ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

ସମୟ ବଦଳୁଛି ଧିରେ ଧିରେ ସବୁକିଛି ଡିଜିଟାଲ ହେବାରେ ଲାଗିଛି। ଏବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଏହାଛଡା ଇଣ୍ଟରନେଟର ଦର ଶସ୍ତା ହେବା ପରେ ସମସ୍ତଙ୍କ ମୋବାଇଲରେ ଇଣ୍ଟରନେଟ। ତେବେ ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆରେ ଆକଟିଭ୍। ଏହି ସୋସିଆଲ ମିଡ଼ିଆରେ କିଛି ବି ଜିନିଷ ଭାଇରାଲ୍ ହେବାରେ ବେଶି ସମୟ ଲାଗେନି। ଏବେ କିଛି ଦିନ ହେବ ଷ୍ଟେସନରେ ଗୀତ ଗାଇ ନିଜ ପେଟ ଭରୁଥିବା ରାନୁ ମଣ୍ତଳଙ୍କ ଭିଡିଓ ଭାଇରାଲ୍ ହେବାପରେ
 
ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

ସମୟ ବଦଳୁଛି ଧିରେ ଧିରେ ସବୁକିଛି ଡିଜିଟାଲ ହେବାରେ ଲାଗିଛି। ଏବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଏହାଛଡା ଇଣ୍ଟରନେଟର ଦର ଶସ୍ତା ହେବା ପରେ ସମସ୍ତଙ୍କ ମୋବାଇଲରେ ଇଣ୍ଟରନେଟ। ତେବେ ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆରେ ଆକଟିଭ୍। ଏହି ସୋସିଆଲ ମିଡ଼ିଆରେ କିଛି ବି ଜିନିଷ ଭାଇରାଲ୍ ହେବାରେ ବେଶି ସମୟ ଲାଗେନି। ଏବେ କିଛି ଦିନ ହେବ ଷ୍ଟେସନରେ ଗୀତ ଗାଇ ନିଜ ପେଟ ଭରୁଥିବା ରାନୁ ମଣ୍ତଳଙ୍କ ଭିଡିଓ ଭାଇରାଲ୍ ହେବାପରେ ଆଜି ସେ ଜଣେ ଜଣାଶୁଣା ନାଁ ହୋଇସାରିଛନ୍ତି।

ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

୧)ରାନୁ ମଣ୍ତଳ- ବଙ୍ଗାଳ ନିବାସୀ ଅଟନ୍ତି , ସେ ଜଣେ ବହୁତ ହିଁ ଗରିବ ମହିଳା ଥିଲେ ଯିଏକି କିଛି ଦିନ ପୁର୍ବରୁ ଏକ ଗୀତ ଗାଇ ଭାଇରାଲ୍ ହୋଇଯାଇଥିଲେ, ରାନୁ ମଣ୍ତଳଙ୍କ ଗୀତ ବହୁତ ଲୋକଙ୍କୁ ପସନ୍ଦ ଆସିଛି, ଯାହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ଲତା ମଙ୍ଗେସଙ୍କରଙ୍କ ଗିତ ଗାଇଥିଲେ। ଏବେ ସେ ବଲିଉଡ୍ ଗାୟକଙ୍କ ସହ ଷ୍ଟୁଡିଓରେ ଅଛନ୍ତି , ତାଙ୍କୁ ଫିଲ୍ମରେ ଗାଇବାର ଅନୁମତି ମିଳିସାରିଛି।

ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

୨)ପ୍ରିୟା ପ୍ରକାଶ- ଇଣ୍ଟରନେଟ୍ ସେନସେସନ୍ ପ୍ରିୟା ପ୍ରକାଶ ୱାରିୟର୍ ଏକ ଛୋଟ ଭିଡିଓର କ୍ଲିପ୍ କାରଣରୁ ରାତାରାତି ଷ୍ଟାର୍ ହୋଇଗଲେ। ପ୍ରିୟା ପ୍ରକାଶ ଇଣ୍ଟରନେଟ୍ ରେ ଚହଳ ସୃଷ୍ଟି କଲେ , ତାଙ୍କର ଆଖି ପଲକ ପକାଇବା ଦୁନିଆଁରେ ସମସ୍ତଙ୍କୁ ମତୁଆଲା କଲା , ଗୋଟେ ଭିଡିଓରେ ପ୍ରିୟା ପ୍ରକାଶ ଗୋଟେ ପୁଅକୁ ଆଖି ମାରି ନିଜ ପ୍ରେମକୁ ଜତାଉଛନ୍ତି , ଯାହା ତାଙ୍କ ଆଖିର ପଲକରୁ ଜଣାପଡୁଛି।

ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

୩)ଅରସଦ୍ ଖାନ୍- ୧୮ ବର୍ଷର ଅରସଦ୍ ଖାନ୍ ଯିଏକି ଇସଲାମାବାଦ୍ ରେ ଚାହା ବିକ୍ରି କରୁଥିଲେ, ଦିନେ କେଉଁ ଫଟୋଗ୍ରାଫର୍ ତାଙ୍କର ଫଟୋ ଉଠାଇନେଲେ। ଯାହାକୁ ସେ ସୋସିଆଲ୍ ମିଡିଆରେ ଦେଇଥିଲେ, ଏହା ପରେ ଲୋକେ ଅରସଦଙ୍କ ନୀଳ ଆଖି ଓ ସୁନ୍ଦରତାପାଇଁ ଲୋକପ୍ରିୟତାପାଇଥିଲେ। ତାଙ୍କୁ ବହୁତ ଲୋକେ ସୋସିଆଲ୍ ମିଡିଆରେ ଫଲୋ କରିବାକୁ ଲାଗିଲେ। ଏହି କାରଣରୁ ସେ ମଡେଲିଙ୍ଗ୍ ଦୁନିଆଁରେ ଆସିପାରିଲେ ।

ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

୪)ସାଇମା ହୁସୈନ୍ ମୀର- ବଲିଉଡ୍ କିଙ୍ଗ୍ ଖାନ୍ ଅଭିନେତା ସାହାରୁଖ୍ ଖାନ୍ ୨୦୧୭ ରେ ରିଲିଜ୍ ହୋଇଥିବା ଫିଲ୍ମ ରଇସ୍ ର ପ୍ରଚାର ପାଇଁ ଏକ ସଂସ୍ଥାନକୁ ଯାଇଥିଲେ। ସେଠାରେ ସେ କିଛି ଛାତ୍ରାଙ୍କ ସହ ଏକ ସେଲ୍ଫି ନେଇଥିଲେ, ଓ ନିଜ ଫେସବୁକ୍ ପେଜ୍ ରେ ପୋଷ୍ଟ କରିଥିଲେ, ସେହି ସେଲ୍ଫିରେ ସାଇମା ହୁସୈନ୍ ମୀର ନାମକ ଏକ ଝିଅ ଥିଲେ। ଯିଏକି ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହୋଇଥିଲେ । ଓ ସେ ଦେଖିବାକୁ ବହୁତ ସୁନ୍ଦର ବି ଅଟନ୍ତି।

ସୋସିଆଲ ମିଡିଆ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଏହି ୫ଜଣ, ୧ନମ୍ବର ଆଜି ସମସ୍ତଙ୍କର ପ୍ରିୟ

୫)ସଞ୍ଜିବ ଶ୍ରୀବାସ୍ତବ (ଡ୍ୟାନ୍ସିଙ୍ଗ୍ ଅଙ୍କଲ୍)- ଏଲ ଇଲେକ୍ ଟ୍ରୋନିକ୍ ପ୍ରଫୋସର୍ ବାହାଘର କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବା ଭିଡିଓ ଜାହା ରାତାରାତି ତାଙ୍କୁ ଷ୍ଟାର୍ ବନାଇଦେଇଥିଲା। ଓ ସେ ଲୋକପ୍ରିୟ ହୋଇଯାଇଥିଲେ। ସଞ୍ଜିବ ଏତେ ଭଲ ଡ୍ୟାନ୍ସ କଲେ କି ସେ ନିଜେ ଗୋବିନ୍ଦାଙ୍କ ଫ୍ୟାନ୍ ହୋଇଗଏଲ୍ , ପରେ ତାଙ୍କୁ ବିଗ୍ ବସ୍ ଶୋ ରେ ଡକାଯାଇଥିଲା।