆସେ, ସେ ତା ସାଥୀଙ୍କୁ ଡାକି ଲୁଟ କରିଥାଆନ୍ତି । ଯଦି ପଇସା ନଦେଲେ 3ଜଣ ଆରୋପି ହତ୍ୟା ମଧ୍ୟ କରିଦିୟନ୍ତି । ଏହି ଘଟଣା ବର୍ତମାନ ରାଜଧାନୀ ଦିଲ୍ଲୀ ରେ ଲୋକମାନଙ୍କ ମଧରେ ଚର୍ଚା ର ବିଷୟ ପାଲଟିଛି ।