କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ମିଛ ଦୁନିଆରେ ଗୋଟିଏ ସତ ହେଉଛି ମୃତ୍ୟୁ। ମୃତ୍ୟୁ କେତେବେଳେ ଆସେ କେମିତି ଆସେ କେହି ବି ଜାଣିପାରନ୍ତି ନାହିଁ କିମ୍ବା ଏହାକୁ ଅଟକାଇ ଦେଇ ପାରନ୍ତି ନାହିଁ। ଶାସ୍ତ୍ର ରେ ବର୍ଣିତ ଅଛି ଶରୀର ରୂପକ ଘଟ ଯେତେବେଳେ ପାକଳ ବା ବୃଦ୍ଧ/ବୃଦ୍ଧା ରେ ପରିଣତ ହେଇଯାଏ ଜୀବନ ରୂପକ ନିଶ୍ୱାସ ଘଟ ଛାଡି ଅନ୍ୟ ଏକ ନୂତନ ଶରୀର ରେ ପ୍ରବେଶ କରିଥାଏ। ଏହା ତ ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ ଅନେକ କ୍ଷେତ୍ର ରେ
 
କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ମିଛ ଦୁନିଆରେ ଗୋଟିଏ ସତ ହେଉଛି ମୃତ୍ୟୁ। ମୃତ୍ୟୁ କେତେବେଳେ ଆସେ କେମିତି ଆସେ କେହି ବି ଜାଣିପାରନ୍ତି ନାହିଁ କିମ୍ବା ଏହାକୁ ଅଟକାଇ ଦେଇ ପାରନ୍ତି ନାହିଁ। ଶାସ୍ତ୍ର ରେ ବର୍ଣିତ ଅଛି ଶରୀର ରୂପକ ଘଟ ଯେତେବେଳେ ପାକଳ ବା ବୃଦ୍ଧ/ବୃଦ୍ଧା ରେ ପରିଣତ ହେଇଯାଏ ଜୀବନ ରୂପକ ନିଶ୍ୱାସ ଘଟ ଛାଡି ଅନ୍ୟ ଏକ ନୂତନ ଶରୀର ରେ ପ୍ରବେଶ କରିଥାଏ।

କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ଏହା ତ ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ ଅନେକ କ୍ଷେତ୍ର ରେ ଦେଖାଯାଏ କି ଆୟୁଷ ନସରିବା ପୂର୍ବରୁ ଯୁବା ବସ୍ତାରେ ଅନେକ ଜୀବନ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଚାଲିଯାଇଥାଏ। ମନରେ ପ୍ରଶ୍ନ ଆସେ କି କମ ବୟସ ରେ କାହିଁକି ଏପରି ମୃତ୍ୟୁ ଘଟେ ??

କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ତେବେ କିଛି ଗୁରୁ କୁହନ୍ତି କି ଯେଉଁମାନେ ନିରୀହ ଲୋକଙ୍କୁ ହଇରାଣ କରି ତାଙ୍କ ଜୀବନ ନଷ୍ଟ କରିଥାନ୍ତି ,ପର ସ୍ତ୍ରୀ ,ଗୁରୁ ଙ୍କ ସ୍ତ୍ରୀ ,ପରିବାର ର କୌଣସି ମହିଳାଙ୍କ ସହିତ ଦୁଷ୍କର୍ମ କରିଥାନ୍ତି ସେମାନଙ୍କୁ ବ୍ରହ୍ମହତ୍ୟା ଲାଗିଥାଏ।

କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ଯାହାଫଳରେ ପର ଜନ୍ମରେ ସେମାନଙ୍କ ଅଭିଶାପ ଫଳରେ ଅଧା ବୟସ ରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଥାଏ I ଆୟୁଷ ଥିଲେ ମଧ୍ୟ ନିଜ କୃତ କର୍ମ ପାଇଁ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରିଆ ରେ ତାଙ୍କ ଜୀବନ ଚାଲିଯାଇଥାଏ ବୋଲି ବିଶ୍ୱାସ ରହିଛି I