ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ, ବହୁତ ଭାଗ୍ୟବାନ ପୁଅଙ୍କୁ ମିଳେ ଏମାନଙ୍କ ଭଲ ପାଇବା

ଭାରତୀୟ ସଂସ୍କୃତିରେ ସବୁ ଝିଅମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନନ୍ତି । ଦେବୀ ଙ୍କ ପରି ପୂଜା ପାଉଥିବା ଝିଅମାନଙ୍କୁ ନିଜର ପବିତ୍ରତା ଦେଖାଇବାପାଇଁ କେତେଥର କଠିନ ତପସ୍ୟା କରିବାକୁ ପଡ଼ିଯାଏ । ଆଜି ଆମେ ଆପଣଙ୍କୁ କିଛି ଏମିତିଆ ରାଶି ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଗଙ୍ଗା ପରି ପବିତ୍ର କହିଲେ ମଧ୍ୟ ଭୁଲ ହେବ ନାହିଁ । କୁମ୍ଭ ରାଶି :- କୁମ୍ଭ ରାଶି ଥିବା ଝିଅମାନେ
 
ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ, ବହୁତ ଭାଗ୍ୟବାନ ପୁଅଙ୍କୁ ମିଳେ ଏମାନଙ୍କ ଭଲ ପାଇବା

ଭାରତୀୟ ସଂସ୍କୃତିରେ ସବୁ ଝିଅମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନନ୍ତି । ଦେବୀ ଙ୍କ ପରି ପୂଜା ପାଉଥିବା ଝିଅମାନଙ୍କୁ ନିଜର ପବିତ୍ରତା ଦେଖାଇବାପାଇଁ କେତେଥର କଠିନ ତପସ୍ୟା କରିବାକୁ ପଡ଼ିଯାଏ । ଆଜି ଆମେ ଆପଣଙ୍କୁ କିଛି ଏମିତିଆ ରାଶି ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଗଙ୍ଗା ପରି ପବିତ୍ର କହିଲେ ମଧ୍ୟ ଭୁଲ ହେବ ନାହିଁ ।

କୁମ୍ଭ ରାଶି :-

ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ, ବହୁତ ଭାଗ୍ୟବାନ ପୁଅଙ୍କୁ ମିଳେ ଏମାନଙ୍କ ଭଲ ପାଇବା

କୁମ୍ଭ ରାଶି ଥିବା ଝିଅମାନେ ବହୁତ ପରିଶ୍ରମୀ ସହ ହୃଦୟ ରୁ ମଧ୍ୟ ବହୁତ ଭଲ ହୋଇଥାଆନ୍ତି । କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ । ସମ୍ପର୍କ ରଖିବା ପାଇଁ ସେ ବୁଦ୍ଧି ଅପେକ୍ଷା ହୃଦୟ ରୁ କାମ କରିଥାଆନ୍ତି । ଏମାନେ ବହୁତ ରୋମାଣ୍ଟିକ । ଏଥିପାଇଁ ଏହି ଝିଅମାନଙ୍କ ପାର୍ଟନର ସବୁବେଳେ ଖୁସି ରୁହନ୍ତି । ଏମାନଙ୍କ ଭଲପାଇବା ସ୍ଵଛ ଓ ପବିତ୍ର ଅଟେ ।

ମେଷ ରାଶି :-

ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ, ବହୁତ ଭାଗ୍ୟବାନ ପୁଅଙ୍କୁ ମିଳେ ଏମାନଙ୍କ ଭଲ ପାଇବା

ଏହି ରାଶି ଥିବା ଝିଅମାନଙ୍କ ମନ ଗଙ୍ଗା ପରି ପବିତ୍ର ହୋଇଥାଏ । ଏମାନେ ବହୁତ ଶାନ୍ତ ସ୍ଵଭାଵ ର ହୋଇଥାଆନ୍ତି ଓ ନିଜ ପାର୍ଟନର କୁ ସୀମା ବାହାରକୁ ଯାଇ ଭଲ ପାଇପାରନ୍ତି ।

ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ, ବହୁତ ଭାଗ୍ୟବାନ ପୁଅଙ୍କୁ ମିଳେ ଏମାନଙ୍କ ଭଲ ପାଇବା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ର ଝିଅଙ୍କ ସହ ଯେକୌଣସି ପୁଅର ବିବାହ ହୋଇଗଲେ ତାର ଭାଗ୍ୟ ସୁନା ପରି ଚମକି ପଡିବ । ମେଷ ରାଶି ଥିବା ଝିଅମାନେ ଶାଶୂଘରେ ଗୋଡ ପଡିବା ମାତ୍ରେ ପରିବାର ର ଇଜ୍ଜତ ଓ ମାନ-ସମ୍ମାନ ରେ ବୃଦ୍ଧି ହୋଇଥାଏ ।