ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଏହା ପଛରେ ଅଛି ଗୋଟେ ଆଶ୍ଚର୍ଯ୍ୟଜନକ କାରଣ

ସାଇବାବା ଦଶହରା ଦିନ ସମାଧି କଣ ପାଇଁ ନେଲେ ? ଏହା ପୂର୍ବରୁ ସେ ରାମ ବିଜୟ ପ୍ରକରଣ କଣ ପାଇଁ ଶୁଣିଲେ ? ଏହି ପ୍ରକରଣ ରେ ରାମ ଓ ରାବଣ ମଧ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା ଏବଂ ୧୦ ମ ଦିନରେ ରାମ ରାବଣ ର ବଧ କଲେ । ରାବଣ ମାରି ଯିବାରୁ ଦଶମୀ ଦିନ ଦଶହରା ପାଳନ କରା ଯାଏ । ଏହି ଦିନ ମା ଦୁର୍ଗା ମହିସା
 
ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଏହା ପଛରେ ଅଛି ଗୋଟେ ଆଶ୍ଚର୍ଯ୍ୟଜନକ କାରଣ

ସାଇବାବା ଦଶହରା ଦିନ ସମାଧି କଣ ପାଇଁ ନେଲେ ? ଏହା ପୂର୍ବରୁ ସେ ରାମ ବିଜୟ ପ୍ରକରଣ କଣ ପାଇଁ ଶୁଣିଲେ ? ଏହି ପ୍ରକରଣ ରେ ରାମ ଓ ରାବଣ ମଧ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା ଏବଂ ୧୦ ମ ଦିନରେ ରାମ ରାବଣ ର ବଧ କଲେ ।

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଏହା ପଛରେ ଅଛି ଗୋଟେ ଆଶ୍ଚର୍ଯ୍ୟଜନକ କାରଣ

ରାବଣ ମାରି ଯିବାରୁ ଦଶମୀ ଦିନ ଦଶହରା ପାଳନ କରା ଯାଏ । ଏହି ଦିନ ମା ଦୁର୍ଗା ମହିସା ଅସୁର ର ଅନ୍ତ କରିଥିଲେ ସେଥିପାଇଁ ଏହି ଦିନ ବିଜୟ ଦଶମୀ ମଧ୍ୟ କୁହନ୍ତି । ଆସନ୍ତୁ ଜାଣିବା ସାଇବାବା ଏହି ଦିନ କଣ ପାଇଁ ସମାଧି ନେଇ ଥିଲେ …

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଏହା ପଛରେ ଅଛି ଗୋଟେ ଆଶ୍ଚର୍ଯ୍ୟଜନକ କାରଣ

ସାଇବାବା ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା ର ରାହାଟ ତହସିଲ ର ସିରଡ଼ି କାଖବା ଠାରେ ୧୫ ଅକ୍ଟୋବର ୧୯୧୮ ଦଶହରା ଦିନ ସମାଧି ନେଇଥିଲେ । ଏହି ସ୍ଥାନ କୁ ସାଇବାବା ଙ୍କ ଭକ୍ତ ମାନେ ଦୂର ଦୁରାନ୍ତ ରୁ ଦର୍ଶନ ପାଇଁ ଆସନ୍ତି । ଏହି ସମାଧି ୨ ମିଟର ରୁ ଅଧିକ ଲମ୍ବା ଏବଂ ୧ ମିଟର ଚୌଡା ଅଟେ । ସାଇବାବା ତାଙ୍କ ଭକ୍ତ ରାମଚନ୍ଦ୍ର ପାଟିଲ ଙ୍କୁ ବିଜୟାଦଶମୀ ରେ ଦେହ ତ୍ୟାଗ କରିବାର କଥା କହିଥିଲେ ।

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଏହା ପଛରେ ଅଛି ଗୋଟେ ଆଶ୍ଚର୍ଯ୍ୟଜନକ କାରଣ

ସାଇବାବା ସମାଧି ନେବାର କିଛି ଦିନ ପୂର୍ବରୁ ତାଙ୍କ ପରମ ଭକ୍ତ ବେଜବାଇ ଙ୍କ ପୁତ୍ର ର ମୃତ୍ୟୁ ସୁନିଶ୍ଚିତ ଥିଲା, ମାତ୍ର ସାଇବାବା ତାଙ୍କ ଜୀବନ ଦାନ କରିଦେଲେ ଏବଂ ୨୭ ସେପ୍ଟେମ୍ବର ୨୦୧୮ ଦିନ ତାଙ୍କ ଦେହ ର ତାପମାତ୍ରା ହଟାତ ବଢ଼ିବାରେ ଲାଗିଲା । ସେ ଅର୍ଣ୍ଣ ଜଳ ତ୍ୟାଗ କରିଦେଲେ ଆଉ ୧୫ ଅକ୍ଟୋବର ୨୦୧୮ ରେ ସେ ନିଜ ଶରୀର ର ତ୍ୟାଗ କରିଦେଲେ ।