କଣ୍ଠ ମଧୁର ବ୍ୟବହାର କଦର୍ଯ୍ୟ! କଣ ସତରେ ଅସୀମା ପଣ୍ଡା ଏପରି କଲେ ଜାଣନ୍ତୁ ପ୍ରକୃତ ଘଟଣା ବିଷୟରେ

ଗାୟିକା ଅସୀମା ପଣ୍ଡା ଓଡ଼ିଆ ଗୀତରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଓଡ଼ିଶାର ଘରେ ଘରେ ପରିଚିତ ସବୁ ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଓଡ଼ିଆ ଗାୟିକା ଅସୀମ ପଣ୍ଡାଙ୍କ ନାମରେ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଅନୁଯାଇ ଓଲିଉଡ୍ ର ଏହି କୋକିଳକଣ୍ଠି କୁଆଡେ ଏକ ଷ୍ଟେଜ ସୋ ରେ ଯାଇଥିବା ବେଳେ ସେଠାରେ ପୂଜା କମିଟି ମେମ୍ବର ମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର
 
କଣ୍ଠ ମଧୁର ବ୍ୟବହାର କଦର୍ଯ୍ୟ! କଣ ସତରେ ଅସୀମା ପଣ୍ଡା ଏପରି କଲେ ଜାଣନ୍ତୁ ପ୍ରକୃତ ଘଟଣା ବିଷୟରେ

ଗାୟିକା ଅସୀମା ପଣ୍ଡା ଓଡ଼ିଆ ଗୀତରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଓଡ଼ିଶାର ଘରେ ଘରେ ପରିଚିତ ସବୁ ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଓଡ଼ିଆ ଗାୟିକା ଅସୀମ ପଣ୍ଡାଙ୍କ ନାମରେ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଅନୁଯାଇ ଓଲିଉଡ୍ ର ଏହି କୋକିଳକଣ୍ଠି କୁଆଡେ ଏକ ଷ୍ଟେଜ ସୋ ରେ ଯାଇଥିବା ବେଳେ ସେଠାରେ ପୂଜା କମିଟି ମେମ୍ବର ମାନଙ୍କୁ ଦୁର୍ବ୍ୟବହାର କରିଥିଲେ।

କଣ୍ଠ ମଧୁର ବ୍ୟବହାର କଦର୍ଯ୍ୟ! କଣ ସତରେ ଅସୀମା ପଣ୍ଡା ଏପରି କଲେ ଜାଣନ୍ତୁ ପ୍ରକୃତ ଘଟଣା ବିଷୟରେ

ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ଚର୍ଚା ଅନୁଯାଇ ୫ ତାରିଖ ଶନିବାର ଦିନ ଅସୀମା ଭୁବନେଶ୍ୱର ସତ୍ୟନଗର ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ଷ୍ଟେଜ ସୋ ରେ ଯୋଗ ଦେଇଥିଲେ ଗୀତ ଗାଇବାକୁ। କମିଟି ପକ୍ଷରୁ ଅସୀମା ଙ୍କୁ ୧ଲକ୍ଷ ୧୫ ହଜାର ଟଙ୍କା ସହିତ ଗସ୍ତ ତେଲ ,ଖାଇବା ଏବଂ ରହିବା ବନ୍ଦବୋସ୍ତ କରାଯାଇଥିଲା।

କଣ୍ଠ ମଧୁର ବ୍ୟବହାର କଦର୍ଯ୍ୟ! କଣ ସତରେ ଅସୀମା ପଣ୍ଡା ଏପରି କଲେ ଜାଣନ୍ତୁ ପ୍ରକୃତ ଘଟଣା ବିଷୟରେ

ତେବେ ଅସୀମା ସେଠାରେ ପହଁଚି ଅଧିକ ଏକ ରୁମ ଦାବି କରିବା ସହିତ ଏଥିରେ ବିଳମ୍ବ ହେବାରୁ ପୂଜା କମିଟିର କ୍ୟାସିଅର ଙ୍କୁ ଅସୀମା ଏବଂ ତାଙ୍କର ବାପା ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିବା ପ୍ରକାଶ ପାଇଛି। ଏନେଇ ବର୍ତମାନ ସୁଦ୍ଧା ଅସୀମାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହା ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରଲ ହେବାରେ ଲାଗିଛି।