ଫଳ ଉପରେ ଏମିତିକା ଷ୍ଟିକର ଲାଗିଥାଏ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ସାଧାରଣତଃ ଆମେ ଦେଖିଥାଉ ଯେ ଫଳ ଗୁଡ଼ିକର ଉପରେ ଷ୍ଟିକର୍ ଲାଗିଥାଏ। ଏହି ଷ୍ଟିକର ର ଫଳଗୁଡ଼ିକ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଦେଇଥାଏ। ଫଳ ଉପରେ ଷ୍ଟିକର ଲାଗିବା ଦ୍ବାରା ତାହା ଫଳକୁ ଚିହ୍ନଟ ନିମନ୍ତେ ମାର୍ଗଦର୍ଶକ ପରି କାର୍ଯ୍ୟ କରେ। ଷ୍ଟିକର ଉପରେ ଲେଖାଯାଇଥିବା ନିର୍ଦ୍ଦିଷ୍ଟ କୋଡ଼ ଫଳଗୁଡ଼ିକ କେଉଁ ସ୍ଥାନରୁ ଗଛରୁ ତୋଳା ଯାଇଛି ତାହା ଦର୍ଶାଇଥାଏ। ସେହି ଅଙ୍କ ପଢି ଆମେ ଜାଣିପାରିବା ଯେ,ଫଳ ଆନୁ ବଂଶିକ ରୂପେ ସଂଶୋଧିତ ହୋଇଛି
 
ଫଳ ଉପରେ ଏମିତିକା ଷ୍ଟିକର ଲାଗିଥାଏ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ସାଧାରଣତଃ ଆମେ ଦେଖିଥାଉ ଯେ ଫଳ ଗୁଡ଼ିକର ଉପରେ ଷ୍ଟିକର୍ ଲାଗିଥାଏ। ଏହି ଷ୍ଟିକର ର ଫଳଗୁଡ଼ିକ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଦେଇଥାଏ। ଫଳ ଉପରେ ଷ୍ଟିକର ଲାଗିବା ଦ୍ବାରା ତାହା ଫଳକୁ ଚିହ୍ନଟ ନିମନ୍ତେ ମାର୍ଗଦର୍ଶକ ପରି କାର୍ଯ୍ୟ କରେ। ଷ୍ଟିକର ଉପରେ ଲେଖାଯାଇଥିବା ନିର୍ଦ୍ଦିଷ୍ଟ କୋଡ଼ ଫଳଗୁଡ଼ିକ କେଉଁ ସ୍ଥାନରୁ ଗଛରୁ ତୋଳା ଯାଇଛି ତାହା ଦର୍ଶାଇଥାଏ।

ଫଳ ଉପରେ ଏମିତିକା ଷ୍ଟିକର ଲାଗିଥାଏ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ସେହି ଅଙ୍କ ପଢି ଆମେ ଜାଣିପାରିବା ଯେ,ଫଳ ଆନୁ ବଂଶିକ ରୂପେ ସଂଶୋଧିତ ହୋଇଛି ନା ଜୈବିକ ରୂପେ ଉତ୍ପନ୍ନ ହୋଇଛି।କିମ୍ବା ପାରମ୍ପରିକ ରାସାୟନିକ ପଦାର୍ଥ ଦ୍ଵାରା ଉତ୍ପାଦନ କରାଯାଇଛି। ଫଳରେ ଲାଗିଥିବା ଷ୍ଟିକର ଉପରୁ ରାସାୟନିକ ତଥ୍ୟ ଜଣା ପଡେ।

ଫଳ ଉପରେ ଏମିତିକା ଷ୍ଟିକର ଲାଗିଥାଏ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଯଦି କୋଡ଼ ରେ ଚାରି ଟି ନମ୍ୱର୍ ଦେଖାଯାଏ ତେବେ ଏହାର ଅର୍ଥ ହେଲା ଫଳ ଟି ପାରମ୍ପରିକ କିମ୍ବା ପରମ୍ପରା ଗତ କୀଟନାଶକ ଉପଯୋଗରେ ଉତ୍ପନ୍ନ କରାଯାଇଛି। ଏହି ଚାରିଟି ଅଙ୍କର କୋଡ଼ ମୁଖ୍ୟତଃ ୪ କିମ୍ବା ୩ ରେ ଆରମ୍ଭ ହୋଇଥାଏ। କୋଡ଼ ର ଶେଷ ଚାରୋଟି ଅଙ୍କ କେବଳ ଫଳ ବିଷୟରେ ସଂକେତ ଦିଏ।

ଫଳ ଉପରେ ଏମିତିକା ଷ୍ଟିକର ଲାଗିଥାଏ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଉଦାହରଣ ସ୍ୱରୂପ ଗୋଟିଏ କମଳା ର କୋଡ଼ ହେଉଛି ୩୧୦୭। ଯଦି କୋଡ଼ ରେ ୫ ନମ୍ୱର୍ ଅଛି ଏବଂ ନମ୍ୱର୍ ୮ ରୁ ଆରମ୍ଭ ହୋଇଛି ତେବେ ଫଳଟି ଅନୁ ବାଂଶିକ ରୂପେ ସଂଶୋଧିତ ହେବାର ସଂକେତ ଦେଇଥାଏ।