ରେକର୍ଡ଼ ସୃଷ୍ଟି କରିବାକୁ ଯାଇ ଅଚେତ ହୋଇ ପଡିଲେ ହ୍ୟୁମାନ ସାଗର, ରେକର୍ଡ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନିଜ ସୁରିଲା ଗୀତରେ ସମସ୍ତଙ୍କ ମନ କିଣି ନେଇଥାନ୍ତି। ତାଙ୍କର ପ୍ରତ୍ୟେକ ଗୀତ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ବିଶେଷ କରି ତାଙ୍କ ଦୁଃଖଭରା ଗୀତ। ତେବେ ହ୍ୟୁମାନ ସାଗର ଅଚେତ ହେବାର ଏକ ଖବର ମିଳିଛି। ଜଣା ପଡିଛି ଯେ ଷ୍ଟୂଡିଓରେ ଏକାଧିକ ଗୀତ ଗାଇ ଚେତାଶୁନ୍ୟ ହୋଇପଡିଥିଲେ ହ୍ୟୁମାନ ସାଗର। ସୂଚନାନୁସାରେ, ଗୋଟିଏ ଦିନରେ ଲଗାତାର ଗୀତ ଗାଇ ରେକର୍ଡ ସୃଷ୍ଟି ପାଇଁ ଗୀତ ରେକର୍ଡିଙ୍ଗ ସମୟରେ
 
ରେକର୍ଡ଼ ସୃଷ୍ଟି କରିବାକୁ ଯାଇ ଅଚେତ ହୋଇ ପଡିଲେ ହ୍ୟୁମାନ ସାଗର, ରେକର୍ଡ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନିଜ ସୁରିଲା ଗୀତରେ ସମସ୍ତଙ୍କ ମନ କିଣି ନେଇଥାନ୍ତି। ତାଙ୍କର ପ୍ରତ୍ୟେକ ଗୀତ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ବିଶେଷ କରି ତାଙ୍କ ଦୁଃଖଭରା ଗୀତ। ତେବେ ହ୍ୟୁମାନ ସାଗର ଅଚେତ ହେବାର ଏକ ଖବର ମିଳିଛି। ଜଣା ପଡିଛି ଯେ ଷ୍ଟୂଡିଓରେ ଏକାଧିକ ଗୀତ ଗାଇ ଚେତାଶୁନ୍ୟ ହୋଇପଡିଥିଲେ ହ୍ୟୁମାନ ସାଗର।

ରେକର୍ଡ଼ ସୃଷ୍ଟି କରିବାକୁ ଯାଇ ଅଚେତ ହୋଇ ପଡିଲେ ହ୍ୟୁମାନ ସାଗର, ରେକର୍ଡ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସୂଚନାନୁସାରେ, ଗୋଟିଏ ଦିନରେ ଲଗାତାର ଗୀତ ଗାଇ ରେକର୍ଡ ସୃଷ୍ଟି ପାଇଁ ଗୀତ ରେକର୍ଡିଙ୍ଗ ସମୟରେ ଚେତାଶୁନ୍ୟ ହୋଇଯାଇଛନ୍ତି ହ୍ୟୁମାନ ସାଗର। କଟକ ସ୍ଥିତ ମିଲ୍ଲନ ଷ୍ଟୂଡିଓରେ ରେକର୍ଡିଙ୍ଗ ଚାଲିଥିଲାବେଳେ ୧୩ ଟି ଗୀତ ଗାଇ ଚେତାଶୁନ୍ୟ ହୋଇପଡିଥିଲେ ହ୍ୟୁମାନ।

ରେକର୍ଡ଼ ସୃଷ୍ଟି କରିବାକୁ ଯାଇ ଅଚେତ ହୋଇ ପଡିଲେ ହ୍ୟୁମାନ ସାଗର, ରେକର୍ଡ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏହାସତ୍ବେ ସେ ଟିକେ ସୁସ୍ଥ ଅନୁଭବ କରିବାପରେ ପୁଣିଥରେ ବାକି ୪ଟି ଗୀତ ଗାଇବାକୁ ଜିଦ କରିଥିଲେ ଏବଂ ସେ ଗୀତ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ତେବେ ଓଡିଶାବାସୀଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସମ୍ପୂର୍ଣ ସୁସ୍ଥ ଅଛନ୍ତି।