ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ବର୍ତମାନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟମ୍ୟାଚ ଚାଲିଥିବା ବେଳେ ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା କୁ ପରାସ୍ତ କରି ସିରିଜ଼ କୁ ୩ -୧ ରେ ଆଗୁଆ ରହିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ବେଟିଂ କରି ପ୍ରଥମ ପାଳିରେ ୫୦୨ ରନର ବିଶାଳ ସ୍କୋର କରିଥିଲା । ଏବଂ ଦ୍ୱିତୀୟ ପାଳିରେ ୪ ଵିକେଟ ବିନିମୟରେ ୩୨୩ ରନ କରି ପାଳିକୁ ଘୋଷଣା କରିଥିଲା।
 
ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ବର୍ତମାନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟମ୍ୟାଚ ଚାଲିଥିବା ବେଳେ ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା କୁ ପରାସ୍ତ କରି ସିରିଜ଼ କୁ ୩ -୧ ରେ ଆଗୁଆ ରହିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ବେଟିଂ କରି ପ୍ରଥମ ପାଳିରେ ୫୦୨ ରନର ବିଶାଳ ସ୍କୋର କରିଥିଲା ।

ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ଏବଂ ଦ୍ୱିତୀୟ ପାଳିରେ ୪ ଵିକେଟ ବିନିମୟରେ ୩୨୩ ରନ କରି ପାଳିକୁ ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା କୁ ଜିତିବା ପାଇଁ ୩୯୫ ରନର ଟାର୍ଗେଟ ଦେଇଥିଲା କିନ୍ତୁ ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଟାର୍ଗେଟକୁ ପିଛା କରି ଅଲଆଉଟ ହୋଇଯାଇଥିଲା ଏବଂ ଭାରତ ଠାରୁ ପ୍ରଥମ ମ୍ୟାଚ ରେ ହାରିଯାଇଥିଲା ।

ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ଆପଣ ଜାଣିଥିବେ ଦୁନିଆରେ ତିନୋଟି ଯାକ ଫାର୍ମଟ ରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳିଙ୍କ ମଧ୍ୟରେ କ୍ରିସ ଗେଲ ସବୁଠାରୁ ଆଗରେ ଅଛନ୍ତି । ସେ ୪୬୨ ଟି ମ୍ୟାଚ ଖେଳି ୫୩୪ ଟି ଛକା ମାରିବାରେ ଗୌରବ ହାସିଲ କରିଛନ୍ତି । ଏବଂ ଦ୍ୱିତୀୟରେ ପାକିସ୍ତାନର ଖେଳାଳି ସହିଦ ଆଫ୍ରିଦ୍ ୪୭୬ ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ଏବଂ ତୃତୀୟରେ ନିଉଜ଼ଲାଣ୍ଡ ର ବ୍ରେନ୍ ଡମ ମେକୁଲମ ୩୯୮ ଟି ଛକା ମାରି ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ରୋହିତ ଶର୍ମା ଯେଉଁଭଳି ଭାବରେ ନିଜ ଖେଳରେ ପରିବର୍ତନ ଆଣିଛନ୍ତି ଏବଂ ବଡ ବଡ ସ୍କୋର ମଧ୍ୟ କରିବାରେ ସକ୍ଷମ ହାସଲ କରିଛନ୍ତି ।

ଗେଲ ଙ୍କ ୫୩୪ଟି ଛକା ର ଭୟଙ୍କର ରେକର୍ଡ କୁ କଣ ଭାଙ୍ଗିଦେବେ ରୋହିତ ! ଦେଖନ୍ତୁ ରେକର୍ଡ କେତେ ଛକା ମାରିଛନ୍ତି ରୋହିତ

ବର୍ତମାନ ସେ ୩୮୬ ଟି ଛକ୍କା ମାରି ସାରିଲେଣି ଏବଂ ବର୍ତ୍ତମାନ ଯେଉଁଭଳି ଭାବରେ ଖେଳୁଛନ୍ତି ବହୁତ କମ ସମୟ ମଧ୍ୟରେ ୧୪୮ ଟି ଛକ୍କା ମାରି ଦୁନିଆର ସବୁଠାରୁ ଅଧିକ ଛକ୍କା ମାରିବାର ଖେଳାଳି ର ରେକର୍ଡ କୁ ନିଜ ନାମରେ କରିପାରିବେ ବୋଲି ବିଶ୍ୱାସ କରାଯାଏ।