ଦେଖନ୍ତୁ ଭିଡ଼ିଓ: କୁକୁର କାମୁଡ଼ିଲା ପରେ ଛୋଟ ପିଲାଟି ହେଇଗଲା କୁକୁର, ରୁହନ୍ତୁ ସତର୍କ, ପଢନ୍ତୁ ସମ୍ପୂର୍ଣ ଖବର

ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ ଗୁରୁତରତା ବୃଦ୍ଧି ପାଇଥାଏ, ଅଧିକ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେବା ସହିତ କେତେକ ଘଟଣାରେ ମୃତ୍ୟୁ ଘଟିଥାଏ। କେତେକ ଦେଶରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ କୁକୁର
 
ଦେଖନ୍ତୁ ଭିଡ଼ିଓ: କୁକୁର କାମୁଡ଼ିଲା ପରେ ଛୋଟ ପିଲାଟି ହେଇଗଲା କୁକୁର, ରୁହନ୍ତୁ ସତର୍କ, ପଢନ୍ତୁ ସମ୍ପୂର୍ଣ ଖବର

ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ।

ଦେଖନ୍ତୁ ଭିଡ଼ିଓ: କୁକୁର କାମୁଡ଼ିଲା ପରେ ଛୋଟ ପିଲାଟି ହେଇଗଲା କୁକୁର, ରୁହନ୍ତୁ ସତର୍କ, ପଢନ୍ତୁ ସମ୍ପୂର୍ଣ ଖବର

ଫଳରେ ଗୁରୁତରତା ବୃଦ୍ଧି ପାଇଥାଏ, ଅଧିକ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେବା ସହିତ କେତେକ ଘଟଣାରେ ମୃତ୍ୟୁ ଘଟିଥାଏ। କେତେକ ଦେଶରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଅଧିକାଂଶ କୁକୁର କାମୁଡ଼ିବା ବାହାରେ ବୁଲୁଥିବା ସମୟରେ ଘଟିଥାଏ।

ଦେଖନ୍ତୁ ଭିଡ଼ିଓ: କୁକୁର କାମୁଡ଼ିଲା ପରେ ଛୋଟ ପିଲାଟି ହେଇଗଲା କୁକୁର, ରୁହନ୍ତୁ ସତର୍କ, ପଢନ୍ତୁ ସମ୍ପୂର୍ଣ ଖବର

ଏମିତି ଏକ ଘଟଣା ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି। କୁକୁର କାମୁଡିବା ପରେ ଛୋଟ ପିଲାଟି କୁକୁର ଭଳି ବ୍ୟବହାର କରୁଛି। କୁକୁର କାମୁଡ଼ିଲେ ଛୋଟ ପିଲାଙ୍କୁ ବହୁତ ଜଲ୍ଦି ଏହାର ପ୍ରଭାବ ପଡିଥାଏ। ସେଥିପାଇଁ ଆମେ ଏହାର ଚିକିତ୍ସା ବିଷୟରେ ତଳେ ଉଲ୍ଲେଖ କରିଛୁ..

ଚିକିତ୍ସା

କୁକୁର କାମୁଡ଼ିଥିବା ସ୍ଥାନକୁ ଯଥେଷ୍ଟ ସାବୁନ ଓ ପାଣିରେ ଧୋଇ ଦିଅନ୍ତୁ। ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ କ୍ଷତ ଉପରେ ପାଣି ଢ଼ାଳି ଧୁଅନ୍ତୁ। କୌଣସି ଆଣ୍ଟିସେପ୍ଟିକ୍ ଲୋସନ୍ ବା ଅଏଣ୍ଟମେଣ୍ଟ ଲଗାଇ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ରୋଗୀଙ୍କର ଚିକିତ୍ସା କୁକୁର କାମୁଡ଼ିଥିବା ସ୍ଥାନ ଓ ରାବିଜ୍ ବା ଜଳାତଙ୍କ ଟୀକାକରଣ ପୂର୍ବରୁ ହୋଇଛି କି ନା ତାହା ଉପରେ ନିର୍ଭର କରିଥାଏ।

ଦେଖନ୍ତୁ ଭିଡ଼ିଓ :