ସେନାବାହିନୀରୁ ଅବସର ପ୍ରାପ୍ତ କୁକୁରଙ୍କୁ ଗୁଳିକରି କାହିଁକି ମାରିଦିଆଯାଏ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ କୁକୁର ଆପଣଙ୍କ ଅସୁବିଧାର କାରଣ ପାଲଟିଥାଏ। ଆଜ୍ଞା ହଁ, ଆଜି ଆମେ ଭାରତୀୟ ସେନା ବିଷୟରେ କହିବାକୁ ଯାଉଛୁ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଭାରତୀୟ ସେନାରେ କାର୍ଯ୍ଯରତ ଥିବା କୁକୁରଙ୍କୁ ଅବସର ପରେ ଗୁଳି ମାରି ହତ୍ଯା କରାଯାଇଥାଏ। ଭାରତୀୟ ସେନାରେ କୁକୁରଙ୍କୁ ମଧ୍ୟ ଅଫିସର ହିସାବରେ ଗଣନା
 
ସେନାବାହିନୀରୁ ଅବସର ପ୍ରାପ୍ତ କୁକୁରଙ୍କୁ ଗୁଳିକରି କାହିଁକି ମାରିଦିଆଯାଏ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ କୁକୁର ଆପଣଙ୍କ ଅସୁବିଧାର କାରଣ ପାଲଟିଥାଏ। ଆଜ୍ଞା ହଁ, ଆଜି ଆମେ ଭାରତୀୟ ସେନା ବିଷୟରେ କହିବାକୁ ଯାଉଛୁ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଭାରତୀୟ ସେନାରେ କାର୍ଯ୍ଯରତ ଥିବା କୁକୁରଙ୍କୁ ଅବସର ପରେ ଗୁଳି ମାରି ହତ୍ଯା କରାଯାଇଥାଏ।

ସେନାବାହିନୀରୁ ଅବସର ପ୍ରାପ୍ତ କୁକୁରଙ୍କୁ ଗୁଳିକରି କାହିଁକି ମାରିଦିଆଯାଏ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଭାରତୀୟ ସେନାରେ କୁକୁରଙ୍କୁ ମଧ୍ୟ ଅଫିସର ହିସାବରେ ଗଣନା କରାଯାଏ। କିନ୍ତୁ ସେମାନଙ୍କ ସହ ଏପରି କାହିଁକି ହୋଇଥାଏ। ଭାରତୀୟ ସେନାରେ ଯେଉଁ କୁକୁରମାନେ କାମ କରନ୍ତି ତାଙ୍କୁ ଅବସର ପରେ ସେନା ଦ୍ବାରା ଗୁଳି କରି ମାରି ଦିଆଯାଏ। ଏହି କଥାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କିନ୍ତୁ ନିରାପତ୍ତା କାରଣ ଯୋଗୁଁ କୁକୁରମାନଙ୍କୁ ମାରି ଦିଆଯାଏ।

ସେନାବାହିନୀରୁ ଅବସର ପ୍ରାପ୍ତ କୁକୁରଙ୍କୁ ଗୁଳିକରି କାହିଁକି ମାରିଦିଆଯାଏ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ସେନା ନିୟମ ଅନୁଯାୟୀ, କୁକୁରଟି ବହୁ ଦିନ ଧରି ସେନାରେ କାର୍ଯ୍ଯରତ ଥାଏ ଏଣୁ ସେନାର ଅନେକ ଗୋବନୀୟ ତଥ୍ଯ ଜାଣିଥାଏ। କାଳେ ଅବସର ପରେ ସେହି କୁକୁର କୌଣସି ଭୁଲ ହାତରେ ପଡ଼ିଯିବ ସେହି ଡ଼ରରେ ଦେଶର ସୁରକ୍ଷାକୁ ନଜରରେ ରଖି କୁକୁରଙ୍କୁ ଗୁଳି କରି ମାରି ଦିଆଯାଇଥାଏ। ସେନାରୁ ଆଉ କାରଣ ମଧ୍ୟ ଜାଣିବାକୁ ମିଳିଥିଲା, କୌଣସି କୁକୁର କାର୍ଯ୍ଯରତ ଥିବା ସମୟରେ ଯଦି ତାଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ହୋଇଥାଏ।

ସେନାବାହିନୀରୁ ଅବସର ପ୍ରାପ୍ତ କୁକୁରଙ୍କୁ ଗୁଳିକରି କାହିଁକି ମାରିଦିଆଯାଏ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ତାଙ୍କୁ ଅବସର ଦିଆଯାଇଥାଏ। ଯଦି ସେହି ସମୟରେ ତାଙ୍କର ସ୍ବାସ୍ଥ୍ଯ ଠିକ୍ ହୁଏ ତ ଠିକ୍ ଅଥବା ତାଙ୍କୁ ଗୁଳି କରି ହତ୍ଯା କରାଯାଇଥାଏ। ତେବେ ଏହି କୁକୁର ଗୁଡ଼ିକ ଦେଖିବାକୁ ଗଲେ ଆମ ସୁରକ୍ଷା ପାଇଁ ଦେଶର ସୀମାରେ କାମ କରୁଥିବା ଜଣେ ସେନାବାହୀନି। ସେମାନେ ମଧ୍ୟ ଆମ ସୁରକ୍ଷା ପାଇଁ ସେଠାରେ ପଡ଼ୋଶୀ ରାଷ୍ଟ୍ର ସହ ଲଢ଼ୁଛନ୍ତି।