ବର୍ଷାରେ ଭିଜିବ ପୂଜା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦଶଭୁଜା ମା ଦୁର୍ଗା। ତେବେ ପୂଜାର ବାକି ଦିନ ବର୍ଷାରେ ଭିଜିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲ୍ସିୟସ୍ ରହିବା ବେଳେ ସର୍ବନିମ୍ନ ୨୩ ଡିଗ୍ରି ସେଲ୍ସିୟସ୍ ରହିବ। କେବଳ ଚାଷୀ ଭାଇମାନଙ୍କୁ ନୁହେଁ ମତ୍ସ୍ୟଜୀବୀମାନଙ୍କ ପାଇଁ ବି ସତର୍କ ସୂଚନା ଜାରି କରାଯାଇଛି। ବର୍ଷା
 
ବର୍ଷାରେ ଭିଜିବ ପୂଜା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦଶଭୁଜା ମା ଦୁର୍ଗା। ତେବେ ପୂଜାର ବାକି ଦିନ ବର୍ଷାରେ ଭିଜିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବର୍ଷାରେ ଭିଜିବ ପୂଜା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲ୍‌ସିୟସ୍‌ ରହିବା ବେଳେ ସର୍ବନିମ୍ନ ୨୩ ଡିଗ୍ରି ସେଲ୍‌ସିୟସ୍‌ ରହିବ। କେବଳ ଚାଷୀ ଭାଇମାନଙ୍କୁ ନୁହେଁ ମତ୍ସ୍ୟଜୀବୀମାନଙ୍କ ପାଇଁ ବି ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସମୟରେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ବର୍ଷାରେ ଭିଜିବ ପୂଜା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି ଗଞ୍ଜାମ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି।